Browsing Category
National
ଅମ୍ବାନୀ ବିକିବେ ସାନ୍ତକ୍ରୁଜ୍ ସ୍ଥିତ ମୁଖ୍ୟାଳୟ!
ମୁମ୍ବାଇ: ସଂପ୍ରତି ବିପୁଳ ପରିମାଣର ଋଣଭାରାରେ ବୁଡ଼ିଯାଇ ସେଥିରୁ ମୁକୁଳିବା ପାଇଁ ସଂଗ୍ରାମ ଚଳାଇଥିବା ଦେଶର ଅନ୍ୟତମ ଶ୍ରେଷ୍ଠ, ଖାତନାମା ବ୍ୟବସାୟୀ ତଥା ଶିଳ୍ପପତି, ରଲାଏନ୍ସ ଗ୍ରୁପ୍ର ଅଧ୍ୟକ୍ଷ ଅନୀଲ ଅମ୍ବାନୀ ତାଙ୍କର!-->…
Read More...
Read More...
କଶ୍ମୀରରେ ରାଷ୍ଟ୍ରପତି ଶାସନ ମିଆଦ ବୃଦ୍ଧି କରିବାକୁ ରାଜ୍ୟସଭାରେ ଆସିଲା ବିଲ୍
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନର ମିଆଦ ବୃଦ୍ଧି କରିବାକୁ ଲୋକସଭା ପରେ ଆଜି ରାଜ୍ୟସଭାରେ ଏକ ବିଲ୍ ଆଗତ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲ୍ ଆଗତ କରିଛନ୍ତି।ଏହାବାଦ୍!-->!-->!-->…
Read More...
Read More...
ଭାରତ ହାରିବା ପଛରେ କମଳା ରଙ୍ଗର ଜର୍ସିକୁ ଦାୟୀ କଲେ ମୁଫତୀ
ନୂଆଦିଲ୍ଲୀ: ଗତକାଲି ବିଶ୍ୱକପ କ୍ରିକେଟ ମ୍ୟାଚର ଆୟୋଜକ ଦଳ ଇଂଲଣ୍ଡ ପାଖରୁ ପରାସ୍ତ ହୋଇଛି ଭାରତ। ଏହି ପରାଜୟ ପାଇଁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମୁଫତୀ ମେହବୁବା ଟିମ୍ ଇଣ୍ଡିଆର ନୂଆ!-->…
Read More...
Read More...
ଘାଟି ତଳକୁ ଖସି ପଡ଼ିଲା ବସ୍: ୩୩ ମୃତ
ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍ ଘାଟି ତଳକୁ ଖସି ପଡ଼ିବାରୁ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।!-->!-->!-->…
Read More...
Read More...
ଭାରତୀୟ ତଟରକ୍ଷକ ବଳର ଦାୟିତ୍ୱ ନେଲେ କେ ନଟରାଜନ
ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷକ ବଳର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି କେ ନଟରାଜନ | ସେ ରାଜେନ୍ଦ୍ର ସିଂ ଙ୍କ ସ୍ଥାନରେ ଦାୟିତ୍ୱ ନେଇଥିବାବେଳେ ପୂର୍ବରୁ ସେ ପଶ୍ଚିମ ସାଗର ବୋର୍ଡର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ |!-->…
Read More...
Read More...
ଓଡ଼ିଆ ଆଇଆରଏସ ପ୍ରଣବ ହେଲେ ଡବ୍ଲୁସିଓର ନିର୍ଦ୍ଦେଶକ
ଭୁବନେଶ୍ୱର: ପ୍ରଥମ ଭାରତୀୟ ତଥା ଓଡ଼ିଆ ଆଇଆରଏସ ପ୍ରଣବ କୁମାର ଦାସ ବିଶ୍ୱ ସୀମା ଶୁଳ୍କ ସଂଗଠନ(ଡବ୍ଲୁସିଓ)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ପଦ ପାଇଁ ଇଂଲଣ୍ଡ ପ୍ରାର୍ଥୀଙ୍କୁ ହରାଇ ପ୍ରଣବ ୫ବର୍ଷ ପାଇଁ!-->…
Read More...
Read More...
ମୋଦୀଙ୍କ ୨ୟ ପାଳିର ପ୍ରଥମ ‘ମନ୍ କୀ ବାତ୍’: ଜଳ ସଂରକ୍ଷଣ ଉପରେ ଗୁରୁତ୍ଵ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ୟ ପାଳି ଦାୟିତ୍ଵ ଗ୍ରହଣ କରିବା ପରେ ରବିବାର ପ୍ରଥମ ଥର ଲାଗି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ନିଜର ମନ କଥା କହିଛନ୍ତି। ପୂର୍ବାହ୍ନ ୧୧ଟାରେ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ!-->…
Read More...
