Browsing Category

National

ଚିଦାଙ୍କୁ ଗିରଫ କରିବାକୁ ଇଡିର ଆବେଦନ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିଛି। ଏହି ଘଟଣାରେ ଚିଦାଙ୍କ ବିରୋଧରେ ପ୍ରବର୍ତ୍ତନ…
Read More...

ଅର୍ଥନୀତିରେ ୩ଙ୍କୁ ନୋବେଲ: ତାଲିକାରେ ଜଣେ ଭାରତୀୟ

ଓସ୍ଲୋ:ଭାରତରେ ଜନ୍ମିତ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀ ଏସ୍ତର ଡଫ୍ଲୋଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ଏହି ବର୍ଗରେ ମାଇକେଲ କ୍ରେମରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।…
Read More...

ପ୍ରବାସୀ ବାଂଲାଦେଶୀ ନାଁରେ ଭାରତରେ ବିସ୍ତାର ଲାଭ କରୁଛି ଜମାତ-ଉଲ୍‌-ମୁଜାହିଦ୍ଦିନ ସନ୍ତ୍ରାସବାଦୀ ସଙ୍ଗଠନ

ନୂଆଦିଲ୍ଲୀ: ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ଜମାତ-ଉଲ୍‌-ମୁଜାହିଦୀନ ଭାରତରେ ତା’ର ଅଭିଯାନ ଅଞ୍ଚଳ ବିସ୍ତାର କରିଚାଲିଛି ଏବଂ ବିହାର, କର୍ଣ୍ଣାଟକ, କେରଳ ଏବଂ ମହାରାଷ୍ଟ୍ରରେ ସେମାନଙ୍କର ପ୍ରଭାବ ପରିଲକ୍ଷିତ ହେଲାଣ ବୋଲି…
Read More...

ସଡ଼କ ଦୁର୍ଘଟଣାରେ ୪ ଜାତୀୟ ସ୍ତରର ହକି ଖେଳାଳୀ ମୃତ, ୩ ଗୁରୁତର

ମଧ୍ୟ ପ୍ରଦେଶ:ମଧ୍ୟ ପ୍ରଦେଶର ହୋଶଂଗାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ କାର୍‌ ଗୋଟିଏ ଗଛରେ ପିଟି ହେବାରୁ ୪ ଜଣ ଜାତୀୟ ସ୍ତରର ହକି ଖେଳାଳୀ ପ୍ରାଣ ହରାଇଛନ୍ତି । ଏହା ସହିତ ତିନି ଜଣ ଗୁରୁତର ହୋଇଛନ୍ତି…
Read More...

ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦ: ଅଯୋଧ୍ୟାରେ ୧୪୪ ଧାରା ଲାଗୁ

ଅଯୋଧ୍ୟା:ଉତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ବିବାଦକୁ ନେଇ ଆସିବାକୁ ଥିବା ସମ୍ଭାବିତ ନିଷ୍ପତି ପୂର୍ବରୁ ୧୪୪ ଧାରା ଲାଗୁ କରାଯାଇଛି । ଜିଲ୍ଲାଧିକାରୀ ଅନୁଜ ଝା ଅଯୋଧ୍ୟାରେ ଧାରା ୧୪୪ ଲାଗୁ କରିଛନ୍ତି । ଯାହା…
Read More...

ଗ୍ୟାସ୍ ସିଲିଣ୍ଡ ଫାଟି ଭୁଶୁଡି ପଡ଼ିଲା ଦୁଇ ମହଲା କୋଠା; ୧୦ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମହମ୍ମଦାବାଦର ବଲିଦପୁର ଗାଁରେ ଆଜି ସକାଳେ ଗ୍ୟାସ୍‌ ସିଲିଣ୍ଡର ଫାଟି ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ…
Read More...

ଭାରତକୁ ୫ ଟ୍ରିଲିୟନ ୟୁଏଏସ ଡଲାର ଅର୍ଥନୀତି କରିବାରେ ତୈଳ ଓ ଗ୍ୟାସ୍ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ:…

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୩ ଅକ୍ଟୋବର - ଭାରତକୁ ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ଯୋଜନାରେ ଭାରତର ତୈଳ ଓ ଗ୍ୟାସ୍…
Read More...

