Browsing Category

National

ଡାକ୍ତର ଓ ହସ୍ପିଟାଲରେ ସୁରକ୍ଷା: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟ ଦେଶରେ ଡାକ୍ତରଙ୍କ ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତରେ ଶୁଣାଣି କରିବେ। ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସୂର୍ଯ୍ୟ କାନ୍ତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। …
Read More...

ଅଗଷ୍ଟ ୯ରେ ନିଲାମ ହେବ ଦାଉଦ ଇବ୍ରାହିମର ସମ୍ପତ୍ତି

ମୁମ୍ବାଇ: ଅଣ୍ଡରୱାର୍ଲଡ ଡନ ତଥା ୧୯୯୩ ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଦାଉଦ ଇବ୍ରାହିମର ଅନ୍ୟ ଏକ ସମ୍ପତ୍ତି ନିଲାମ ହେବାକୁ ଯାଉଛି | ସମଗଲିଙ୍ଗ ଏଣ୍ଡ ଫରେନ ଏକ୍ସଚେଂଜ ମେନିପୂଲେଟର୍ସ ଆଇନ ଅନୁଯାୟୀ ମୁମ୍ବାଇର ଭିଣ୍ଡି…
Read More...

ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ

କୋଲକାତା: କୋଲକାତା ସ୍ଥିତ ନୀଲ ରତ୍ନ ସରକାରୀ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ବିବାଦ ଏବେ ସାରା ଦେଶକୁ ବ୍ୟାପିଛି। ପରିଣାମସ୍ୱରୂପ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ(ଆଇଏମ୍‌ଏ)ର ଡାକ୍ତରମାନେ ୨୪ ଘଣ୍ଟିଆ…
Read More...

ସୋମବାରଠାରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ : ସୋମବାରଦିନ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଆଜି ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ କଂଗ୍ରେସ ନେତା…
Read More...

ଏନସେଫାଲାଇଟିସ୍‌ ଆତଙ୍କ: ୧୫ ଦିନରେ ୯୫ ଜଣଙ୍କ ମୃତ୍ୟୁ

ପାଟନା: ଅସହ୍ୟ ଗରମ ସାଙ୍ଗକୁ ବିହାରର ମୁଜାଫରନଗର ଓ ପଡ଼ୋଶୀ ଜିଲ୍ଲାରେ ଆକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ) ବେକାବୁ ହୋଇଛି। ଆଜି ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମୁଜାଫରନଗର ଯାଇ ଶ୍ରୀକୃଷ୍ଣା…
Read More...

ନିତି ଆୟୋଗର ୫ମ ବୈଠକ : ୨୦୨୪ ସୁଦ୍ଧା ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାର ଲକ୍ଷ୍ୟଧାର୍ଯ୍ୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନିତି ଆୟୋଗର ୫ମ ବୈଠକ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ବୈଠକରେ ମୋଦୀ କହିଥିଲେ, ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା…
Read More...

‘ବର୍ଷା ଜଳ ସଂରକ୍ଷଣ’ ପାଇଁ ଗାଁ ମୁଖିଆଙ୍କୁ ଚିଠି ଲେଖିଲେ ମୋଦି

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଜଳ ସଂକଟକୁ ଆଖି ଆଗରେ ରଖି ଠିକ୍‌ ବର୍ଷାଦିନ ଆଗରୁ ଗାଁ ମୁଖିଆମାନଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଲେଖିଛନ୍ତି ମୌସୁମୀ ଆସିବା ପୂର୍ବରୁ ବୃହତ୍ ପରିମାଣର ବର୍ଷାଜଳ…
Read More...

ଆହତ ଡାକ୍ତରଙ୍କୁ ଭେଟିବେ ମମତା!

