Browsing Category

National

ଖୋଲିବ ଆର୍‌ଏସ୍‌ଏସ୍‌ର ଆର୍ମି ସ୍କୁଲ

ନୂଆଦିଲ୍ଲୀ .- ଆସନ୍ତା ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ନୂଆ ଆର୍ମି ସ୍କୁଲ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ସେନାରେ ଭର୍ତ୍ତି ପାଇଁ ତାଲିମ ଦିଆଯିବ । ଏହି…
Read More...

ଡିସ୍‌କଭରି ଚ୍ୟାନେଲର ‘ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଡିସ୍‌କଭରି ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବ। ଆଜି ‘ମ୍ୟାନ୍ ଭର୍ସେସ ୱାଇଲଡ୍ ’ କାର୍ଯ୍ୟକ୍ରମର ଉପସ୍ଥାପକ ବେୟର…
Read More...

ପ୍ରକାଶ ପାଇଲା ବାଘଙ୍କ ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସାରା ବିଶ୍ୱରେ ଭାରତ ବାଘମାନଙ୍କ ପାଇଁ ସୁରକ୍ଷିତ ଆଶ୍ରୟ ସ୍ଥଳୀ। ଏବେ ଭାରତରେ ବାଘଙ୍କ ସଂଖ୍ୟା ତିନି ହଜାର ଥିବା ସୂଚନା ମିଳିଛି। ଆଜି ନୂଆଦିଲ୍ଲୀରେ…
Read More...

ଶୁକ୍ରବାର ବିଜୟ ମାଲ୍ୟାଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଜର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଆବେଦନର ଶୁଣାଣି ପାଇଁ କୋର୍ଟ ରାଜି ହୋଇଛନ୍ତି।…
Read More...

ଇସ୍ତଫା ଦେଲେ କର୍ଣ୍ଣାଟକ ବାଚସ୍ପତି ରମେଶ କୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକ ବାଚସ୍ପତି କେ ଆର ରମେଶ କୁମାର ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ଆଜି ଆସ୍ଥା ଭୋଟ୍ ଜିତିବା ପରେ ସେ ଇସ୍ତଫା ଦେଇଥିଲେ।‘ମୁଁ ମୋ ପଦବୀରୁ ଇସ୍ତଫା…
Read More...

ଇସ୍ରାଏଲ ନିର୍ବାଚନରେ ବେଞ୍ଜାମିନ୍ ନିତ୍ୟାନହୁଙ୍କ ସହ ମୋଦିଙ୍କ ବ୍ୟାନର

ଇସ୍ରାଏଲ: ୧୭ ସେପ୍ଚେମ୍ୱରରେ ଇସ୍ରାଏଲରେ ମଧ୍ୟବର୍ତ୍ତୀ ନିର୍ବାଚନ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ନିର୍ବାଚନୀ ବିଜ୍ଞାପନ…
Read More...

ପ୍ରବଳ ବର୍ଷା ନେଇ ୧୫ ରାଜ୍ୟରେ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟ, ଗୋଆ, ମହାରାଷ୍ଟ୍ର, ପୂର୍ବ ରାଜସ୍ଥାନ, ଛତିଶଗଡ଼ ସମେତ ୧୫ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ହାଇଆଲର୍ଟ…
Read More...

ବରିଷ୍ଠ ଅଧିକାରୀଙ୍କ ସହ ଅଜିତ୍ ଡୋଭାଲଙ୍କ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା

ଶ୍ରୀନଗର: ଗତ ଗୁରୁବାର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଜମ୍ମୁ କଶ୍ମୀରରେ ଏବେ ୧୦ ହଜାର ଯବାନ ପହଞ୍ଚିଛନ୍ତି। ଏହାର ଠିକ୍ ଦୁଇ ଦିନ ପରେ ଅର୍ଥାତ୍ ରବିବାର ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଜମ୍ମୁ କଶ୍ମୀରର…
Read More...

ଯୋଗୀ ମୁଖ୍ୟମନ୍ତ୍ରୀ ହେବାର ରହସ୍ୟ ଖୋଲିଲେ ଶାହ

ଲକ୍ଷ୍ନୌ: ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ବଛାଯିବା ପଛର ରହସ୍ୟ ଖୋଲିଛନ୍ତି। ଦକ୍ଷିଣପନ୍ଥୀଙ୍କ ପୋଷ୍ଟର ବୟ ଯୋଗୀ ପୂର୍ବରୁ କୌଣସି…
Read More...

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଙ୍ଗଫିଶର ବ୍ୟତୀତ ତାଙ୍କର ଅନ୍ୟ ସମ୍ପତ୍ତି ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ଜବତ କରିବା ପାଇଁ ସରକାର ଯେଉଁ…
Read More...

ଡଙ୍ଗା ବୁଡ଼ି ୪ମୃତ:୧୭ ନିଖୋଜ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଏକ ଅଘଟଣ ଘଟିଛି । ଗ୍ରାମବାସୀ ଧାନ ରୋପଣ ପାଇଁ ଯାଉଥିବା ସମୟରେ ଡଙ୍ଗା ବୁଡ଼ି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ନିଖୋଜ ଅଛନ୍ତି । ବହରାଇଚ ଜିଲ୍ଲା ମିହିିପୁରବା ତହସିଲର ଲୈାକାହୀ…
Read More...

‘ମନ୍‌ କି ବାତ୍‌’ : ଭାରତୀୟ ମହାକାଶ ଅଭିଯାନ ପାଇଁ ୨୦୧୯ ମଙ୍ଗଳମୟ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଏବଂ ବିଜ୍ଞାନ ପାଇଁ ୨୦୧୯ ବର୍ଷ ମଙ୍ଗଳମୟ ହୋଇଛି ବୋଲି ଆଜି ‘ମନ୍‌କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ କହିଲେ ଯେ ପ୍ରାରମ୍ଭିକ ବାଧା ସତ୍ତ୍ୱେ ଆମ…
Read More...

ବରିଷ୍ଠ କଂଗ୍ରେସ ନେତା ଜୟପାଲ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କର ଆଜି ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ…
Read More...

ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ ମଧ୍ୟରୁ ଉଦ୍ଧାର ହେଲେ ସମସ୍ତ ୭୦୦ ଯାତ୍ରୀ

ମୁମ୍ବାଇ: ଶେଷରେ ଦୀର୍ଘ ୧୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବର୍ଷା ଜଳ ଘେରରେ ଫସି ଯାଇଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ମଧ୍ୟରୁ ଅଟକ ରହି ଯାଇଥିବା ସମସ୍ତ ୭୦୦ ଯାତ୍ରୀଙ୍କୁ ସଫଳତା ପୂର୍ବକ ଉଦ୍ଧାର କରାଯାଇଛି। ପରେ…
Read More...