Browsing Category
National
କୃଷକଙ୍କୁ ମୋଦୀଙ୍କ ଉପହାର: ଧାନ ସମେତ ୧୪ଟି ଶସ୍ୟର ବଢିଲା ଏମଏସପି
ନୂଆଦିଲ୍ଲୀ : ନିର୍ବାଚନରେ ବିପୁଳ ବିଜୟ ପରେ କେନ୍ଦ୍ରର ଏନଡିଏ ସରକାର ଚାଷୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ ଧାନ ସମେତ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି!-->…
Read More...
Read More...
ଓଡ଼ିଆ ଭାଷାରେ ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ରାୟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦେଉଥିବା ବିଭିନ୍ନ ରାୟ ଏଣିକି ଓଡ଼ିଆ ସମେତ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ। ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ଶେଷ ଭାଗରୁ ହିଁ ସୁପ୍ରିମକୋର୍ଟଙ୍କ!-->…
Read More...
Read More...
ଲାହୋର ଏୟାର୍ପୋର୍ଟରେ ଗୁଳି ଚଳାଇଲେ ବନ୍ଧୁକଧାରୀ: ୨ ନିହତ
ଲାହୋର: ବୁଧବାର ଦିନ ଲାହୋରସ୍ଥିତ ଆଲ୍ଲାମା ଇକ୍ବାଲ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ଦୁଇ ଜଣ ଲୋକ ନିହ ହୋଇଛନ୍ତି। ସନ୍ଦିଗ୍ଧଜଣକ ବିମାନ ବନ୍ଦରର ଲାଉଞ୍ଜ୍ ମଧ୍ୟରେ ଗୁଳି ଚଳାଇ ଥିଲେ।!-->…
Read More...
Read More...
ଯୋଗୀ ସରକାରଙ୍କର ଦୃଢ଼ ପଦକ୍ଷେପ : ୬୦୦ ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୨୦୦ ଛଟେଇ
ଲକ୍ଷ୍ନୌ: ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭ୍ରଷ୍ଟାଚାରରେ ଲିପ୍ତଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପର୍ଯ୍ୟନ୍ତ ସୁଦ୍ଧା ୬୦୦ ଅଧିକାରୀ ଏବଂ କାର୍ଯ୍ୟକର୍ତାଙ୍କ!-->…
Read More...
Read More...
ଡ୍ୟାମ୍ ଭୁଶୁଡ଼ି ୬ ମୃତ, ୨୩ ନିଖୋଜ
ମୁମ୍ବାଇ : ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୁମ୍ବାଇରୁ ୨୫୦ କି.ମି ଦୂର ତଥା ଆରବ ସାଗର ନିକଟବର୍ତ୍ତୀ ରତ୍ନଗିରି ଜିଲ୍ଲାରେ ଥିବା ତିୱାରେ ଡ୍ୟାମ୍ ବନ୍ଧ ଭାଙ୍ଗି ଯାଇ ବ୍ୟାପକ!-->…
Read More...
Read More...
ରାହୁଲଙ୍କ ଇସ୍ତଫାକୁ ବିରୋଧ କରି ଏଭଳି କଲେ ପ୍ରଂଶସକ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ତାଙ୍କର ଜଣେ ପ୍ରଶଂସକ ଏକ ଅଦ୍ଭୂତ କାଣ୍ଡ ଘଟାଇଛନ୍ତି। ଗାନ୍ଧୀଙ୍କ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନିଷ୍ପତ୍ତିକୁ ବିରୋଧ କରି ଦିଲ୍ଲୀର କଂଗ୍ରେସ ମୁଖ୍ୟ!-->…
Read More...
Read More...
ଗୌରୀ ଲଙ୍କେଶ ହତ୍ୟା ମାମଲା: ଡାଏରୀରୁ ମିଳିଲା ନୂଆ ତଥ୍ୟ
ବେଙ୍ଗାଲୁରୁ: ସାମ୍ୱାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଗିରଫ ହୋଇଥିବା ସନ୍ଦିଗ୍ଧ ଅପରାଧୀ ଅମୋଲ କାଲେର ଡାଏରୀରୁ ମିଳିଛି କିଛି ସାଂଘାତିକ ତଥ୍ୟ। ହତ୍ୟାକାରୀର ଟାର୍ଗେଟରେ କେବଳ ଗୌରୀ ଲଙ୍କେଶ ନଥିଲେ, ବରଂ ୩୬!-->…
Read More...
Read More...
