Browsing Category

National

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ପୁତ୍ର ସଂଦୀପ ଦୀକ୍ଷିତ ଏବେ କଂଗ୍ରେସ ସଦସ୍ୟ…
Read More...

ବଦଳିଲେ ୬ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ବଦଳିଛନ୍ତି ୬ଟି ରାଜ୍ୟର ରାଜ୍ୟପାଳ | କେନ୍ଦ୍ର ସରକାରଙ୍କ ସହମତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି | ରାଜ୍ୟପାଳ ବଦଳିରେ ପ୍ରଥମ ନାମ ଭାବରେ ମଧ୍ୟପ୍ରଦେଶର…
Read More...

ପୁଣେ-ସୋଲାପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ୯ ମୃତ

ପୁଣେ : ମହାରାଷ୍ଟ୍ରର ପୁଣେରେ ଶୁକ୍ରବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କଦମବାକ ବସ୍ତି ନିକଟରେ ପୁଣେ-ସୋଲାପୁର ଜାତୀୟ ରାଜପଥରେ ଟ୍ରକ ଏବଂ କାର ପରସ୍ପର ମଧ୍ୟରେ ଧକ୍କା ହୋଇଛି । ଏହି ମର୍ମନ୍ତୁଦ ସଡକ…
Read More...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ପୂର୍ବ କାମେଙ୍ଗ: ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗରେ ଶନିବାର ଭୋର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂକମ୍ପ ଯୋଗୁଁ କୌଣସି…
Read More...

ଅରୁଣାଚଳ ଏବଂ ଆସାମରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶ, ଆସାମ ଏବଂ ନାଗାଲାଣ୍ଡର କେତେକ ସ୍ଥାନରେ ଶୁକ୍ରବାର ଅପରାହ୍ଣରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି।ପାଣିପାଗ ଓ ଭୂତତ୍ତ୍ୱ…
Read More...

ସୋନଭଦ୍ର ଯିବାକୁ ନଦେବାରୁ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ବାରାଣାସୀ : ଉତ୍ତରପ୍ରଦେଶ ସୋନଭଦ୍ର ଗୁଳିକାଣ୍ଡରେ ମୃତ ଲୋକଙ୍କ ପରିବାରବର୍ଗଙ୍କୁ ଭେଟିବା ପାଇଁ ସୋନଭଦ୍ର ଯିବାକୁ ଦିଆନଯିବାରୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ତାଙ୍କ ସମର୍ଥକ ଶୁକ୍ରବାର…
Read More...

ସ୍ୱାଧୀନତା ଦିବସ ଉଦ୍‌ବୋଧନ ପାଇଁ ମତାମତ ମାଗିଲେ ମୋଦି

ନୂଆଦିଲ୍ଲୀ: ଆସନ୍ତା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ସବୁ ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ, ସେ ବିଷୟରେ ଆଜି ସେ ଲୋକଙ୍କ ମତାମତ ଲୋଡ଼ିଛନ୍ତି।ଗତ ୪ ବର୍ଷ ହେଲା ପ୍ରତି ସ୍ୱାଧୀନତା…
Read More...

ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୧୨ ମୃତ

କାବୁଲ: ଆଫଗାନିସ୍ତାନର କାନ୍ଦାହାରରେ ଗୁରୁବାର ରାତିରେ ପୁଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି | ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଆକ୍ରମଣକାରୀମାନେ ପୁଲିସ…
Read More...

କୁଳଭୂଷଣ ମାମଲା: ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତିକୁ ଇମ୍ରାନଙ୍କ ପ୍ରଶଂସା

ଇସଲାମାବାଦ: ପାକିସ୍ତାନରେ ବନ୍ଦୀ ଜୀବନ ବିତାଉଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ମୃତ୍ୟୁଦଣ୍ଡ ଦେଇପାରିବ ନାହିଁ ବୋଲି ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟ(ଆଇସିଜେ) ବୁଧବାର ରାୟ…
Read More...

ଆନିମେଶନ ଷ୍ଟୁଡିଓରେ ପୋଡ଼ାଜଳା, ୨୪ ମୃତ

ଟୋକିଓ: ଜାପାନର ଏକ ଆନିମେଶନ ଷ୍ଟୁଡିଓରେ ଦୁର୍ବୃତ୍ତ ନିଆଁ ଲଗାଇ ଦେବା ପରେ ବ୍ୟାପକ ପୋଡ଼ା ଜଳା ହୋଇ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା…
Read More...

ଦାଉଦ ଇବ୍ରାହିମର ପୁତୁରା ରିଜୱାନ କାସକାର ଗିରଫ

ମୁମ୍ବଇ : ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ପୁତୁରା ରିଜୱାନ କାସକାରକୁ ମୁମ୍ବଇ ପୁଲିସ୍‍ ଏକ ବଳପୂର୍ବକ ବଟି ଆଦାୟ ମାମଲାରେ ଗିରଫ କରିଛି। ମୁମ୍ବଇ ପୁଲିସର ଜଣେ ଅଧିକାରୀ ଗୁରୁବାର କହିଛନ୍ତି ଯେ ଦାଉଦର ଭାଇ ଇକବାଲ…
Read More...

କୁଳଭୂଷଣ ଯାଧବ ନିର୍ଦୋଷ, ଶୀଘ୍ର ମୁକ୍ତ କରୁ ପାକିସ୍ତାନ: ବିଦେଶ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ : ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନର ଜେଲ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଧବ ମାମଲାରେ ଅନ୍ତର୍ଜାତୀୟ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ଗୁରୁବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ…
Read More...

ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଆସନ୍ତା ୨୨ ତାରିଖରେ ପୁଣି ଥରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିବ। ଏହିଦିନ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ କରାଯିବ। ସୋମବାର ଅପରାହ୍ନ ୨ଟା ୪୩ ମିନିଟରେ ଏହାର…
Read More...

ଅଯୋଧ୍ୟା ଜମି ବିବାଦ ମାମଲା: ୨ ଅଗଷ୍ଟରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲା ପାଇଁ ଗଠିତ ହୋଇଥିବା ତିନି ସଦସ୍ୟ ବିଶିଷ୍ଟ ପାନେଲ୍ କମିଟି ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ଆଜି ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ…
Read More...