Browsing Category
National
୬ ଦିନ ଭିତରେ ଗିରଫ ହୋଇପାରନ୍ତି ପୁଲିସ୍ କମିସନର ରାଜୀବ କୁମାର
କୋଲକାତା: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଆଇ) ହାତରେ ପୂର୍ବତନ କୋଲକାତା ପୁଲିସ୍ କମିସନର ରାଜୀବ କୁମାରଙ୍କ ବିଷୟରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ସିବିଆଇ ତଦନ୍ତରୁ ଜାଣିବାକୁ ପାଇଛି ଯେ!-->…
Read More...
Read More...
୩ ଆତଙ୍କବାଦୀ ନିହତ
ପୁଲୱାମା : ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଶନିବାର ଆତଙ୍କବାଦୀ ଓ ସେନା ମଧ୍ୟରେ ହୋଇଥିବା ଗୁଳିବିନିୟନରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଜଣେ ସେନା ଅଧିକାରୀଙ୍କ କହିବା ଅନୁସାରେ ପୁଲୱାମା ଜିଲା ଅବନ୍ତିପୋରାର!-->…
Read More...
Read More...
କେଦାରନାଥରେ ମୋଦୀ
ଉତ୍ତରାଖଣ୍ଡ : କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପହଞ୍ଚିଛନ୍ତି। ସେଠାରେ ସେ କେଦାରନାଥଙ୍କୁ ଦର୍ଶନ କରିବା ସହ ବିଶେଷ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ପ୍ରଧାନମନ୍ତ୍ରୀ!-->…
Read More...
Read More...
ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଲା ତାଇଓ୍ଵାନ୍ ପାର୍ଲାମେଣ୍ଟ୍
ତାଇପେଇ: ତୀବ୍ର ମତାନ୍ତର ସତ୍ତ୍ୱେ ଶୁକ୍ରବାର ଦିନ ସମଲିଙ୍ଗୀ ବିବାହକୁ ଆଇନ୍ରେ ପରିଣତ କରି ତାଇଓ୍ଵାନ୍ ଏସିଆରେ ପ୍ରଥମ ଦେଶ ହୋଇପାରିଛି। ସଂଖ୍ୟା ଗରିଷ୍ଠ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟିର ସାଂସଦମାନେ ଏହି!-->…
Read More...
Read More...
ମେ’ ୨୩ ଭୋଟ ଗଣତି ଦିନ ଦେଶରେ ଘଟିପାରେ ଆତଙ୍କବାଦୀ ହାମ୍ଲା
ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ ଅର୍ଥାତ୍ ୨୦୧୯ ଲୋକସଭା ନିର୍ବାଚନର ଭୋଟ ଗଣତି ଦିନ ଆତଙ୍କବାଦୀମାନେ ଜମ୍ମୁ- କଶ୍ମୀରରେ ଏକ ଆତଙ୍କବାଦୀ ହାମ୍ଲା ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ନେଇ ଭାରତୀୟ ଗୁଇନ୍ଦା!-->…
Read More...
Read More...
ଦିଲ୍ଲୀ ବିମାନ ବନ୍ଦରରୁ ୨୬ ଲକ୍ଷ ଟଙ୍କାର ସୁନା ଓ ସିଗାରେଟ ଜବତ
ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇ)ର କଷ୍ଟମ ଅଧିକାରୀମାନେ ଶୁକ୍ରବାର ସୁନା ଓ ସିଗାରେଟ ଚୋରା ଚାଲଣର ଏକ ବଡ଼ ଉଦ୍ୟମକୁ ପଣ୍ଡ କରିଛନ୍ତି। ଏହି ମାମଲାରେ କିର୍ଗିଜିସ୍ତାନର ଜଣେ!-->…
Read More...
Read More...
ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ପୋଷ୍ଟ ଲେଖିଥିବା ବିଜେପି ନେତା ଅନୀଲ ସୌମିତ୍ର ଦଳରୁ ନିଲମ୍ବିତ
ଭୋପାଳ : ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଫେସବୁକରେ ବିବାଦୀୟ ପୋଷ୍ଟ ଲେଖିଥିବା ମଧ୍ୟପ୍ରଦେଶ ବିଜେପି ମୁଖପାତ୍ର ଅନୀଲ ସୌମିତ୍ରଙ୍କୁ ଶୁକ୍ରବାର ଦଳରୁ ନିଲମ୍ବନ କରାଯାଇଛି।ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା!-->…
Read More...
