Browsing Category

National

ମହାତ୍ମା ଗାନ୍ଧୀଙ୍କ ସମ୍ମାନାର୍ଥେ କଏନ୍‌ ପ୍ରଚଳନ କରିବ ଇଂଲଣ୍ଡ

ଲଣ୍ଡନ: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଗୋଟାଏ ସ୍ମାରକୀ ଧାତବ ମୁଦ୍ରା ବା ‘କଏନ୍‌’ ପ୍ରକାଶ କରିବାକୁ ଇଂଲଣ୍ଡ ନିଷ୍ପତ୍ତି ନେଇଥିବା କଥା ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ସାଜିଦ୍‌ ଜାଓ୍ଵିଦ୍‌ କହିଛନ୍ତି।…
Read More...

ଆଜି ଭାରତ ଆସୁଛନ୍ତି ଜିନପିଙ୍ଗ; ସ୍ୱାଗତ ପାଇଁ ମହାବଳୀପୁରମ ପ୍ରସ୍ତୁତ

ମହାବଳୀପୁରମ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ଦକ୍ଷିଣ ଭାରତର ପ୍ରାଚୀନ ନଗର ମହାବଳୀପୁରମ (ମମଲ୍ଲାପୁରମ)ରେ ହେବାକୁ ଥିବା ମୋଦୀ-ଜିନପିଙ୍ଗଙ୍କ ସମ୍ମିଳନୀ ପୂର୍ବରୁ ସ୍ୱାଗତ…
Read More...

ନଜରବନ୍ଦୀରୁ ମୁକ୍ତ ହେଲେ ଜାମ୍ମୁ କାଶ୍ମୀରର ୩ ନେତା

ଶ୍ରୀନଗର :ଜାମ୍ମୁ କାଶ୍ମୀରରୁ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ କରି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହଟାଇବା ପରେ ବହୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା। ତେବେ ଆଜି ୩ ଜଣ ନେତାଙ୍କୁ ମୁକ୍ତ…
Read More...

ସାହିତ୍ୟ ନୋବେଲ ପୁରସ୍କାର: ୨୦୧୮ ପାଇଁ ପୋଲାଣ୍ଡର ଓଲଗା ଟୋକାରଜୁକ ଓ ୨୦୧୯ ପାଇଁ ଅଷ୍ଟ୍ରିଆର ପିଟର ହାଣ୍ଡକେ

ଷ୍ଟକହୋମ : ବର୍ଷ ୨୦୧୮ ଓ ବର୍ଷ ୨୦୧୯ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨୦୧୮ ପାଇଁ ପୋଲାଣ୍ଡର ଲେଖିକା ଓଲଗା ଟୋକାରଜୁକ ଓ ୨୦୧୯ ପାଇଁ ଅଷ୍ଟ୍ରିଆର ଲେଖକ ପିଟର ହାଣ୍ଡକେଙ୍କୁ ନୋବେଲ ପୁରସ୍କାର ପ୍ରଦାନ…
Read More...

ଫେରୁଛି ମୌସୁମୀ

ନୂଆଦିଲ୍ଲୀ: ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶର ସାଧାରଣ ମୌସୁମୀ ଋତୁ ଏଥର ୪୦ ଦିନ ବିଳମ୍ବ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ୧୯୪୦ ପରେ ମୌସୁମୀ ପ୍ରଥମ ଥର…
Read More...

ଇରାନରେ ମହିଳାଙ୍କୁ ମିଳିଲା ସ୍ୱାଧୀନତା; ଷ୍ଟାଡିୟମରେ ଦେଖିବେ ମ୍ୟାଚ

ତେହରାନ: ଋଢ଼ିବାଦୀ ଇସଲାମିକ ଦେଶ ଇରାନରେ ମହିଳାଙ୍କୁ ଷ୍ଟାଡିୟମରେ ବସି ଫୁଟବଲ ମ୍ୟାଚ ଦେଖିବାକୁ ଅନୁମତି ମିଳିଛି । ଏଥିପାଇଁ ମହିଳାଙ୍କୁ ୪୦ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡ଼ିଛି । ମାତ୍ର ଏବେ ବି କିଛି ମହିଳାଙ୍କୁ…
Read More...

