Browsing Category
National
ମହିଳାଙ୍କ ପେଟରୁ ବାହାରିଲା ୧.୫ କେଜି ଅଳଙ୍କାର ଓ କଏନ୍
କୋଲକାତା: ଜଣେ ମହିଳାଙ୍କ ପେଟ ଭିତରୁ ପାଖାପାଖି ୧.୫ କିଲୋଗ୍ରାମର ଅଳଙ୍କାର ଏବଂ କଏନ୍ ବାହାରିଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଥିବା ରମପୁରହଟ ସରକାରୀ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ରେ ଡାକ୍ତରମାନେ ଅପରେସନ୍!-->…
Read More...
Read More...
ଲୋକସଭାରେ ପୁଣି ଆଗତ ହେବ ତିନି ତଲାକ୍ ବିଲ୍
ନୂଆଦିଲ୍ଲୀ: ଆଜି ଲୋକସଭାରେ ମୋଦି ସରକାର ଆଗତ କରିବେ ତିନି ତଲାକ୍ ବିଲ୍। ଏହି ବିଧେୟକ ଉପରେ ଆଜି ଗୃହରେ ଆଲୋଚନା ହେବା ପରେ ଏହା ପାରିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ବୁଧବାର ବିଜେପି ସମସ୍ତ ସାଂସଦଙ୍କୁ ହ୍ପିପ୍!-->…
Read More...
Read More...
ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ଟିମ୍ରେ ସ୍ଥାନ ପାଇଲେ ୩ ଭାରତୀୟ
ଲଣ୍ଡନ: ବ୍ରିଟେନରେ ଥେରେସା ମେ ସରକାରର ବେକ୍ଜିଟ୍ ପରେ ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ବୋରିସ ଜନ୍ଶନଙ୍କ ଟିମ୍ରେ ସ୍ଥାନ ପାଇଛନ୍ତି ୩ ଜଣ ଭାରତୀୟ। ସେମାନଙ୍କ କାର୍ଯ୍ୟ ଦକ୍ଷତା ସେମାନଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି।!-->…
Read More...
Read More...
ମହାରାଷ୍ଟ୍ରରେ ୪ ଭୂକମ୍ପ ଝଟ୍କା
ମୁମ୍ବଇ: ମହାରାଷ୍ଟ୍ରର ପାଲଘର ଜିଲାରେ ବୁଧବାର ବିଳମ୍ବିତ ରାତିରେ ୪ଥର ଭୂକମ୍ପ ଅନୁଭୂତ ହୋଇଛି। ମାତ୍ର ୧୨ ମିନିଟ ମଧ୍ୟରେ ଏହି ୪ଟି ଝଟ୍କା ଲାଗିଛି। ବୁଧବାର ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ମୋଟ ୭ଥର ଭୂକମ୍ପ!-->…
Read More...
Read More...
ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ଅଧ୍ୟକ୍ଷଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭାରତ ଓ ଆମେରିକା ମଧ୍ୟରେ ଷ୍ଟ୍ରାଟେଜିକ୍ ଶକ୍ତି ସହଭାଗୀତା ଦୃଢ କରିବା ଉପରେ ଗୁରୁତ୍ୱଭୁବନେଶ୍ୱର : ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ଅଧ୍ୟକ୍ଷ ତଥା ସିଇଓ ମୁକେଶ ଅଘିଙ୍କ ସହ ବୁଧବାର ସାକ୍ଷାତ୍!-->!-->!-->…
Read More...
Read More...
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଶପଥ ଗ୍ରହଣ ଉତ୍ସବରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡି ଉପସ୍ଥିତ ଥିଲେ। ଗତ ୧୬ ତାରିଖରେ!-->…
Read More...
Read More...
ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ ସକ୍ରିୟ: ଇମ୍ରାନ୍ ଖାନ୍
ଓ୍ୱାଶିଂଟନ: ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ସୀମାରେ ୪୦ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଥିବା କହିଛନ୍ତି ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆମେରିକାର ସାଂସଦ!-->…
Read More...