ବିଧାୟକ ଆକାଶଙ୍କ ଆଚରଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ, କହିଲେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିଆ ନିକଟରେ ସରକାରୀ ଅଧିକାରୀଙ୍କୁ କ୍ରିକେଟ ବ୍ୟାଟରେ ବାଡ଼େଇବା ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ଦଳୀୟ ବିଧାୟକଙ୍କ ଏପରି କାର୍ଯ୍ୟକୁ କଡ଼଼ା!-->…
Read More...
Read More...
ଅମିତ ଶାହାଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ବିଦିଶା ଜିଲ୍ଲା ଗଂଜବାସୌଦାର ବିଧାୟକ ଲୀନା ଜୈନଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଡାକରେ ଏକ ଚିଠି ପଠାଇଛନ୍ତି । ଏହି ଚିଠିରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବମ୍ରେ ଉଡାଇବା ଧମକ!-->…
Read More...
Read More...
ବାଇକ୍ ପାର୍କିଙ୍ଗ୍ କୁ ନେଇ ୧୦୦ ବର୍ଷ ତଳର ମନ୍ଦିର ଭାଙ୍ଗିଦେଲେ
ନୂଆଦିଲ୍ଲୀ: ସାମାନ୍ୟ ବାଇକ୍ ପାର୍କିଙ୍ଗ୍ କାରଣରୁ ୧୦୦ ବର୍ଷ ତଳର ଏକ ମନ୍ଦିରକୁ ଭାଙ୍ଗିଦେଲେ ଲୋକେ । ଦିଲ୍ଲୀର ଚାନ୍ଦନିଚୌକ ଅଞ୍ଚଳରେ ମନ୍ଦିର ଆଗରେ ବାଇକ୍ ପାର୍କିଙ୍ଗକୁ ନେଇ ଦୁଇ ସଂପ୍ରଦାୟ ଭିତରେ ପାଟିତୁଣ୍ଡ ହୋଇଥିଲା!-->…
Read More...
Read More...
କାନ୍ଥ ଭୁଶୁଡ଼ି ୩୪ ମୃତ, ୩୦ରୁ ଅଧିକ ଆହତ: ପୀଡ଼ିତ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା
ମୁମ୍ୱାଇ: ବର୍ଷାରେ ବେହାଲ ହେଲା ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ। ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାୟାନଗରୀ। ଖବର ଲେଖାହେବା ଯାଏ ବର୍ଷା କାରଣରୁ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୦ରୁ ଅଧିକ ଲୋକ!-->…
Read More...
Read More...
ଭାରତରେ କମିଲା ସୁନା ଦର
ନୂଆଦିଲ୍ଲୀ : ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢେଇ ଶେଷ ହେବାର ଆଶା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇଛି । ଏହାର ପ୍ରଭାବ ଘରୋଇ ବଜାରେ ଉପରେ ପଡିଛି ଓ ଗତ କିଛି ଦିନ ଧରି ବଢିଚାଲିଥିବା ସୁନା ଦର ଉପରେ!-->…
Read More...
Read More...
କୋଇଲା ଆବଣ୍ଟନ ଦୁର୍ନୀତି: ନବୀନ ଜିନ୍ଦଲଙ୍କ ସମେତ ୫ଜଣକ ବିରୁଦ୍ଧରେ ଦାଖଲ ହେବ ଅଭିଯୋଗ ପତ୍ର
ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ନବୀନ ଜିନ୍ଦଲଙ୍କ ସମେତ ଅନ୍ୟ ପାଞ୍ଚ ଜଣକ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଭରତ ପରାଶର ସେମାନଙ୍କ!-->…
Read More...
Read More...
ବିଶ୍ୱନାଥନଙ୍କୁ ଡେପୁଟୀ ଗଭର୍ଣ୍ଣର ପାଇଁ ପୁନଃ ନିଯୁକ୍ତି ଦେଲା ଆରବିଆଇର
ନୂଆଦିଲ୍ଲୀ: ଏକ ବର୍ଷ ପାଇଁ ଏନଏସ ବିଶ୍ୱନାଥନଙ୍କୁ ଆରବିଆଇର ଡେପୁଟୀ ଗଭର୍ଣ୍ଣର ନିଯୁକ୍ତ କରାଯାଇଛି । ବିଶ୍ୱନାଥନଙ୍କୁ ଏହି ଦାୟିତ୍ୱ ଦ୍ୱିତୀୟଥର ପାଇଁ ଦିଆଯାଇଛି । ଏହା ପୂର୍ବରୁ ବିଶ୍ୱନାଥନଙ୍କୁ ଚାରି ଜୁଲାଇ!-->…
Read More...
Read More...
