Browsing Category

National

ତେଲେଙ୍ଗାନା ଭିକାରାବାଦରେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ସୁଲତାନପୁର:ତେଲେଙ୍ଗାନାର ଭିକାରାବାଦ ଜିଲ୍ଲାର ସୁଲତାନପୁର ଗ୍ରାମରେ ଟ୍ରେନିଂ ସମୟରେ ଏକ ବିମାନ କ୍ରାଶ ହୋଇଯାଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ…
Read More...

ଏମ୍ସ ଗଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ନୂଆଦିଲ୍ଲୀର ଏମ୍ସ ନିଆଯାଇଛି। ତାଙ୍କ ପେଟରେ ଯନ୍ତ୍ରଣା ହେବାନେଇ ସେ ସୂଚନା ଦେବାପରେ ତାଙ୍କୁ ଏମ୍ସ ପଠାଯାଇଛି। ତାଙ୍କର…
Read More...

ଆଜି ନ୍ୟାସନାଲ କନଫ୍ରେନ୍ସର ୧୫ ଜଣିଆ ଟିମ ଫାରୁକ-ଉମରଙ୍କୁ ଭେଟିବେ

ନୂଆଦିଲ୍ଲୀ: ନ୍ୟାସନାଲ କନଫ୍ରେନ୍ସର ଏକ ଟିମ ନିଜର ପାର୍ଟି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଓ ଉପାଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କୁ ରବିବାର ଭେଟିବେ । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

ପାଞ୍ଚ ଦିନ ପର୍ଯ୍ୟନ୍ତ ମନ୍ଦିରରୁ ଉତ୍ତର ପ୍ରଦେଶର ସରକାର ଚଳାଇବେ ଯୋଗୀ ଆଦିତ୍ୟନାଥ

ଗୋରଖପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସରକାରକୁ ଆଗାମୀ ପାଞ୍ଚ ଦିନ ଯାଏଁ ଗୋରଖନାଥ ମନ୍ଦିରରୁ ପରିଚାଳନା କରିବେ । ଯୋଗୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଗୋରଖପୁରସ୍ଥିତ ଗୋରଖନାଥ…
Read More...

ଭାରତ-ବାଙ୍ଗଲାଦେଶ ମଧ୍ୟରେ ୭ ଚୁକ୍ତି ସ୍ଵାକ୍ଷର

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସାକ୍ଷାତକାର ପରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ୭ଟି ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଦୁଇ ସମକକ୍ଷ ନେତା ବାଙ୍ଗଲାଦେଶରୁ…
Read More...

ଅମ୍ବାଲାରେ ପାଚେରି ଭାଙ୍ଗିପଡ଼ିବାରୁ ୫ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଅମ୍ବାଲା କ୍ୟାଣ୍ଟନ୍‌ମେଣ୍ଟ୍‌ରେ ଗୋଟାଏ ପାଚେରି ଭାଙ୍ଗିପଡ଼ିବାରୁ ତିନି ଜଣ ପିଲାଙ୍କ ସମେତ ଅନ୍ୟୂନ ପାଞ୍ଚଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପାଚେରିର ଭଗ୍ନାଂଶ ଭିତରେ ଲୋକେ ପୋତି…
Read More...

ବନ୍ୟା ପାଇଁ ଅଗ୍ରୀମ ସହାୟତା: ବିହାର-କର୍ଣ୍ଣାଟକକୁ ୧୮୧୩ କୋଟି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିହାର ଓ କର୍ଣ୍ଣାଟକ ବନ୍ୟା ବିପନ୍ନଙ୍କ ପାଇଁ ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି । ଦୁଇ ରାଜ୍ୟ ପାଇଁ ମୋଟ ୧୮୧୩.୭୫ କୋଟିର ଅଗ୍ରୀମ ସହାୟତା ରାଶିକୁ ମଞ୍ଜୁରୀ ଦେଇଛନ୍ତି ।ବିହାର…
Read More...

