Browsing Category

National

ମହାନନ୍ଦା ନଦୀରେ ଡଙ୍ଗା ବୁଡ଼ି ୭ ମୃତ; ୫୦ ନିଖୋଜ

ମାଲଦା: ବିହାରର କଟିହାର ଅଂଚଳରେ ଗୁରୁବାର ରାତି ମହାନନ୍ଦା ନଦୀରେ ଡଙ୍ଗା ବୁଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଲୋକ ନିଖୋଜ ଅଛନ୍ତି । ଏହି ଦୁର୍ଘଟଣାରେ ୨୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗାରେ ୫୦ରୁ…
Read More...

ଦଶହରାରେ ଚଣ୍ଡିଗଡ଼ରେ ଦାହ ହେବ ୨୨୧ ଫୁଟ ଉଚ୍ଚ ରାବଣର କୁଶପୁତ୍ତଳିକା

ନୂଆଦିଲ୍ଲୀ: ଶାରଦୀୟ ନବରାତ୍ରୀ ଶୁକ୍ରବାର ୬ଷ୍ଠ ଦିନରେ ପଦାର୍ପଣ କରିଛି । ଦେଶର ଚାରି ପ୍ରାନ୍ତରେ ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ଆୟୋଜନ ଚାଲିଛି । ମା’ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ଦଶହାର ଅକ୍ଟୋବର ୮ରେ ପାଳନ ହେବ । ଏଥି…
Read More...

ଦିଲ୍ଲୀରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୁବପୀଢ଼ି ପାଇଁ ଗୁରୁବାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଣ୍ଡକାଠାରେ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସେ ଘୋଷଣା କରିଛନ୍ତି । ଏହି…
Read More...

ପାର୍ବଣ ଋତୁରେ କେନ୍ଦ୍ର ସରକାରଙ୍କ ଉପହାର

ନୂଆଦିଲ୍ଲୀ: ପାର୍ବଣ ଋତୁରେ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାର ବଡ଼ ଉପହାର ଦେଇଛନ୍ତି। ଗୃହ ନିର୍ମାଣ କ୍ଷେତ୍ରର ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ସରକାର ହାଉସ ବିଲ୍ଡିଂ ଆଡଭାନ୍ସ(ଏଚବିଏ) ଅର୍ଥାତ ଘର ନିର୍ମାଣ ପାଇଁ…
Read More...

ଜେଲରେ ଥିବା ଅଣ୍ଡରୱାର୍ଲଡ ଡନ ଛୋଟା ରାଜନର ଭାଇଙ୍କୁ ଏହି ଦଳ ଦେଲା ଟିକେଟ

ମୁମ୍ୱାଇ:ରାଜନୀତି  ଏବଂ ଅଣ୍ଡରୱାର୍ଲଡ ମଧ୍ୟରେ ସର୍ବଦା ଏକ ଭିନ୍ନ ପ୍ରକାରର ମାହୋଲ ରହିଛି । ଏନଡିଏର ସହଯୋଗୀ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ(ଏ) ପଶ୍ଚିମ ମହାରାଷ୍ଟ୍ରର ଫଲଟଣ ବିଧାନସଭା ଆସନରେ ଜେଲରେ ବନ୍ଦ ଥିବା…
Read More...

ପୁଣି ନିରାଶ ହେଲେ ଚିଦମ୍ବରମ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇ ଦିଲ୍ଲୀର ତିହାର ଜେଲରେ ଥିବା ପୂର୍ବଚନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ହାଜତ ମିଆଦକୁ ଆଉ ୧୪…
Read More...

କର୍ତ୍ତାରପୁର କରିଡର ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ପାକିସ୍ତାନ ଯିବେ ମନମୋହନ ସିଂ

ନୂଆଦିଲ୍ଲୀ : ବହୁ କଳ୍ପନାଜଳ୍ପନା ପରେ ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଶିଖମାନଙ୍କର ତୀର୍ଥ କ୍ଷେତ୍ର କର୍ତ୍ତାରପୁର କରିଡରର ଉଦଘାଟନ ସମାରୋହକୁ ଯିବାକୁ ରାଜି ହୋଇଛନ୍ତି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେ…
Read More...

ଦିଲ୍ଲୀ ସମେତ ୩୦ ଏୟାରପୋର୍ଟରେ ହାଇଆଲର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନେବାକୁ ଏବେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ପଣ କରିଛି। ଏଥିପାଇଁ ସଂଗଠନ ପକ୍ଷରୁ ଭାରତକୁ ଧମକ ଦିଆଯାଇଛି। ବିଶେଷ କରି ଦେଶର ବିଭିନ୍ନ…
Read More...

ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ

ଚିକାଗୋ:ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସି ଜଳବାୟୂ ପରିବର୍ତନ ବିରୋଧରେ ଚାଲିଥିବା ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ମୋଦୀ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି…
Read More...

ନଦୀକୁ ଖସଲା ଯାତ୍ରୀବାହୀ ବସ; ୬ ମୃତ, ୧୯ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶରେ ବୁଧବାର ରାତି ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ଯାତ୍ରୀବାହୀ ବସ ନଦୀକୁ ଖସିପଡ଼ିବାରୁ ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…
Read More...

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଘରୁ ଚୋରି

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ଶ୍ରୀ ଗୋଏଲଙ୍କ ଘରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦସ୍ତାବିଜ୍‌ର ତଥ୍ୟ ମଧ୍ୟ ଲିକ୍‌ ହୋଇଥିବା ଆଶଙ୍କା…
Read More...

ସ୍ୱଚ୍ଛତା ସର୍ଭେର ଶ୍ରେଷ୍ଠ ୧୦ ତାଲିକାରେ ରାଜସ୍ଥାନର ୬ଟି ଷ୍ଟେସନ

ନୂଆଦିଲ୍ଲୀ: ରେଳବାଇର ସ୍ୱଚ୍ଛତା ସର୍ଭେରେ ରାଜସ୍ଥାନର ୬ଟି ଷ୍ଟେସନ ଶ୍ରେଷ୍ଠ ୧୦ ତାଲିକାରେ ସାମିଲ ହୋଇପାରିଛି । ଏଥିରୁ ରାଜଧାନୀ ଜୟପୁର ଅନ୍ତର୍ଗତ ୩ଟି ଷ୍ଟେସନ ଯୋଡ଼ିହୋଇଛି । ରାଜସ୍ଥାନର ୬ଟି ଷ୍ଟେସନ ହେଲା ଜୟପୁର,…
Read More...

ଶୁଭାରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପିତ କରିଛନ୍ତି। ଏହି ସେମି ହାଇସ୍ପିଡ୍‌ ଟ୍ରେନ୍‌ଟି ଦିଲ୍ଲୀରୁ ଜମ୍ମୁ-କଶ୍ମୀର କଠରା ମଧ୍ୟରେ ଯାତାୟାତ କରିବ। ଆଜି…
Read More...

ଆମେରିକାର ଖବର କାଗଜରେ ସ୍ତମ୍ଭ ଲେଖିଲେ ପିଏମ ମୋଦୀ

ନୂଆଦିଲ୍ଲୀ:ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସାରା ଦେଶ-ଦୁନିଆରେ ବାପୁଙ୍କୁ ସ୍ମରଣ କରାଯାଉଛି । ଏହି ଅବସରରେ ପିଏମ ମୋଦୀ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇବା ସହ ଆମେରିକାର ଖବର…
Read More...