Browsing Category
National
ଜୁଲାଇ ୧୫ରେ ଚନ୍ଦ୍ରଯାନ-୨ ଉତ୍କ୍ଷେପଣ କରିବ ଇସ୍ରୋ
ବେଙ୍ଗାଲୁରୁ : ଚନ୍ଦ୍ରଯାନ -୨ ଉତକ୍ଷେପଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଆସନ୍ତା ମାସ ୧୫ ତାରିଖ ଦିନ ୨ଟା ୫୧ ମିନିଟ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨ର ଉତକ୍ଷେପଣ!-->…
Read More...
Read More...
ପୁଲିସର ବର୍ବରତା: ସାମ୍ବାଦିକଙ୍କୁ ମାଡ଼ ମାରି ମୁହଁରେ ପରିସ୍ରା କଲେ
ଲକ୍ଷ୍ନୌ: ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଉତ୍ତରପ୍ରଦେଶରେ କ୍ରମାଗତ ୨ଟି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ!-->…
Read More...
Read More...
ବିହାରରେ ଜାପାନିଜ ଏନସେଫାଲାଇଟିସ ଆତଙ୍କ, ୩୧ ଶିଶୁ ମୃତ
ପାଟନା: ବିହାରର ମୁଜଫପୁରରେ ଜାପାନିଜ ଏନସେଫାଲାଇଟିସ ଆତଙ୍କ ସୃଷ୍ଟି କରିଛି। ବିଗତ ୧୦ ଦିନ ମଧ୍ୟରେ ଏହି ଜ୍ଵରରେ ୩୧ ଶିଶୁଙ୍କ ମୃତ୍ୟୁ ଘଟିଛି। ମେଡିକାଲ କଲେଜ ଅଧୀକ୍ଷକ ସୁନୀଲ ଶାହିଙ୍କ ସୂଚନା ଅନୁସାରେ, ଗତ ୨ ତାରିଖରୁ!-->…
Read More...
Read More...
ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧିକୁ ୟୁପି କ୍ୟାବିନେଟର ସ୍ୱୀକୃତି
ଲକ୍ଷ୍ନୌ: ଉତ୍ତର ପ୍ରଦେଶ କ୍ୟାବିନେଟ ମଙ୍ଗଳବାର ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଏକ ସହ ଟଙ୍କା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୂଷ୍ଠିତ ବୈଠକରେ ଅନ୍ୟ କେତେକ ପ୍ରସଙ୍ଗରେ!-->…
Read More...
Read More...
ପୁଣି ୩୦ରୁ ମୋଦିଙ୍କ “ମନ୍ କୀ ବାତ୍”
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ପୁଣିଥରେ ଆରମ୍ଭ ହେବ। ଚଳିତ ମାସ ଶେଷ ରବିବାର ଅର୍ଥାତ ୩୦ ତାରିଖରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ଯଥାରୀତି!-->…
Read More...
Read More...
ଲିପୋରେ ମିଳିଲା ନିଖୋଜ AN-32 ବିମାନର ଭଗ୍ନାବଶେଷ
ନୂଆଦିଲ୍ଲୀ : ନିଖୋଜ ବିମାନର ମିଳିଳା ଭଗ୍ନାବଶେଷ। ଅରୁଣାଚଳ
ପ୍ରଦେଶର ଲିପୋରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଠାବ କରାଯାଇଛି। ଏହାକୁ ବାୟୁ ସେନାର
ନିଖୋଜ ବିମାନ AN-32 ର ଭଗ୍ନାବଶେଷ ବୋଲି କୁହାଯାଉଛି। ଜୁନ ୩ରେ!-->…
Read More...
Read More...
୧୩ରେ ପୋର ବନ୍ଦର ଦେଇ ପଶିବ ସ୍ଥଳ ଭାଗକୁ ସାମୁଦ୍ରିକ ଝଡ଼ ବାୟୁ
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବାୟୁ କ୍ରମେ ଅଧିକରୁ ଅଧିକ ଘନୀଭୂତ ହେବା ସହ ଭୟଙ୍କର ରୂପ ନେଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଇଛି। ବର୍ତ୍ତମାନ ଗୁଜୁରାଟ ଉପକୂଳ ଠାରୁ ଦକ୍ଷିଣରେ ୬୫୦ କିଲୋମିଟର!-->…
Read More...
Read More...