କୋଲକାତା: ପଶ୍ଚିମବଙ୍ଗରେ ଦୁଇ ଜଣ ଜୁନିୟର ଡାକ୍ତରଙ୍କୁ ମରଣାନ୍ତ ଆକ୍ରମଣ କରିବା ଘଟଣା ବିରୋଧରେ ପୂରା ଦେଶରେ ଡାକ୍ତରଙ୍କ ମହଲରେ ଆକ୍ରୋଶ ଭରି ରହିଛି। ଜାଗା ଜାଗାରେ ଧାରଣ ପ୍ରଦର୍ଶନ ଓ ହଡ଼ତାଳ ଜାରି ରହିଛି। ଏହା…
Read More...

ଗାଡ଼ି ରେଜିଷ୍ଟ୍ରେସନ ପାଇଁ ୨ଟି ହେଲମେଟ୍ ବାଧ୍ୟତାମୂଳକ

ଭୋପାଲ: ମଧ୍ୟପ୍ରଦେଶରେ ଦୁଇ ଚକିଆ ଗାଡ଼ି ପଞ୍ଜିକରଣ କରିବା ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଏଣିକି ଗାଡ଼ି ପଞ୍ଜିକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ପାଖରେ ଦୁଇଟି ହେଲମେଟ୍ ଅଛି କି ନାହିଁ, ତାର…
Read More...

ପଶ୍ଚିମବଙ୍ଗରେ ୭୦୦ ଡାକ୍ତର ଦେଲେ ଇସ୍ତଫା

କୋଲକାତା:ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଆନ୍ଦୋଳନ ସାରା ଦେଶରେ ବ୍ୟାପି ଯାଇଛି । ସେପଟେ ପଶ୍ଚିମବଙ୍ଗରେ ରୋଗୀ ସେବା ଠପ୍‌ ହେବାକୁ ବସିଲାଣି । ହିଂସାର ଶୀକାର ହୋଇଥିବା ଜୁନିୟର୍‌ ଡାକ୍ତରଙ୍କୁ ସମର୍ଥନ ଜଣାଇ…
Read More...

ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା ବାନାର୍ଜୀ ଓ କେସିଆର୍‌

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଙ୍ଗ୍‌ କାଉନ୍‌ସିଲ୍‌ ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତେଲେଙ୍ଗାନାର…
Read More...

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୭ ମୃତ

ଭଦୋଦରା: ଗୁଜୁରାଟର ଭଦୋଦରାରେ ଅଘଟଣ ଏକ ହୋଟେଲର ସେପ୍ଟିକ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଭଦୋଦରାର ଫରାତିକୁଇ ଗାଁରେ ଥିବା ଏକ ହୋଟେଲର ସେପ୍ଟିକ ଟାଙ୍କି ସଫା…
Read More...

ବିହାରରେ ଥମୁନି ଏନସେଫାଲାଇଟିସ ଆତଙ୍କ, ଗଲାଣି ୬୭ ଶିଶୁଙ୍କ ଜୀବନ

ପାଟନା: ବିହାରର ମୁଜାଫରନଗର ଜିଲ୍ଲାରେ ଆତଙ୍କ ଖେଳାଇଛି ଆକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ)। ଏହି ରୋଗରେ ଆକ୍ରାନ୍ତ ହୋଇ ଏଯାଏ ୬୭ ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି।ହାଇପୋଗ୍ଲାଇସିମିଆ ବା ରକ୍ତଚାପ ବହୁତ…
Read More...

ପୁଣି ଗୁଜରାଟ ଫେରୁଛି ବାତ୍ୟା ‘ବାୟୁ’

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବାୟୁ’ ସମୁଦ୍ର ମଝିରେ ପୁଣି ରାସ୍ତା ବଦଳାଇଛି। ଗତ ଗୁରୁବାର ବାତ୍ୟା ଗୁଜରାଟରେ ସ୍ଥଳଭାଗ ନ ଛୁଇଁ ପଶ୍ଚିମ ଦିଗକୁ ମୋଡ଼ ବଦଳାଇ ପାକିସ୍ତାନ ଏବଂ ଓମାନ ଅଭିମୁଖେ ଯାଇଥିଲା। କିନ୍ତୁ ସମୁଦ୍ରରେ…
Read More...