Browsing Category

National

ଆବର୍ଜନା ବୃଦ୍ଧି କରୁଥିବା କମ୍ପାନୀଙ୍କ ଉପରେ ଲାଗିବ ଅଧିକ ଟ୍ୟାକ୍ସ

ନୂଆଦିଲ୍ଲୀ : ସରକାର ଏବେ ପୁନଃଚକ୍ରଣ କରୁଥିବା କମ୍ପାନୀ ଗୁଡିକୁ ଟ୍ୟାକ୍ସମୁକ୍ତ କରିବା ପ୍ରସ୍ତୁତିରେ ଅଛନ୍ତି । ଏହା ସହ ପରିବେଶରେ ଅଳିଆ ଆବର୍ଜନା ବୃଦ୍ଧି କରୁଥିବା କମ୍ପାନୀ ଗୁଡିକ ଉପରେ ଅଧିକ ଟ୍ୟାକ୍ସ ଲାଗୁ କରିବା…
Read More...

ଏନକାଉଣ୍ଟରରେ ଜୈଶ କମାଣ୍ଡର ସମେତ ୨ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ଶନିବାର ଭୋର ସମୟରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଯବାନଙ୍କ ଗୁଳିରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଜଣେ କମାଣ୍ଡରଙ୍କ ସମେତ ୨…
Read More...

ମୁଖ୍ୟମନ୍ତ୍ରୀ ହେବା ପରେ ବୁଣାକାର ଓ ଚାଷୀଙ୍କୁ ପୁରସ୍କାର ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ବିଜେପି ନେତା ବିଏସ୍  ୟେଦ୍ୟୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ…
Read More...

ଗର୍ଭବତୀ ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଆଣିଲେ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ୫୦ ଲକ୍ଷ ଗର୍ଭବତୀ ଏବଂ ନବମାତୃତ୍ୱ ଲାଭ କରିଥିବା ମହିଳାଙ୍କୁ ମିଳିଥିବା କଥା କହିଛନ୍ତି । ପ୍ରଧାନମନ୍ତ୍ରୀ…
Read More...

ମୁମ୍ୱାଇରେ ଲଗାଣ ବର୍ଷା

ମୁମ୍ୱାଇ: ମହାରାଷ୍ଟ୍ରରେ ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ୨୪ ଘଣ୍ଟା ମଧ୍ୟରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ପାଣିପାଗ…
Read More...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକା ନାଟକର ଶେଷ ଦୃଶ୍ୟରେ ଆଜି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଏସ୍‌ ୟେଦ୍ଦୁରପ୍ପା। ତାଙ୍କୁ ରାଜ୍ୟପାଳ ବାଜୁଭାଇ ବାଲା ପଦବୀ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।…
Read More...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାପରେ ସିବିଆଇ ଅଦାଲତରେ ହାଜର ହେଲେ ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର…

ଚଣ୍ଡୀଗଡ଼: ମାନେସର ଜମି ଦୁର୍ନୀତି ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ପକ୍ଷରୁ ଗତକାଲି ୧୦ ଘଣ୍ଟା ଧରି ଜେରା କରାଯାଇଛି। ଚଣ୍ଡୀଗଡ଼ ସ୍ଥିତ ଇଡି…
Read More...

ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଶୁକ୍ରବାର କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ପହଞ୍ଚି କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଯବାନମାନଙ୍କୁ…
Read More...

କାରଗିଲ୍ ବିଜୟ ଦିବସ: ବୀର ସୁପୁତ୍ରଙ୍କୁ ମନେ ପକାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାରଗିଲ ବିଜୟକୁ ଆଜି ପୂରିଛି ୨୦ ବର୍ଷ। ୨୬ ଜୁଲାଇ ୧୯୯୯ରେ ହୋଇଥିବା କାରଗିଲ ଯୁଦ୍ଧରେ ଭାରତ ଆଜିର ଦିନରେ ବିଜୟୀ ହୋଇଥିଲା। ପ୍ରତିବର୍ଷ ଦେଶ ଆଜିର ଦିନକୁ ବିଜୟ ଦିବସ ବୋଲି ମାନୁଛି। ଏହି ଅବସରରେ…
Read More...

