Browsing Category

National

ହିଣ୍ଡାଲକୋକୁ ‘ସଷ୍ଟେନେବିଲିଟି ଲିଡରଶିପ୍’ଆୱାର୍ଡ

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପକୁ ଆଉ ଏକ ବଡ ସଫଳତା । ଆଦିତ୍ୟ ର୍ବିଲା ଗ୍ରୁପର ହିଣ୍ଡାଲକୋକୁ ମିଳିଲା ସମ୍ମାନ ଜନକ ‘ଫ୍ରଷ୍ଟ ଆଣ୍ଡ ସୁଲିଭାନ ଓ ଟେରି ସଷ୍ଟେନେବିଲିଟି ୪.୦ ଆୱାର୍ଡ- ୨୦୧୯’ । ମୁମ୍ବାଇ ଠାରେ…
Read More...

୧୭ରେ ସାରା ଦେଶରେ ବିକ୍ଷୋଭ କରିବେ ଡାକ୍ତର

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ପୂରା ଦେଶରେ ଡାକ୍ତର କରିବେ ବିକ୍ଷୋଭ । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୧୭ ତାରିଖରୁ ୧୮ ତାରିଖ ସକାଳ ଯାଏଁ ଏହି ବିକ୍ଷୋଭ ଜାରି ରହିବ ବୋଲି ସ୍ପଷ୍ଟ…
Read More...

ସାହିତ୍ୟ ଅକାଦେମିର ଘୋଷଣା: ବୀରେନ୍ଦ୍ର ସାମନ୍ତରାୟ ପାଇବେ ବାଲ୍‌ ସାହିତ୍ୟ ପୁରସ୍କାର, ଶିଶିରଙ୍କୁ ଯୁବ ପୁରସ୍କାର

ନୂଆଦିଲ୍ଲୀ : ସାହିତ୍ୟ ଅକାଦେମି ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ବାଲ୍‌ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଆଜି ଘୋଷଣା କରାଯାଇଛି। ଚଳିତ ବର୍ଷ ଲାଗି ଦେଶର ୨୩ଟି ଭାଷାର ସାହିତ୍ୟିକଙ୍କୁ ଯୁବ ପୁରସ୍କାର…
Read More...

ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମାରେ ଶୁକ୍ରବାର ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ…
Read More...

୪ର୍ଥ ଦିନରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧର୍ମଘଟ: ଦେଶବ୍ୟାପୀ ସମର୍ଥନ

କୋଲକାତା: ପଶ୍ଚିମବଙ୍ଗର କୋଲକାତା ଏନଆରଏସ ମେଡିକାଲ କଲେଜରେ ଡାକ୍ତରମାନଙ୍କୁ ଆକ୍ରମଣ ଘଟଣାକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ରାଜ୍ୟରେ ଡାକ୍ତରମାନଙ୍କ ଧର୍ମଘଟ ଶୁକ୍ରବାର ୪ର୍ଥ ଦିନରେ ପହଞ୍ଚିଛି।…
Read More...

ଜେଇଇ ଆଡଭାନ୍ସଡ ଫଳ ପ୍ରକାଶ: କାର୍ତ୍ତିକେୟ ଗୁପ୍ତା ଟପ୍ପର

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଆଡଭାନ୍ସଡ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମହାରାଷ୍ଟ୍ରର ଛାତ୍ର କାର୍ତ୍ତିକେୟ ଗୁପ୍ତା ସର୍ବୋଚ୍ଚ ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ଜେଇଇ-ମେନ ୨୦୧୯…
Read More...

ଇଏସଆଇରେ ଯୋଗଦାନ ୬.୫%ରୁ ୪%କୁ କମିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇ)ରେ ଯୋଗଦାନକୁ ୬.୫ ପ୍ରତିଶତରୁ ହ୍ରାସ କରି ୪ ପ୍ରତିଶତ କରିଛନ୍ତି । ଅର୍ଥାତ ଇଏସଆଇ ପାଇଁ ଦରମାର ୬.୫ ପ୍ରତିଶତ ବଦଳରେ…
Read More...

ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ:ସାଧାରଣ ଲୋକଙ୍କ ପାଇଁ ଆଧାରକୁ ଅଧିକ ଅନୁକୂଳ କରିବା ଲାଗି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି…
Read More...

ମହାକାଶରେ ନିଜର ଗବେଷଣା କେନ୍ଦ୍ର ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ: ମହାକାଶରେ ଭାରତ ନିଜର ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନିର୍ମାଣ କରିବ । ଇସ୍ରୋର ଅଧ୍ୟକ୍ଷ ଶିବନ ଏ ବିଷୟରେ ସୂଚନା ଦେଇଛନ୍ତି । ଗଗନଯାନ ମିଶନକୁ ଆହୁରି ବୃଦ୍ଧି କରାଯିବ । ମାନବ ପ୍ରେରଣ ଅନ୍ତରୀକ୍ଷ ମିଶନ ପରେ…
Read More...

ଏଏନ-୩୨ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ବାୟୁସେନାର ସ୍ବତନ୍ତ୍ର ବିମାନ: ଓଡ଼ିଆ ପାଇଲଟଙ୍କ ସମେତ ୧୩ ମୃତ ଘୋଷିତ

ଇଟାନଗର: ଗତ ୩ ତାରିଖରେ ନିଖୋଜ ହୋଇଥିବା ଏଏନ-୩୨ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ବାୟୁସେନାର ସ୍ବତନ୍ତ୍ର ବିମାନ। ଗତ ମଙ୍ଗଳବାର ସି ୟୋମି ଜିଲାର ପାୟୁମ ରିଜିଅନ ଅନ୍ତର୍ଗତ ଗାଟେର ୧୨ରୁ ୧୫ କିଲୋମିଟର ପଶ୍ଚିମ ଏବଂ…
Read More...

କିର୍ଗିଜସ୍ତାନ ଗସ୍ତରେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କିର୍ଗିଜସ୍ତାନ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କିର୍ଗିଜସ୍ତାନ ରାଜଧାନୀ ବିସ୍କେକଠାରେ ହେବାକୁ ଥିବା ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବେ।…
Read More...

ଦିଗ ବଦଳାଇଲା ‘ବାୟୁ’; ସ୍ଥଳଭାଗ ନ ଛୁଇଁ ପାକିସ୍ତାନ ଓ ଓମାନ ଆଡକୁ ମୁହାଁଇଲା

ଗାନ୍ଧୀନଗର: ଗୁଜରାଟ ପ୍ରତି ‘ବାୟୁ’ ବିପଦ ଟଳିଛି। ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟରେ ଲ୍ୟାଣ୍ଡଫଲ କରିବ ନାହିଁ। ବୁଧବାର ବିଳମ୍ବିତ ରାତିରେ ଏହି ‘ବାୟୁ’ ଦିଗ ପରିବର୍ତ୍ତନ କରି ପାକିସ୍ତାନ ଏବଂ ଓମାନ ଆଡ଼କୁ ମୁହାଁଇଛି।…
Read More...

ନୀରବ ମୋଦୀଙ୍କୁ ପୁଣି ଝଟକା, ଲଣ୍ଡନ କୋର୍ଟରେ ଚତୁର୍ଥ ଥର ଜାମିନ ଆବେଦନ ଖାରଜ

ଲଣ୍ଡନ : ପିଏନ୍‍ବି ବ୍ୟାଙ୍କ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସ୍‍ (ଲଣ୍ଡନ ହାଇକୋର୍ଟ)ରୁ ଏକ ବଡ଼ ଝଟକା ଲାଗିଛି। ଲଣ୍ଡନ କୋର୍ଟ ନୀରବ ମୋଦୀଙ୍କ…
Read More...

ଆତଙ୍କବାଦୀ ହମଲାରେ ଯବାନ ସହିଦ, ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ଏକ ଆତ୍ମଘାତି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ଆଉ ୪ ଜଣ ଆହତ ହୋଇଛନ୍ତି । ବସଷ୍ଟାଣ୍ଡ ନିକଟରେ ପେଟ୍ରୋଲିଂ…
Read More...