Read More...
ବଢ଼ିଲା ଆୟକର ରିଟର୍ଣ୍ଣ ଅବଧିର ତାରିଖ
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲର ଅବଧି ଅଗଷ୍ଟ ୩୧କୁ ବୃଦ୍ଧି କଲେ କେନ୍ଦ୍ର ସରକାର। ପୂର୍ବରୁ ଏହି ଆୟକର ରିଟର୍ଣ୍ଣର ତାରିଖ ଅବଧି ଜୁଲାଇ ୩୧ ଥିଲା। ଏବେ ମାସେ ଆହୁରି ଅବଧି ବଢ଼ିବା ପରେ ଅଧିକ ସଂଖ୍ୟାର ଲୋକ ଏହି ଆୟକର!-->…
Read More...
Read More...
ରମଣ ସିଂହ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ହରିଆନାର ଗୁରୁଗ୍ରାମ୍ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ!-->…
Read More...
Read More...
ଏହି ସବୁ ନେତାଙ୍କୁ ଆଉ ମିଳିବନି ସ୍ୱତନ୍ତ୍ର କେନ୍ଦ୍ରୀୟ ସୁରକ୍ଷା
ନୂଆଦିଲ୍ଲୀ: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ, ବିଏସ୍ପି ସାଂସଦ ସତୀଶ ଚନ୍ଦ୍ର ମିଶ୍ରା, ୟୁପି ବିଜେପି ନେତା ସଂଗୀତ ସୋମ ଓ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିବାକୁ କେନ୍ଦ୍ର!-->…
Read More...
Read More...
ଅଯୋଧ୍ୟା ଠାରେ ନିର୍ମାଣ କରାଯିବ ବିଶ୍ୱର ସବୁଠାରୁ ଉଚ୍ଚତମ ଶ୍ରୀରାମଙ୍କର ପ୍ରତିମୂର୍ତ୍ତି
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବିଶ୍ୱର ସବୁଠାର ଉଚ୍ଚତମ ପ୍ରତିମୂର୍ତ୍ତି (ଷ୍ଟାଚ୍ୟୁ) ନିର୍ମାଣ କରିବା ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଜି!-->…
Read More...
Read More...
ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ସ୍ଥାନୀୟ ଲୋକଙ୍କ ପାଇଁ ଚାକିରୀରେ ୭୫ ପ୍ରତିଶତ ସଂରକ୍ଷଣ
ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରାଜ୍ୟର ବାସିନ୍ଦାଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଏହି ଘୋଷଣା ଦ୍ୱାରା ରାଜ୍ୟର ଅନେକ ଯୁବକ ଲାଭବାନ ହେବାକୁ ଯାଉଛନ୍ତି । ଆନ୍ଧ୍ର ପ୍ରଦେଶ ଦେଶର!-->…
Read More...
Read More...
ଅଖିଲେଶଙ୍କୁ ସୁରକ୍ଷା ଦେବେନି ବ୍ଲାକ କ୍ୟାଟ୍ କମାଣ୍ଡୋ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ୍ ଯାଦବଙ୍କ ଉପରୁ ଜେଡ୍ ପ୍ଲସ୍ ସୁରକ୍ଷା ଉଠାଇ ନିଆଯିବ। ଏହାସହ ବ୍ଲାକ କ୍ୟାଟ୍ କମାଣ୍ଡୋ ଆଉ ଅଖିଲେଶଙ୍କୁ!-->…
Read More...
Read More...
ଇସ୍ତଫା ଦେବେ କୁମାରସ୍ୱାମୀ!
ବେଙ୍ଗାଲୁରୁ: ଜୁଲାଇ ୬ରୁ ଆରମ୍ଭ ହୋଇଥିବା କର୍ଣ୍ଣାଟକା ନାଟକରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଆଜି ବିଧାନସଭାରେ ଆସ୍ଥା ଭୋଟ ହେବାର ଥିଲା। କିନ୍ତୁ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଇସ୍ତଫା ଦେବେ ବୋଲି!-->…
Read More...
Read More...
