Browsing Category

National

ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପିତ ହେବାପରେ ପରେ ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୧୦ ପଇସା କମିଛି । ଗତକାଲି ଏହାର ମୂଲ୍ୟ ୭୧ ଟଙ୍କା…
Read More...

ଜଳରେ ଭାସୁଛି ମାୟାନଗରୀ

ମୁମ୍ବାଇ: ଆଜି (ସୋମବାର) ସକାଳୁ ପୁଣି ଥରେ ପ୍ରବଳରୁ ଅତିପ୍ରବଳ ବର୍ଷା ମାୟାନଗରୀ ମୁମ୍ବାଇର ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇବା ସହ ସ୍ୱାଭାବିକ ଜୀବନ ଯାତ୍ରାକୁ ଠପ୍‌ କରି ଦେଇଛି। ଅତିପ୍ରବଳ ବର୍ଷା…
Read More...

ଜୁଲାଇ ୧୫ରେ ଲଂଚ ହେବ ଚନ୍ଦ୍ରାୟନ-୨: ପ୍ରଥମ ଫଟୋ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଜୁଲାଇ ୧୫ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରାୟନ ୨ ଲଂଚ୍ କରିବାକୁ ଯାଉଛି । ଆଜି ଏହାର ଫଟୋ ଇସ୍ରୋ ୱେବସାଇଟ୍ ପକ୍ଷରୁ ଜାରୀ କରାଯାଇଛି । ପାଖାପାଖି ୧ହଜାର କୋଟି ଟଙ୍କା ବିନିଯୋଗ…
Read More...

ପୋଲ ତଳକୁ ଖସିଲା ବସ୍‌: ୨୯ ମୃତ, ୨୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ୍‌ରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ବେଳେ ଆଗ୍ରାର ଝରଣା ନାଳରେ ଖସି ପଡ଼ିଥିଲା। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
Read More...

କାରରେ ବିସ୍ଫୋରଣ: ୮ଜଣ ସୁରକ୍ଷାକର୍ମୀଙ୍କ ସହିତ ୧୨ଜଣଙ୍କ ମୃତ୍ୟୁ

କାବୁଲ: ତାଲିବାନ୍‌ ରବିବାର ଆଫଗାନିସ୍ତାନର ଗଜନୀ ନିକଟରେ କାର ବୋମା ବିସ୍ଫୋରଣ କରାଇଛି। ଏହି ବିସ୍ଫୋରଣରେ ପାଖାପାଖି ୮ ଆଫଗାନ ସୁରକ୍ଷାକର୍ମୀଙ୍କ ସମେତ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଏଥିରେ…
Read More...

ମିଳିଲା ପ୍ରମାଣ, ଦାଉଦ ଲୁଚିଛି ପାକିସ୍ତାନରେ

ନୂଆଦିଲ୍ଲୀ:କୁଖ୍ୟାତ ଅପରାଧୀ ଦାଉଦ ଇବ୍ରାହିମ ପାକିସ୍ତାନରେ ଲୁଚିଥିବାନେଇ ଭାରତକୁ ଠୋସ୍ ପ୍ରମାଣ ମିଳିଛି । ଭାରତର ଗୁଇନ୍ଦା ସଂସ୍ଥାକୁ ଦାଉଦର ଏକ ଫଟୋ ମିଳିଛି, ଯେଉଁଥିରେ ସେ ସୁସ୍ଥ ଥିବା ଦେଖାଯାଉଛି । ପୂର୍ବରୁ…
Read More...

ଦେଶରେ ପ୍ରଚଳିତ ହେବ ନୂଆ କଏନ: ଦୃଷ୍ଟିହୀନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

ନୂଆଦିଲ୍ଲୀ:  ଲୋକସଭାରେ ବଜେଟ୍‌ ଉପସ୍ଥାପନ କରିବା ବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି ବଜାରକୁ ଖୁବ୍‌ ଶୀଘ୍ର ନୂଆ ୧, ୨, ୫, ୧୦ ଓ ୨୦ ଟଙ୍କିଆ କଏନ୍‌ ଆସିବ। ଏହି କଏନ୍‌ ଦୃଷ୍ଟିହୀନଙ୍କ ସକାଶେ ଖୁବ…
Read More...

ଅମରନାଥର ଯାତ୍ରୀଙ୍କ ଢାଲ ସାଜିଲେ ଯବାନ

ନୂଆଦିଲ୍ଲୀ: ଦେଶର ଯବାନମାନେ କେମିତି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଚଢ଼ାଇ ଦିଅନ୍ତି, ତା’ର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷାକର୍ମୀମାନେ ପାହାଡ଼…
Read More...

ଲୋକସଭାରେ ଆଶା ଓ ଅଙ୍ଗନୱାଡିଙ୍କ ଦରମା ବଢ଼ାଇବାକୁ ମତ ରଖିଲେ ସାଂସଦ ପ୍ରମିଳା ବିଷୋୟୀ

ନୂଆଦିଲ୍ଲୀ: ସଂସଦରେ ପ୍ରଥମ ଅଭିଭାଷଣ ରଖିଲେ ପ୍ରମିଳା ବିଷୋୟୀ । ଆସିକା ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ବିଷୋୟୀ ଆଜି ଗୃହରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ…
Read More...

ଆତଙ୍କୀ ହାଫିଜ ଉପରେ ପଞ୍ଝା କଷିଲା ପାକିସ୍ତାନ

ଇସ୍‌ଲାମାବାଦ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଚାପରେ ଚେପା ହୋଇଛି। ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସର ବ୍ଲାକ୍‌ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ସରକାର ମୁମ୍ବାଇ ଆକ୍ରମଣର…
Read More...

ଗୌରୀ ଲଙ୍କେଶ ମାନହାନି ମାମଲା: କୋର୍ଟରେ ହାଜର ହେଲେ ରାହୁଲ

ମୁମ୍ବାଇ: ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ପଛରେ ବିଜେପି ଓ ଆରଏସ୍‌ଏସ୍‌ର ହାତ ଥିବା କହି ବିବାଦ ସୃଷ୍ଟି କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କୋର୍ଟରେ ହାଜର ହୋଇଛନ୍ତି। ରାହୁଲଙ୍କ ଏଭଳି…
Read More...

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର:ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ତିନି ଠାକୁର । ବଡ଼ଚ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାକୁ ନେଇ ମାଉସୀ ଘରକୁ ଯିବେ କାଳିଆ ଠାକୁର । ଏଥିପାଇଁ ଉଛୁଳି ପଡ଼ୁଛି…
Read More...

ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ଗୃହମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ଅହମ୍ମଦାବାଦ:   ମହାପ୍ରଭୁ କାଳିଆ ହେଉଛନ୍ତି ସମସ୍ତଙ୍କ ଠାକୁର। ଭକ୍ତିରେ ଯିଏ ଡାକିଲା ତା’ ସହ ଭଗବାନଙ୍କ ଭାବ ଦିଆନିଆ ଚାଲେ। ତେଣୁ କାଳିଆ ସାଆନ୍ତେଙ୍କୁ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି ପୂଜନ୍ତି ଭକ୍ତ।…
Read More...

କୃଷକଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାରଙ୍କ ଆଉ ଏକ ପ୍ରମୁଖ ପଦକ୍ଷେପ

ନୂଆଦିଲ୍ଲୀ: କୃଷକଙ୍କ ଆୟ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ…
Read More...