Read More...
ହ୍ରାସ ପାଇଲା ପେଟ୍ରୋଲ ଦର
ନୂଆଦିଲ୍ଲୀ: ଆଜି ପେଟ୍ରୋଲ ଦର ୮ରୁ୯ ପଇସା ଶସ୍ତା ହୋଇଛି । କିନ୍ତୁ ଡିଜେଲର ଦାମରେ ୫-୬ ପଇସା ଅଭିବୃଦ୍ଧି ଘଟିଛି । ପ୍ରାୟ ୭ଦିନ ପରେ ଡିଜେଲ ଦାମରେ ପରିବର୍ତନ ଦେଖିବାକୁ ମିଳିଛି । ଗତକାଲି ଡିଜେଲ ଦାମରେ ୬ ପଇସାର ବୃଦ୍ଧି!-->…
Read More...
Read More...
ଶ୍ରୀନଗର ଏୟାରବେସ ଉପରେ ହୋଇପାରେ ଆକ୍ରମଣ !
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏବେ ପ୍ରାୟ ସମୟ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହେଉଛନ୍ତି | ଆଉ ସେନାର ଜୋରଦାର ଅପରେସନରେ ଆତଙ୍କବାଦୀମାନଙ୍କର ମୃତ୍ୟୁ ହେଉଥିବାର ଘଟଣା ସାମ୍ନାକୁ ଆସିଛି | ଅନୁପ୍ରବେଶ କରୁଥିବା!-->…
Read More...
Read More...
ବଢ଼ିଲା ରାଜୀବ କୁମାରଙ୍କ ଅଡୁଆ: ଗିରଫଦାରୀ ରୋକ ହଟାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସାରଦା ଚିଟ ଫଣ୍ଡ ମାମଲାରେ ପଶ୍ଚିମବଙ୍ଗର ଆଇପିଏସ ଅଧିକାରୀ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ରୋକ ହଟାଇ ଦେଇଛନ୍ତି। ଶୁକ୍ରବାର ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏବେ!-->…
Read More...
Read More...
୬ ଆତଙ୍କବାଦୀ ନିହତ
ଶ୍ରୀନଗର: କାଶ୍ମୀର ଘାଟିରେ ଗୁରୁବାର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଏନକାଉଣ୍ଟର ଘଟିଛି। ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହ ଜଣେ ଯବାନ ଶହୀଦ ହୋଇଛନ୍ତି। ନିହତ!-->…
Read More...
Read More...
ସହିଦ ହେଲେ ସୋପିଆଁ ଏନ୍କାଉଣ୍ଟର୍ରେ ଆହତ ସେନା ଯବାନ
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସୋପିଆଁ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଆହତ ହୋଇଥିବା ଜଣେ ସେନା ଯବାନ ସହିଦ ହୋଇଥିବା କଥା ପୁଲିସ କହିଛି।ପୁଲିସ ମୁଖପାତ୍ର କହିଛନ୍ତି, ଆହତ ସେନା ଯବାନ ରୋହିତ କୁମାର!-->!-->!-->…
Read More...
Read More...
ବିଦ୍ୟାଳୟରେ ପଢାଯିବ ଅଭିନନ୍ଦନଙ୍କ ବୀରତ୍ୱ କାହାଣୀ
ଜୟପୁର : ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ପାଠ୍ୟକ୍ରମରେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ବୀରତ୍ୱ କାହାଣୀ ବିଷୟରେ ପାଠପଢିବେ। ରାଜସ୍ଥାନ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରଙ୍କ!-->…
Read More...
Read More...
ଅଲବର ଗଣବଳାତ୍କାର ଘଟଣା: ପୀଡିତାଙ୍କୁ ଭେଟିଲେ ରାହୁଲ
ନୂଆଦିଲ୍ଲୀ : ରାଜସ୍ଥାନ ଅଲବର ଜିଲା ଅନ୍ତର୍ଗତ ଏକ ଅଞ୍ଚଳରେ ଗଣବଳାତ୍କାର ଶିକାର ହୋଇଥିବା ଜଣେ ମହିଳାଙ୍କୁ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ!-->…
Read More...
Read More...