ଆଜି ମୋଦୀଙ୍କୁ ଭେଟିବେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶନିବାର ତାଙ୍କର ବାଂଲାଦେଶୀ ସମକକ୍ଷ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ୪ ଦିନିଆ ଗସ୍ତର ତୃତୀୟ ଦିନରେ ଶନିବାର ମୋଦୀଙ୍କୁ ଭେଟି…
Read More...

ଉତ୍ତରାଖଣ୍ଡ ପଂଚାୟତ ନିର୍ବାଚନ: ୧ମ ପର୍ଯ୍ୟାୟ ମତଦାନ ଜାରି

ଡେରାଡୁନ: ଉତ୍ତରାଖଣ୍ଡ ପଂଚାୟତ ନିର୍ବାଚନ ପାଇଁ ଶନିବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ୩୦ଟି ବ୍ଲକରେ ମତଦାନ ଗ୍ରହଣ କରାଯାଉଛି । ଏଥି ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନ…
Read More...

ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌ର ପ୍ରମୋ ଭିଡିଓ ରିଲିଜ୍‌ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଏୟାର୍‌ଷ୍ଟ୍ରାଇକ ଆଧାରିତ ଏକ  ପ୍ରମୋସ୍‌ନାଲ୍‌ ଭିଡିଓ ରିଲିଜ୍‌ କରିଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନା…
Read More...

ବିହାର ବନ୍ୟା: ନୀତିଶଙ୍କୁ ଫୋନ କଲେ ନବୀନ, ସହାୟତାର ହାତ ବଢାଇଲେ

ହାଇଦ୍ରାବାଦ: ପାଟନାରେ ବର୍ଷା ଓ ବନ୍ୟା ବିତ୍ପାତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ମୃତ୍ୟୁ ସଂଖ୍ୟା ୭୩ ଟପିଲାଣି । ଏପରିସ୍ଥଳେ ବିହାରକୁ ସହାୟତାର ହାତ ବଢାଇଛନ୍ତି ଓଡିଶା ସରକାର । ବିହାର ମୁଖ୍ୟମନ୍ତ୍ରୀଙ୍କ ସହ…
Read More...

ରାଜ୍ୟସଭା ଉପନିର୍ବାଚନ: ୟୁପିରୁ ସୁଧାଂଶୁ ତ୍ରିବେଦୀ, ବିହାରରୁ ସତୀଶ ଦୁବେ ବିଜେପି ପ୍ରାର୍ଥୀ

ଲକ୍ଷ୍ନୌ: ବିଜେପି ଦୁଇଟି ରାଜ୍ୟସଭା ଆସନ ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘାଷଣା କରିଛି । ଗୁରୁବାର ବିଜେପି ରାଷ୍ଟ୍ରୀୟ କାର‌୍ୟ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଜଣଙ୍କ ନାମ ଘୋଷଣା କରିଛନ୍ତି । ଏଥିରେ ବିଜେପି…
Read More...

ଶୀନା ବୋରା ହତ୍ୟା ମାମଲାର ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ-ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶୀନା ବୋରା ହତ୍ୟା ମାମଲାରେ ଜେଲରେ ବନ୍ଦୀ ଥିବା ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ମୁମ୍ୱାଇର ଏକ ପାରିବାରିକ କୋର୍ଟ ଗତକାଲି…
Read More...

ତେଜସ୍‌ ଏକ୍ସ୍‍ପ୍ରେସ୍‌ର ଉଦ୍‌ଘାଟନ କଲେ ଯୋଗୀ ଆଦିତ୍ୟ ନାଥ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଲକ୍ଷ୍ନୌ ଓ ନୂଆଦିଲ୍ଲୀ ରାସ୍ତାରେ ଚଳାଚଳ ନିମନ୍ତେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତର ପ୍ରଥମ ଘରୋଇ ଆଂଶିକ ଦ୍ରୁତଗାମୀ ଟ୍ରେନ୍‌ ‘ତେଜସ୍‌ ଏକ୍ସ୍‍ପ୍ରେସ୍‌’ର ଶୁଭ…
Read More...