Browsing Category
National
ଭାରତର ଜହ୍ନ ଯାତ୍ରା
ଭୁବନେଶ୍ବର
: କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି ।
ଆଜି
ରାତି ୨ଟା ୫୧ । ଗଭୀର ରାତିରେ ସାରା ଦେଶ ଶୋଇଥିବା ବେଳେ ଶ୍ରୀହରିକୋଟା
ଥିବ ଚଳଚଞ୍ଚଳ । ଚନ୍ଦ୍ରପୃଷ୍ଠରେ ଇତିହାସ ଲେଖିବାକୁ ସତୀଶ
ଧୱନ ସ୍ପେସ୍ ସେଣ୍ଟରରୁ ଭାରତ!-->…
Read More...
Read More...
ଡାକ୍ତରଙ୍କ ସୁରକ୍ଷା ଲାଗି କେନ୍ଦ୍ର ଜାରିକଲା ଆଡଭାଇଜରି
ରାଜ୍ୟ ସରକାର କହିଲେ ଦର୍ଜମା କରି ନେବେ କାର୍ଯ୍ୟନୁଷ୍ଠାନଭୁବନେଶ୍ବର : ଡାକ୍ତରଙ୍କ ସୁରକ୍ଷା ଲାଗି ଆଡଭାଇଜରି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର!-->!-->!-->…
Read More...
Read More...
ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ଏମଡି ତଥା ମୁଖ୍ୟ ଆର୍ଥିକ ଅଧିକାରୀ ନିଯୁକ୍ତ
ୱାସିଂଟନ: ଭାରତୀୟ ଷ୍ଟେଟ ବ୍ୟାଙ୍କର
ପରିଚାଳନା ନିର୍ଦ୍ଦେଶିକା ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ଏମଡି ତଥା ମୁଖ୍ୟ ଆର୍ଥିକ ଅଧିକାରୀ
ନିଯୁକ୍ତ ହୋଇଛନ୍ତି। ସେ ବିଶ୍ବବ୍ୟାଙ୍କ ସଭାପତି ଡେଭିଡ ମାଲପାସ୍ଙ୍କୁ ରିପୋର୍ଟ!-->…
Read More...
Read More...
ଆଞ୍ଚଳିକ ଭାଷାରେ ଉପଲବ୍ଧ ହେଉ ବିଚାରପତିଙ୍କ ରାୟ : ରାଷ୍ଟ୍ରପତି
ଚେନ୍ନାଇ: କେବଳ ନ୍ୟାୟ ସୁନିଶ୍ଚିତ କରିବା
ଯଥେଷ୍ଟ ନୁହେଁ, କୌଣସି ମାମଲାରେ ଜଡ଼ିତ
ଥିବା ବିଭିନ୍ନ ପକ୍ଷ ମଧ୍ୟ ବିଚାରପତିଙ୍କ ରାୟକୁ ସେମାନଙ୍କ ନିଜ ଭାଷାରେ ବୁଝିବା ଆବଶ୍ୟକତା
ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ!-->…
Read More...
Read More...
ରାହୁଲଙ୍କୁ ମିଳିଲା ଜାମିନ୍
ଅହମଦାବାଦ: ପୁଣି ଏକ ମାନହାନି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ରାହୁଲଙ୍କ ନାଁରେ ଅହମଦାବାଦ ଡିଷ୍ଟ୍ରିକ୍ଟ କୋପରେଟିଭ ବ୍ୟାଙ୍କ ଓ ଏହାର ଅଧ୍ୟକ୍ଷ ଅଜୟ ପଟେଲ ଅପରାଧିକ ମାନହାନି!-->…
Read More...
Read More...
ଜଳ ସଙ୍କଟ: ଚେନ୍ନାଇରେ ପହଞ୍ଚିଲା ପାଣି ବୋଝେଇ ଟ୍ରେନ
ଚେନ୍ନାଇ: ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଥିବା ଚେନ୍ନାଇବାସୀଙ୍କୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଭେଲୋରରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ୫୦ ୱାଗନ ପାଣି ଚେନ୍ନାଇରେ ପହଞ୍ଚିଛି। ଏହି ୫୦ ୱାଗନ୍ରେ ୨.୫ ମିଲିୟନ ଲିଟର!-->…
Read More...
Read More...
୧ କୋଟି ଟ୍ୱିଟର ଫୋଲଅର୍ସ କ୍ଲବରେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଟ୍ୱିଟର ଫୋଲଅର୍ସ ୧ କୋଟିରେ ପହଞ୍ଚିଛି। ଏଥିପାଇଁ ସମସ୍ତ ଫୋଲଅର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ରାହୁଲ ଗାନ୍ଧି। ୧ କୋଟି ଫୋଲଅର୍ସରେ ପହଞ୍ଚିବା ପରେ ଏହାର ଖୁସି…
Read More...
Read More...
