Browsing Category
National
ନେପାଳ ଅଭିମୁଖେ ଜିନ୍ପିଙ୍ଗଙ୍କ ଗସ୍ତ
ମହାବଳୀପୁରମ୍:ଦୁଇ ଦିନିଆ ଭାରତ ଗସ୍ତରେ ଥିବା ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟାର ଆଲୋଚନା ହୋଇଛି । ଏହା ପରେ ଜିନ୍ପିଙ୍ଗ ନେପାଳ ଅଭିମୁଖେ ଗସ୍ତ!-->…
Read More...
Read More...
ଜିନପିଙ୍ଗଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଲେ ମୋଦି
ଚେନ୍ନାଇ: ଦୁଇ ଦିନିଆ ଅନୌପଚାରିକ ଆଲୋଚନା ପାଇଁ ଚେନ୍ନାଇ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟାହ୍ଣ ଭୋଜନରେ ଆପାୟିତ କରିଛନ୍ତି। ତେବେ ମଧ୍ୟାହ୍ଣ ଭୋଜନ ଦେବା!-->…
Read More...
Read More...
‘ଦୁଇ ଦେଶର ମତଭେଦ ଆଗାମୀ ଦିନରେ ବିବାଦ ହେବନି’
ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଆଗାମୀ ଦିନରେ ବିବାଦ ବୋଲି ବୁଝିବେ ନାହିଁ ଭାରତ ଏବଂ ଚାଇନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା!-->…
Read More...
Read More...
ମହାବଳୀପୁରମରେ ଜିନପିଙ୍ଗ୍
ଚେନ୍ନାଇ : ତାମିଲନାଡୁର ଐତିହାସିକ ସହର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭବ୍ୟ ସ୍ଵାଗତ କରାଯାଇଛି। ଏହି ଦୁଇ ପ୍ରମୁଖ ନେତା ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ!-->…
Read More...
Read More...
ଚୀନ ନାଗରିକଙ୍କ ପାଇଁ କୋହଳ ହେଲା ଇ-ଭିସା
ନୂଆଦିଲ୍ଲୀ:ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଯାତ୍ରା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଅନଔପଚାରିକ ଶିଖର ସମ୍ମିଳନୀ ମଧ୍ୟରେ ଭାରତ ତରଫରୁ ଚୀନ ନାଗରିକଙ୍କ ଭିସା ନିୟମରେ କୋହଳ କରିବାକୁ ଘୋଷଣା!-->…
Read More...
Read More...
ମହାବଳୀପୁରମ୍ ସମୁଦ୍ର ବେଳାଭୂମି ସଫା କଲେ ମୋଦୀ
ମହାବଳୀପୁରମ:ମୋଦୀ ମହାବଳୀପୁରମ୍ ସମୁଦ୍ର ବେଳାଭୂମିରେ ସଫା କରିଛନ୍ତି । ନିଜେ ଅଳିଆ ଆବର୍ଜନା ଉଠାଇଛନ୍ତି । ପ୍ରାୟ 30 ମିନିଟ୍ ଧରି ସେ ସଫେଇ କରିଥିଲେ । ସେ ରହୁଥିବା ହୋଟେଲ୍ କର୍ମଚାରୀ ଜୟରାଜଙ୍କୁ ସମସ୍ତ ଅଳିଆକୁ!-->…
Read More...
Read More...
ଗୋଟିଏ ଦିନ ପାଇଁ ବ୍ରିଟିଶ ଉପ-ଉଚ୍ଚାୟୁକ୍ତ ହେଲେ ବାଙ୍ଗାଲୋରର ସାମ୍ବାଦିକତା ଛାତ୍ରୀ
ବାଙ୍ଗାଲୋର:ବାଙ୍ଗାଲୋରର ଜଣେ ସାମ୍ବାଦିକତା ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ବ୍ରିଟିଶ ଉପ-ଉଚ୍ଚାୟୁକ୍ତ ହେବା ପାଇଁ ସୁଯୋଗ ମିଳିଛି । ଅନ୍ତରାଷ୍ଟ୍ରୀୟ ବାଳିକା ଦିବସରେ ମିଳିଥିବା ଏହି ଦୁର୍ଲଭ ଅବସରରେ ୨୪ ବର୍ଷିୟା ବାଳିକା!-->…
Read More...
Read More...