କୋଲକାତା ଟ୍ୟାକ୍ସି ଚାଳକଙ୍କ ୩ ଦିନିଆ ଧର୍ମଘଟ

କୋଲକାତା: କୋଲକାତା ଟ୍ୟାକ୍ସି ଚାଳକ ୬ଅଗଷ୍ଟରୁ ତିନିଦିବସୀୟ ଧର୍ମଘଟ ନେଇ ଆହ୍ଵାନ ଦେଇଛନ୍ତି। ପ୍ରକାଶିତ ଖବର ମୁତାବକ, ବଙ୍ଗଳା ଟ୍ୟାକ୍ସି ସଂଘ, କୋଲକାତା ଟ୍ୟାକ୍ସି ଆସୋସିଏସନ୍‌, ପଶ୍ଚିମବଙ୍ଗ ଚାଳକଙ୍କ ମଙ୍ଗଳ ସଂଘ ଓ…
Read More...

କଶ୍ମୀରରେ ପାଟ୍ରୋଲିଂ ଓ ଗାର୍ଡ ଡ୍ୟୁଟି କରିବେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣିଥରେ ଆର୍ମି ୟୁନିଫର୍ମ ପିନ୍ଧିବାର ଦେଖିବାକୁ ମିଳିବ। ସେ ଜୁଲାଇ ୩୧ରୁ କଶ୍ମୀରରେ ଥିବା ୧୦୬ ଟେରିଟୋରିଆଲ୍ ଆର୍ମି ବାଟାଲିୟନ୍…
Read More...

ଅଗଷ୍ଟ ୨୨ ଯାଏ ବଢ଼ିଲା ନିରବ ମୋଦିଙ୍କ ହାଜତ ମିଆଦ

ଲଣ୍ଡନ: ପଳାତକ ଘୋଷିତ ଋଣ ଖିଲାଫକାରୀ ନିରବ ମୋଦିଙ୍କ ହାଜତ ମିଆଦକୁ ଲଣ୍ଡନର ଏକ କୋର୍ଟ ଅଗଷ୍ଟ ୨୨ ଯାଏ ବୃଦ୍ଧି କରିଛନ୍ତି। ଆଜି ଲଣ୍ଡନ କୋର୍ଟରେ ନିରବ ମୋଦିଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ତାଙ୍କ ଜାମିନ୍‌…
Read More...

ଆମେରିକାକୁ ଖୁସି କରିବା ପାଇଁ ହାଫିଜକୁ ଗିରଫ କରାଯାଇଥିଲା: ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

ଇସଲାମାବାଦ: ଆତଙ୍କବାଦୀ ହାଫିଜ ସୟିଦଙ୍କୁ ଗିରଫ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସାବାସୀ ସାଉଁଟୁଛନ୍ତି। କିନ୍ତୁ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ ଇମ୍ରାନ ସରକାରର ଅସଲ ଉଦ୍ଦେଶ୍ୟର ଗୁମର ଖୋଲିଛନ୍ତି।…
Read More...

୩୦ ଦିନ ପାରୋଲ୍‌ରେ ଗଲେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ନଳିନୀ

ଚେନ୍ନାଇ: ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା ଦୋଷୀ ନଳିନୀ ଶ୍ରୀହରଣ ଏକ ମାସ ପାରୋଲ୍‌ରେ ଗୁରୁବାର ଦିନ ତାମିଲନାଡୁସ୍ଥିତ ବେଲୋର୍‌ କେନ୍ଦ୍ରୀୟ କାରାଗାରରୁ ମୁକୁଳିଛନ୍ତି।ଝିଅ ବାହାଘର ପ୍ରସ୍ତୁତି ନିମନ୍ତେ ନଳିନୀ…
Read More...