Browsing Category
National
ଆଜିଠାରୁ ସାରା ଦେଶରେ ବନ୍ଦ ହେଲାନି ପ୍ଲାଷ୍ଟିକ
ନୂଆଦିଲ୍ଲୀ : ଆଜି ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀରେ ସାରା ଦେଶରେ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ନିଷିଦ୍ଧ କରିବା ଲାଗି କେନ୍ଦ୍ର ସରକାର କରୁଥିବା ଯୋଜନାକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି । ଦେଶରେ ଏବେ!-->…
Read More...
Read More...
ଆସନ୍ତା ସପ୍ତାହରେ ଭାରତ ଆସିବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ
ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଚେନ୍ନାଇ ନିକଟରେ ଥିବା ମହାବଳିପୁରମ ଗସ୍ତ କରିବେ । ସେଠାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିତୀୟଥର ପାଇଁ!-->…
Read More...
Read More...
ଜୟନ୍ତୀ ଅବସରରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦ
ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଅବସରରେ ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟସ୍ଥିତ ସମାଧିସ୍ଥଳରେ ପହଞ୍ଚି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ଏହା ପୂର୍ବରୁ ଟୁଇଟ୍!-->!-->!-->…
Read More...
Read More...
ଆଜି ବାପୁଜୀଙ୍କ ୧୫୦ତମ ଜୟନ୍ତୀ: ସାବରମତୀରେ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଜାତିର ପିତା ମହତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଶ୍ରଦ୍ଧାଞ୍ଜଳି ଦେବାକୁ ସାବରମତୀ ଗସ୍ତ କରିବେ । ନିଜର ଗୃହ ରାଜ୍ୟରେ ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ!-->…
Read More...
Read More...
ଧାରା ୩୭୦ ଉଚ୍ଛେଦ: ନଭେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ :ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ଦାଖଲ ହୋଇଥିବା ସମସ୍ତ ଯାଚିକାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଧାରା ୩୭୦ ଉଚ୍ଛେଦକୁ ନେଇ ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଜବାବ ରଖିବାକୁ!-->…
Read More...
Read More...
ଆଇପିଏସ୍ ରାଜୀବ କୁମାରଙ୍କୁ ଆଗୁଆ ଜାମିନ
କୋଲକାତା: ସାରଦା ଚିଟ୍ଫଣ୍ଡ ମାମଲାରେ ଫସିଥିବା ପୂର୍ବତନ କୋଲକାତା ପୁଲିସ୍ କମିଶନର ଆଇପିଏସ୍ ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି!-->…
Read More...
Read More...
ଏସ୍ସି-ଏସ୍ଟି ଆକ୍ଟ ଉପରେ ନିଷ୍ପତ୍ତି ବଦଳାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଏସସି-ଏସଟି ଆକ୍ଟ ମାମଲାରେ କେନ୍ଦ୍ର ସରକାରଙ୍କ ପୁନର୍ବିଚାର ଯାଚିକାକୁ ସ୍ୱୀକାର କରି ସୁପ୍ରିମକୋର୍ଟ ନିଜର ପୁରୁଣା ନିଷ୍ପତ୍ତିକୁ ବଦଳାଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ମାର୍ଚ୍ଚ ୨୦ ତାରିଖରେ ନିଜ!-->…
Read More...
Read More...
ଆଜିଠାରୁ ସୁପ୍ରିମକୋର୍ଟରେ ଧାରା ୩୭୦ର ଶୁଣାଣି
ନୂଆଦିଲ୍ଲୀ: ଆଜି ଧାରା ୩୭୦ ଉଚ୍ଛେଦ ମାମଲାର ହେବ ଶୁଣାଣି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଶୁଣାଣି କରିବେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଧାରା ଉଚ୍ଛେଦ ବିରୋଧରେ ମାମଲା ଦାୟର କରିଥିଲେ ନ୍ୟାସନାଲ କନଫରେନ୍ସ!-->…
Read More...
Read More...
ଗୁଜରାଟରେ ବସ୍ ଓଲଟି ୨୧ ମୃତ
ଗୁଜରାଟ: ଉତ୍ତର ଗୁଜରାଟର ବନାସକାଣ୍ଠା ଅନ୍ତର୍ଗତ ତ୍ରିଶୂଳିଆ ଘାଟିରୁ ଏକ ବସ୍ ତଳକୁ ଖସିପଡ଼ିବା ଫଳରେ ୨୧ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ପାଖାପାଖି ୫୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବସ୍!-->…
Read More...
Read More...
ଜାତିସଂଘ ରାଷ୍ଟ୍ରଦୂତଙ୍କୁ ବଦଳାଇଲା ପାକିସ୍ତାନ
ୱାଶିଂଟନ୍: ଜାତିସଂଘରେ ଥିବା ପାକିସ୍ତାନର ସ୍ଥାୟୀ ସଦସ୍ୟ ମାହେଲା ଲୋଧିଙ୍କୁ ଇମ୍ରାନ୍ ଖାନ୍ ସରକାର ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଜାତିସଂଘର ସାଧାରଣ!-->…
Read More...
Read More...
ପେନସନ୍ ନେବେନି ଜେଟଲୀ ପରିବାର, କର୍ମଚାରୀଙ୍କୁ ବାଣ୍ଟିଦେବାକୁ କଲେ ନିବେଦନ
ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପତ୍ନୀ ତାଙ୍କ ପତିଙ୍କୁ ମିଳିବାକୁ ଥିବା ପେନସନ୍ ରାଶି ନେବାକୁ ମନା କରିଦେଇଛନ୍ତି। ଏଥିପାଇଁ ତାଙ୍କ ପତ୍ନୀ ରାଜ୍ୟସଭାର ଉପସଭାପତି ଏମ୍ ଭେଙ୍କେୟା ନାଇଡୁଙ୍କୁ ଏକ ପତ୍ର!-->…
Read More...
Read More...
ବିହାର ବନ୍ୟା: ୩ ଦିନ ପରେ ଉଦ୍ଧାର ହେଲେ ଉପମୁଖ୍ୟମନ୍ତ୍ରୀ ଓ ପରିବାର
ପାଟ୍ନା: ଲଗାଣ ବର୍ଷା ଯୋଗୁ ବିହାର ରାଜଧାନୀ ପାଟନ୍ରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଓ ତାଙ୍କ ପରିବାର ଲୋକଙ୍କୁ ୩ ଦିନ ପରେ ଉଦ୍ଧାର କରାଯାଇଛି। ସେ ରହୁଥିବା ଅଞ୍ଚଳରେ ପାଣି ଜମି!-->…
Read More...
Read More...
ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଜେଲରେ ବନ୍ଦୀ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ଵସ୍ତି ମିଳିନାହିଁ। ସୋମବାର ହାଇକୋର୍ଟ ପୂର୍ବତନ!-->…
Read More...
Read More...
ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ୪ ଓଡ଼ିଆ
ନୂଆଦିଲ୍ଲୀ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସ ପକ୍ଷରୁ ପ୍ରକାଶିତ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ।!-->…
Read More...
Read More...