ପ୍ରଧାନମନ୍ତ୍ରୀଙ୍କ ମାତାଙ୍କୁ ଭେଟିଲେ ରାଷ୍ଟ୍ରପତି ରାମନାଥ କେବିନ୍ଦ

ଅହମ୍ମଦାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ହୀରାବାଙ୍କୁ ତାଙ୍କର ଗାନ୍ଧୀନଗର ସ୍ଥିତ ବାସଭବନରେ ଭେଟିଛନ୍ତି। ସଂପ୍ରତି ଗତ ଶନିବାର ଠାରୁ ଏକ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ…
Read More...

ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସିବେ ନେଦରଲାଣ୍ଡ ରାଜ ଦମ୍ପତି

ନୂଆଦିଲ୍ଲୀ: ନେଦରଲାଣ୍ଡର ରାଜା ୱିଲିୟମ-ଆଲେକଜେଣ୍ଡର ଏବଂ ରାଣୀ ମୌକ୍ସିମା ନିଜର ପାଞ୍ଚ ଦିନିଆ ଭାରତର ଗସ୍ତ ରବିବାର ଦିନ ଆରମ୍ଭ କରିବେ । ୧୪ରୁ ୧୮ ଅକ୍ଟୋବର ଏହି ଗସ୍ତରେ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ…
Read More...

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର:ପାକିସ୍ତାନ ନିଜର ହରକତରୁ କଦାପି ବାହାରକୁ ଆସିବ ନାହିଁ । ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଶନିବାର ରାତି ସାରା ପାକିସ୍ତାନ ସେନା ଭାରତୀୟ ସୀମାକୁ ଗୁଳି ଚାଳନା କରିଛନ୍ତି । ଏ ନେଇ ବର୍ଡର…
Read More...

ମୁମ୍ବାଇରେ ଅଗ୍ନିକାଣ୍ଡ

ମୁମ୍ବାଇ:ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପୁଣି ଏକ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ତେବେ ଏଥରୁ ସମସ୍ତଙ୍କ ନିରାପଦଭାବେ ଉଦ୍ଧାର କରାଯାଇଛି। ଏପରିକି ବିଶେଷ କିଛି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି।…
Read More...

ଶ୍ରୀନଗରରେ ପ୍ରଚଳନ ହେବ ଟେଲିମେଡିସିନ୍‌ ସେବା

ଶ୍ରୀନଗର: ଶ୍ରୀନଗରେ ଟେଲିମେଡିସିନ୍‌ ସେବା ପ୍ରଚଳନ କରିବାକୁ ସମ୍ପୃକ୍ତ ସେବା ପ୍ରଦାନକାରୀ ଏଜେନ୍‌ସିଙ୍କ ସହ ଆଲୋଚନା ଚାଲିଥିବା କଥା ଶନିବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ କହିଛି। ଟେଲିମେଡିସିନ୍‌ ସେବା ପ୍ରଚଳନ…
Read More...

ପଂଜାବରେ ବଡ଼ ଆକ୍ରମଣ ଆଶଙ୍କା : ୫୦୦୦ରୁ ଅଧିକ ପୁଲିସ ମୁତୟନ

ପଂଜାବ : ପଂଜାବରୁ ଘନ ଘନ ପାକିସ୍ତାନୀ ଡ୍ରୋନ୍‌ ଚିହ୍ନଟ ହେବାପରେ ଏବଂ ଆତଙ୍କବାଦୀଙ୍କ ନିକଟରେ ପାକିସ୍ତାନୀ ଡ୍ରୋନ୍‌ ଦ୍ବାରା ଅସ୍ତ୍ର ପହଞ୍ଚୁଛି ବୋଲି ଜଣାପଡ଼ିବାପରେ ପଂଜାବରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଅଛି ବୋଲି…
Read More...

ସାମୁଦ୍ରିକ ଝଡ଼ ‘ହଗିବିସ୍‌’ର ତାଣ୍ଡବ: ୧୧ ମୃତ, ୧୭ ନିଖୋଜ

ଟୋକିଓ: ଜାପାନରେ ସାମୁଦ୍ରିକ ଝଡ଼ ‘ହଗିବିସ୍’ ତାଣ୍ଡବ ରଚାଇଛି। ଏହି  ଝଡ଼ ଟୋକିଓର ଇଜୁ ଦ୍ୱୀପରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି।  ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି। …
Read More...