ନୋବେଲ ଶାନ୍ତି ପୁରସ୍କାର ପାଇବେ ଇଥିଓପିଆ ପ୍ରଧାନମନ୍ତ୍ରୀ
ଷ୍ଟକହୋମ : ଆଜି ବର୍ଷ ୨୦୧୯ ପାଇଁ ବିଶ୍ୱର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମଦ ଏହି ପୁରସ୍କାର ପାଇବେ । ଇଥିଓପିଆର ପଡୋଶୀ ଦେଶ ଏରିଟ୍ରି ସହିତ ଶାନ୍ତି!-->…
Read More...
Read More...
ଚେନ୍ନାଇ ପହଞ୍ଚିଲେ ଚୀନ ରାଷ୍ଟ୍ରପତି
ଚେନ୍ନାଇ :ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୁଇ ଦିବସୀୟ ଗସ୍ତ ଆଜିଠାରୁ ଆରମ୍ଭ ହେଉଛି । ଏହାରି ମଧ୍ୟରେ ଚୀନ ରାଷ୍ଟ୍ରମୁଖ୍ୟ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଆଉ କିଛି ସମୟରେ ସେ ମହାବଳିପୁରମ ଆଭିମୁଖେ!-->…
Read More...
Read More...
ଫୋବର୍ସ ଧନୀ ତାଲିକା: ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ:ଫୋବର୍ସ ଇଣ୍ଡିଆ ପକ୍ଷରୁ ଦେଶର ସବୁଠାରୁ ଧନୀଶାଳୀ ୧୦୦ଜଣ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପୁଣି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । !-->!-->!-->…
Read More...
Read More...
କଂଗ୍ରେସ ନେତାଙ୍କ ଘରୁ ୪ କୋଟିରୁ ଅଧିକ ଟଙ୍କା ଜବତ କଲା ଆଇଟି ଡିପାର୍ଟମେଣ୍ଟ
ବେଙ୍ଗାଲୁରୁ: ବଢ଼ିଲା କର୍ଣ୍ଣାଟକ କଂଗ୍ରେସର ଆଉ ଜଣେ ନେତାଙ୍କ ଅଡ଼ୁଆ। ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଓ ତାଙ୍କ ସହଯୋଗୀଙ୍କ ଘରେ ଗତକାଲି ଇନକମ୍ ଟ୍ୟାକ୍ସ(ଆଇଟି)!-->…
Read More...
Read More...
ଚେନ୍ନାଇରେ ପହଁଚିଲେ ମୋଦୀ, ସି ଜିନପିଙ୍ଗଙ୍କୁ ସ୍ଵାଗତ କରିବାକୁ ପ୍ରସ୍ତୁତ ମହାବଳୀପୁରମ୍
ଚେନ୍ନାଇ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବହୁ ମହତ୍ଵପୂର୍ଣ୍ଣ ବୈଠକ ହେବ। ଏଥିପାଇଁ ଆଜି ସକାଳ ୧୧ଟାରେ ମୋଦୀ ଚେନ୍ନାଇରେ ପହଁଚିଛନ୍ତି। ସେହି ସମୟରେ ସି ଜିନପିଙ୍ଗ୍!-->…
Read More...
Read More...
ଆରପାରିରେ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦରୀ ଗୋପାଳନାଥ
ମଙ୍ଗଲୁରୁ :ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଏବଂ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦରୀ ଗୋପାଳନାଥଙ୍କର ଆଜି ସକାଳେ ମଙ୍ଗଲୁରୁରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ୬୯ ବର୍ଷରେ ତାଙ୍କର ପରଲୋକ ଘଟିଛି। ସେ କେନ୍ଦ୍ର ସଙ୍ଗୀତ!-->…
Read More...
Read More...
ଶୋଇଥିବା ବେଳେ ୭ ଜଣଙ୍କ ଉପରେ ମାଡ଼ିଗଲା ବସ୍
ବୁଲନ୍ଦସହର: ରାସ୍ତା କଡ଼ରେ ଶୋଇଥିବା ବେଳେ ବସ୍ ମାଡ଼ି ଯିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ବୁଲନ୍ଦ ସହର ଜିଲ୍ଲାର ଗଙ୍ଗାଘାଟରେ ଆଜି ସକାଳେ ଘଟିଛି ଏହି ଅଭାବନୀୟ ଘଟଣା।ମୃତକଙ୍କ ମଧ୍ୟରେ ୪ ଜଣ!-->!-->!-->…
Read More...
Read More...