Read More...
୨୦୨୦ରୁ ’ଏକ ରାଷ୍ଟ୍ର-ଏକ ରାସନ କାର୍ଡ’
ନୂଆଦିଲ୍ଲୀ : ୨୦୨୦ ଜୁନ ୩୦ ସୁଦ୍ଧା ସାରା ଦେଶରେ ଲାଗୁହେବ ’ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ବ୍ୟବସ୍ଥା । ଏହାକୁ ଲାଗୁ କରିବା ଲାଗି ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦେଶ!-->…
Read More...
Read More...
୬ରେ ବାରାଣାସୀ ଗସ୍ତ କରିବେ ମୋଦୀ
ନୂଆଦିଲ୍ଲୀ: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ପିଏମ ନରେନ୍ଦ୍ର ମୋଦୀ ଆସନ୍ତା ୬ ଜୁଲାଇରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚକ୍ରୋଶୀ ମାର୍ଗରେ!-->…
Read More...
Read More...
ଏଏନ୍-୩୨ ଦୁର୍ଘଟଣାସ୍ଥଳରେ ଅଟକି ରହିଛନ୍ତି ଉଦ୍ଧାରକାରୀ ଦଳ
ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖ ଦିନ ଅରୁଣାଚଳ ପ୍ରଦେଶରେ ବାୟୁସେନା ବିମାନ ଏଏନ୍ -୩୨ ଦୁର୍ଘଟଣାସ୍ଥଳକୁ ଏୟାର୍ଡ୍ରପ୍ ହୋଇଥିବା ୧୨ ଜଣିଆ ଉଦ୍ଧାରକାରୀ ଦଳ ଏ ପର୍ଯ୍ୟନ୍ତ ସେଠାରେ ଅଟକି ରହିଛନ୍ତି। ସେମାନଙ୍କ ନିକଟକୁ!-->…
Read More...
Read More...
ସରକାରୀ ବାସଭବନରୁ ବିଦାୟ ନେଲେ ସୁଷମା ସ୍ୱରାଜ
ନୂଆଦିଲ୍ଲୀ: ୮, ସଫଦରଗଞ୍ଜ ଲେନ୍ସ୍ଥିତ ସରକାରୀ ବାସଭବନରୁ ଚାଲି ଯାଇଛନ୍ତି ବୋଲି ଶନିବାର ଦିନ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଘୋଷଣା କରିଛନ୍ତି। ଆହୁରି ମଧ୍ୟ ସୁଷମା ସ୍ୱରାଜ କହିଛନ୍ତି ଯେ ପୁରୁଣା!-->…
Read More...
Read More...
ଓଡ଼ିଆ ପୁଅ ହେଲେ ତାମିଲନାଡୁ ଡିଜିପି
ଚେନ୍ନାଇ: ତାମିଲନାଡୁର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଆଇପିଏସ୍ ଜଳଦ କର ତ୍ରିପାଠୀ। ଜୁଲାଇ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ। ୧୯୮୫ ବ୍ୟାଚ୍ର ତାମିଲନାଡୁ!-->…
Read More...
Read More...
ବିବାହ ଭୋଜି ଖାଇ ୬୦ ଅସୁସ୍ଥ
ଦୁମକା: ଝାଡ଼ଖଣ୍ଡର ଦୁମକାରେ ଏକ ବିବାହ ଭୋଜିରେ ବିଷାକ୍ତ ଖାଦ୍ୟ ଖାଇ ୬୦ ଜଣ ଲୋକ ଏକକାଳୀନ ଅସୁସ୍ଥ ହୋଇଥିବାର ଖବର ମିଳିଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଲାଗି ପଠାଯାଇଛି । ସେହି ବିବାହ ଭୋଜିରେ ପ୍ରସ୍ତୁତ!-->…
Read More...
Read More...
ପାଚେରି ଭୁଶୁଡ଼ି ୧୫ ମୃତ
ପୁଣେ: ମହାରାଷ୍ଟ୍ରର ପୁଣେର କୋନ୍ଧୱାରେ ଏକ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସର ପାଚେରି ଭୁଶୁଡ଼ି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪ ଜଣ ଶିଶୁ ବି!-->…
Read More...
Read More...