ବନ୍ଦ ହେଲା ଦେଶର ପ୍ରମୁଖ ଖବରକାଗଜ ଡିଏନଏ

ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ହୋଇଛି ଦେଶର ପ୍ରମୁଖ ଓ ନିର୍ଭରଯୋଗ୍ୟ ଖବରକାଗଜ ଡିଏନଏ (Daily News and Analysis)। ଗତକାଲି ଥିଲା ଡିଏନଏର ଅନ୍ତିମ ସଂସ୍କରଣ। ଇଂରାଜୀରେ ପ୍ରକାଶ ପାଉଥିବା ଏହି ଖବରକାଗଜ ତାର ଅହମଦାବାଦ…
Read More...

ପଞ୍ଜାବରେ ପୁଣି ଉଡ଼ିଲା ପାକିସ୍ତାନୀ ଡ୍ରୋନ୍

ଚଣ୍ଡିଗଡ: ଚଳିତମାସରେ ତୃତୀୟ ଥର ପାଇଁ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ ମିଳିଛି। ଆଜି ସକାଳେ ଫିରୋଜପୁର ସୀମାରେ ପୁଣିଥରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଏକା ସାଙ୍ଗରେ ଉଡ଼ୁଥିବାରୁ ଦେଖିବାକୁ…
Read More...

ଏଥର ପର୍ଯ୍ୟଟକ ବୁଲିପାରିବେ କାଶ୍ମୀର

ନୂଆଦିଲ୍ଲୀ: ଆତଙ୍କବାଦଜନିତ ବିପଦ କାରଣରୁ ଜମ୍ମୁ ଓ କଶ୍ମୀର ଛାଡ଼ି ଚାଲିଯିବାକୁ ଜାରି ହୋଇଥିବା ନିଷେଧାଜ୍ଞାର ଦୁଇ ମାସ ପରେ ଗୁରୁବାର ଦିନ ପୁଣି ଏହି ଉପତ୍ୟକାକୁ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲା ଯାଇଛି।ଉପଦେଷ୍ଟା ଏବଂ…
Read More...

ଏୟାର ଫୋର୍ସର ସ୍ୱତନ୍ତ୍ର ବିମାନରେ ଯାତ୍ରା କରିବେ ମୋଦୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନ ଏୟାର ଇଣ୍ଡିଆ ପରିବର୍ତେ ଭାରତୀୟ ବାୟୁସେନାର ବିଶେଷ ବିମାନରେ ଗସ୍ତ କରିବେ । ଏହି ବିମାନ ଉପରେ କୌଣସୀ ମିସାଇଲର ପ୍ରଭାବ ପଡିବ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ…
Read More...

ମଙ୍ଗୋଲିଆର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତବର୍ଷ ସେପ୍ଟେମ୍ବର ମାସରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୬ ତାରିଖରୁ ଭାରତର ଉଚ୍ଚ ସରକାରୀ ଅଧିକାରୀ ତଥା ଏକ ବ୍ୟବସାୟିକ ପ୍ରତିନିଧି…
Read More...

ରସାୟନ ବିଜ୍ଞାନ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର

ଜେନେଭା: ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତବର୍ଷ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବେ। ଜନ୍‌ ବି ଗୁଡ୍‌ଏନଫ୍‌, ଏମ୍‌ ଷ୍ଟେନଲି ହ୍ୱିଟନ୍‌ଗାମ୍‌ ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍‌ ଆୟନ୍‌ ବ୍ୟାଟେରି…
Read More...

ପିଓକେରୁ ବିସ୍ତାପିତ ପରିବାରକୁ ୫.୫ ଲକ୍ଷ ଟଙ୍କାର ସାହାଯ୍ୟ

ନୂଆଦିଲ୍ଲୀ:ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ଅନେକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଭାରତ ସରକାର ପାକିସ୍ତାନ ଅଧିକୃତ କାଶ୍ମୀରରୁ ବିସ୍ତାପିତ ହୋଇଥିବା ପରିବାକୁ ସାହାଯ୍ୟ କରିବା ନେଇ ଘୋଷଣ କରିଛନ୍ତି । ସରକାର…
Read More...

ଦୀପାବଳି ଭେଟି; ୫ ପ୍ରତିଶତ ବଢିଲା ଡିଏ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର ନେଇ ଆସିଛନ୍ତି। ବୁଧବାର ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଡିଏ ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।…
Read More...