ଅଳ୍ପକେ ବର୍ତ୍ତିଲେ ଲୋକସଭା ବାଚସ୍ପତି ଓମ ବିର୍ଲା
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା ଅଳ୍ପକେ ବର୍ତ୍ତିଯାଇଛନ୍ତି | ପ୍ରକୃତରେ ଲୋକସଭା ବାଚସ୍ପତି ଭାବେ ଚୟନ ହେବା ପରେ ରାଜସ୍ଥାନର କୋଟାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା | ଏହି…
Read More...
Read More...
ଏଥର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ପଢ଼ିବେ ରାଷ୍ଟ୍ର ନିର୍ମାଣରେ ଆରଏସଏସର ଭୂମିକା
ନାଗପୁର: ନାଗପୁର ବିଶ୍ୱବିଦ୍ୟାଳୟ ଏଣିକି ଆରଏସଏସର ଇତିହାସ ପଢାଇବ | ବିଏ ଦ୍ଵିତୀୟ ବର୍ଷର ପାଠ୍ୟକ୍ରମରେ ରାଷ୍ଟ୍ର ନିର୍ମାଣରେ ଆରଏସଏସର ଭୂମିକା ବାବଦରେ ଏକ ବିଷୟକୁ ସାମିଲ କରାଯାଇଛି | ବିଏ ଦ୍ଵିତୀୟ ବର୍ଷର ସେମିଷ୍ଟାର ୪ର…
Read More...
Read More...
ଆଜି ରାହୁଲଙ୍କ ଆମେଥି ଗସ୍ତ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପରେ ରାହୁଲ ଗାନ୍ଧୀ ଆଜି ନିଜର ପାରମ୍ପରିକ ଆସନ ଅମେଥି ଯିବେ | ୨୦୧୯ ନିର୍ବାଚନରେ ଏଠାରୁ ସେ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ହାରିଯାଇଥିଲେ | ତେବେ ନିର୍ବାଚନ ଫଳାଫଳ ଆସିବା…
Read More...
Read More...
ବାଲାକୋଟ୍ ହମ୍ଲା ପରେ କମିଛି ବେଆଇନ ଅନୁପ୍ରବେଶ
ନୂଆଦିଲ୍ଲୀ: ପୁଲ୍ୱାମା ଆତ୍ମଘାତୀ ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ-ଭାରତ ସୀମାରେ ବେଆଇନ ଅନୁପ୍ରବେଶ ୪୩% କମିଥିବା ସୂଚନା ଦେଇଛନ୍ତି ସରକାର। ଗୃହ…
Read More...
Read More...
ରାମ ଜନ୍ମଭୂମି ବିବାଦ : ଯାଚିକା ଉପରେ ସୁପ୍ରିମ କୋର୍ଟରୁ ଶୀଘ୍ର ଶୁଣାଣୀ ପାଇଁ ଆବେଦନ
ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲାର ଶୀଘ୍ର ଶୁଣାଣି କରିବାଲାଗି ଆଜି ଜଣେ ହିନ୍ଦୁ ପକ୍ଷଧର ଗୋପାଳ ସିଂହ ବିଶାରଦ ସୁପ୍ରିମ କୋର୍ଟରେ ଆବେଦନ କରିଥିବା ଜଣାଯାଇଛି ।ଗୋପାଳ ସିଂହ ବିଶାରଦଙ୍କ ଓକିଲ…
Read More...
Read More...
ଦେଶବ୍ୟାପୀ ସିବିଆଇର ଚଢ଼ାଉ
ନୂଆଦିଲ୍ଲୀ: ସିବିଆଇ ପୁଣି ଥରେ ଆକ୍ସନ୍ ମୁଡ଼ରେ ଆସିଛି । ସିବିଆଇ ଆଜି ଦେଶବ୍ୟାପୀ ଚଢ଼ାଉ କରିଛି । ପ୍ରାୟ ୧୯ଟି ରାଜ୍ୟର ୧୧୦ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ହେରଫେର ଭଳି ୩୦ ଭିନ୍ନ ଭିନ୍ନ ମାମଲା…
Read More...
Read More...
କାଉଁଡିଆ ଯାତ୍ରା ମାର୍ଗରେ ନିଷିଦ୍ଧ ହେବ କଂସାଇଖାନା ଓ ମଦଦୋକାନ
ଲକ୍ଷେ୍ନø: ପବିତ୍ର ଶ୍ରାବଣ ମାସ ଅବସରରେ ଉତ୍ତରପ୍ରଦେଶରେ ହେବାକୁଥିବା କାଉଁଡିଆ ଯାତ୍ରା ପାଇଁ ସରକାର ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ସରକାର ଏଥର କାଉଁଡିଆ ଯାତ୍ରାକୁ ଭବ୍ୟ ଆୟୋଜନ କରିବାକୁ ଚିନ୍ତା କରୁଛନ୍ତି । ଏହି…
Read More...
Read More...