ନେପାଳ କାଠମାଣ୍ଡୁରେ ବସ୍ ଦୁର୍ଘଟଣାରେ ୨ ଓଡିଆ ମୃତ
ଖୋର୍ଦ୍ଧା ଓ ଡେଲାଙ୍ଗ ଅଞ୍ଚଳରୁ ୬୦ ଜଣ ନେପାଳ ବୁଲିବାକୁ
ଯାଇଥିଲେଭୁବନେଶ୍ବର : ନେପାଳ
କାଠମାଣ୍ଡୁରେ ବସ୍ ଦୁର୍ଘଟଣାରେ ୨ ଓଡିଆ ମୃତ । ମୃତକ ଡେଲାଙ୍ଗ ଥାନା ଅନ୍ତର୍ଗତ ଯମୁନା ଗାଁର
ବିଜୟ ଜେନା । ଅନ୍ୟ ଜଣେ ହେଉଛନ୍ତି!-->!-->!-->…
Read More...
Read More...
ଲୋକସଭାର ଅସ୍ଥାୟୀ ବାଚସ୍ପତି ହେଲେ ବୀରେନ୍ଦ୍ର କୁମାର
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବିଜେପି ସାଂସଦ ଡ. ବୀରେନ୍ଦ୍ର କୁମାର ଖାଟକେଙ୍କୁ ସପ୍ତଦଶ ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଚୟନ କରାଯାଇଛି। ୬୫ ବର୍ଷିୟ ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶର ଟିକାମଗଡ଼ ଲୋକସଭା ଆସନରୁ ୬ ଥର!-->…
Read More...
Read More...
ଫେଲ ମାଗିଲା ୧୦୯ ଘଣ୍ଟାର ଅପରେସନ : ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲରେ ଖସିପଡିଥିବା ଫତେହବୀର
ପଞ୍ଜାବ : ୧୦୯ ଘଣ୍ଟାର ଅପରେସନ । ପଞ୍ଜାବ ସଙ୍ଗରୁର ଭଗବାନପୁରା ଅଞ୍ଚଳରେ
୧୫୦ଫୁଟ ଗଭୀର ବୋରୱେଲରେ ଖସିପଡିଥିବା ଶିଶୁ ଉଦ୍ଧାର ହେଲା । ହେଲେ ଜୀବନ
ଯୁଦ୍ଧରେ ହାରିଗଲା ଫତେହବୀର।ବାପାମାଆ ଗୋଟିଏ ବୋଲି ପୁଅର ନାଁ!-->!-->!-->…
Read More...
Read More...
କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା : ୬ ଜଣ ଦୋଷୀଙ୍କ ଭିତରୁ ୩ଜଣଙ୍କୁ ଆଜୀବନ
୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତ । ସେମାନଙ୍କ ଭିତରୁ
ତିନି ଜଣଙ୍କୁ ଆଜୀବନ ୩!-->!-->!-->…
Read More...
Read More...
ଓଭାଲରେ ବିଜୟ ମାଲ୍ୟା
ଲଣ୍ଡନ : ଲଣ୍ଡନର ଓଭାଲଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ବିଶ୍ୱ କପ୍ କ୍ରିକେଟର ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେଉଛି । ତେବେ ଏହି ମ୍ୟାଚ ଦେଖିବା ପାଇଁ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଓଭାଲରେ!-->…
Read More...
Read More...
ଶ୍ରୀଲଙ୍କାରେ ପହଂଚିଲେ ମୋଦୀ: ଇଷ୍ଟର ବିସ୍ଫୋରଣରେ ମୃତକଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
କଲୋମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ଗତ ଏପ୍ରିଲ ୨୧ ତାରିଖ ଇଷ୍ଟର ରବିବାର ଦିନ ଘଟିଥିବା ବୋମା ବିସ୍ଫୋରଣ ଘଟଣା ପରେ ମୋଦୀ ପ୍ରଥମ ବିଦେଶୀ ପ୍ରଧାନମନ୍ତ୍ରୀ ଭାବେ!-->…
Read More...
Read More...
ନିଖୋଜ ବିମାନର ମିଳୁନି ପତ୍ତା, ସୂଚନାଦାତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ: ୭ ଦିନ ହେଲାଣି ନିଖୋଜ ହୋଇଛି ବାୟୁସେନାର ଏଏନ- ୩୨ ବିମାନ। ବହୁ ଖୋଜାଖୋଜି ପରେ ବିଫଳ ହେବାରୁ ଶେଷରେ ବାୟୁସେନା ନିଖୋଜ ବିମାନ ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି।
!-->!-->…
Read More...
Read More...
