Browsing Category

National

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)ରେ ଆର୍ଥିକ ଅନର୍ଗସର ବର୍ଗଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣ ଯାଚିକା ଉପରେ ଗୁରୁବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।…
Read More...

ବିବାହିତା ମହିଳାଙ୍କ ସହ ପଳାଇଥିବା ବ୍ୟକ୍ତି ଓ ତାଙ୍କ ଦୁଇ ଭଉଣୀଙ୍କୁ ଗଛରେ ବାନ୍ଧି ମାଡ଼

ଇନ୍ଦୋର: ଜଣେ ବିବାହିତା ମହିଳାଙ୍କୁ ନେଇ ପଳାଇଥିବା ଅଭିଯୋଗରେ ମଧ୍ୟପ୍ରଦେଶରର ଧର ଠାରେ ଜଣେ ବ୍ୟକ୍ତି ଓ ତାଙ୍କ ପରିବାରର ଅନ୍ୟ ଦୁଇ ଜଣ ସମ୍ପର୍କୀୟା ଭଉଣୀଙ୍କୁ ଗଛରେ ବାନ୍ଧି ମାଡ଼ ଦିଆ ଯାଇଛି। ପୁଣି ଦୁଇ ଭଉଣୀଙ୍କ…
Read More...

୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପୁଲୱାମା ଜିଲାର ଦାଲିପୁରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଗୁରୁବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ…
Read More...

ଗଠନ ହେଲା ସର୍ଜିକାଲ ଷ୍ଟ୍ରାଇକ୍‌ ସ୍ପେଶାଲ ଫୋର୍ସ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ଯେ କୌଣସି ପ୍ରକାର ଆହ୍ଵାନକୁ ସମ୍ମୁଖୀନ କରିବା ସହ ନିୟମିତ ବ୍ୟବଧାନରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ଏବଂ ଗୁପ୍ତ ମିଶନକୁ ସାକାର କରିବା ପାଇଁ ପ୍ରତିରକ୍ଷା ବିଭାଗ…
Read More...

ହାଫିଜ ସୟିଦର ଶାଳକ ମାକି ଗିରଫ

ଇସଲାମାବାଦ : ବିଶ୍ୱ ଆତଙ୍କବାଦୀ ଘୋଷିତ ହାଫିଜ ସୟିଦର ଶାଳକ ତଥା ୨୬/୧୧ ମୁମ୍ବଇ ଆକ୍ରମଣର ମୋଷ୍ଟ ୱଣ୍ଟେଡ ଆତଙ୍କବାଦୀ ଅବଦୁଲ ରହମାନ ମାକିକୁ ପାକିସ୍ତାନ ପୁଲିସ୍‍ ବୁଧବାର ଗିରଫ କରିଛି। ପାକିସ୍ତାନ ପଞ୍ଜାବ ପ୍ରଦେଶର…
Read More...

ସପ୍ତାହେ ବିଳମ୍ବରେ ପହଞ୍ଚିବ ମୌସୁମୀ, ଜୁନ ୬ରେ କେରଳ ଛୁଇଁବ : ଆଇଏମଡି

ନୂଆଦିଲ୍ଲୀ : ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ବୁଧବାର ଚଳିତ ବର୍ଷ ଦକ୍ଷିଣ- ପଶ୍ଚିମ ମୌସୁମୀ ବିଳମ୍ବରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି। ଆଇଏମଡି ପୂର୍ବାନୁମାନ ଅନୁସାରେ…
Read More...

୧୯ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କଲା ଭାରତ

ଅମୃତସର: ୧୯ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ମଙ୍ଗଳବାର ଦିନ ଭାରତ ମୁକ୍ତ କରିଛି | ଅଟାରି-ୱାଘା ବର୍ଡ଼ର ଦେଇ ସେମାନେ ନିଜ ଦେଶକୁ ଫେରିଯାଇଛନ୍ତି | ଭାରତରେ ଅନୈତିକ ଭାବେ ରହୁଥିବା ବେଳେ ସେମାନେ ଧରାପଡ଼ିଥିଲେ | ଆଉ ଜେଲଦଣ୍ଡ…
Read More...

ରୋଗୀଙ୍କ ପେଟରୁ ବାହାରିଲା ୧୧୬ଟି ଲୁହା କଣ୍ଟା

ନୂଆଦିଲ୍ଲୀ: ରାଜସ୍ଥାନର ଜଣେ ରୋଗୀଙ୍କ ପେଟରୁ ଏଭଳି କିଛି ଜିନିଷ ବାହାରିଛି ଯାହାକି ଅପରେସନ କରୁଥିବା ଡାକ୍ତରଙ୍କୁ ତାଜୁବ କରିଦେଇଛି |ରାଜସ୍ଥାନର ବୁନଦୀ ଜିଲ୍ଲାର ଜଣେ ରୋଗୀଙ୍କର ପେଟରେ ଯନ୍ତ୍ରଣା ହେଉଥିଲା | ତେଣୁ…
Read More...

ଏମ୍ସରେ ଡାକ୍ତର ଅଭାବ:ଛୁଟିରେ ପଳାଇବେ ଅଧା ଡାକ୍ତର

ନୂଆଦିଲ୍ଲୀ: ଖରାଛୁଟିରେ ଦିଲ୍ଲୀ ଏମ୍ସର ଅଧାରୁ ଅଧିକ ଡାକ୍ତର ଛୁଟିରେ ପଳାଇବେ | ଆସନ୍ତା ୧୬ ତାରିଖରୁ ଜୁଲାଇ ମାସଯାଏଁ ଏକସାଙ୍ଗରେ ୫୦ ପ୍ରତିଶତ ଡାକ୍ତର ଛୁଟିରେ ଯାଉଥିବାର କୁହାଯାଉଛି | ଏଥିରେ ଗୁରୁତର ଭାବେ ରୋଗୀସେବା…
Read More...

ମମତାଙ୍କ ଫଟୋ ପ୍ରଘଟ ମାମଲା: ପ୍ରିୟଙ୍କାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ପ୍ରଘଟ କରିବା ଘଟଣାରେ ବିଜେପି କର୍ମୀ ପ୍ରୟଙ୍କା ଶର୍ମାଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟର…
Read More...

ଆତଙ୍କବାଦୀ ଅବ୍ଦୁଲ ମାଜିଦ ବାବା ଗିରଫ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମକୁ ବଡ ସଫଳତା ମିଳିଛି। ମିଳିଥିବା ସୂଚନା ଅନୁସାରେ ପୁଲିସର ଏକ ସ୍ୱତନ୍ତ୍ର ଟିମ ଶନିବାର ଜାମ୍ମୁ-କାଶ୍ମୀରର ଶ୍ରୀନଗରରୁ ଆତଙ୍କବାଦୀ ଅବ୍ଦୁଲ ମାଜିଦ ବାବାକୁ ଗିରଫ କରିଛି।…
Read More...

ଭୁଶୁଡିପଡ଼ିଲା ନିର୍ମାଣାଧୀନ ଛାତ: ୩ ମୃତ

ରାଜସ୍ଥାନ: ଯୋଧପୁରର ପ୍ରୁଥିପୁର ଅଞ୍ଚଳରେ ଛାତ ଭୁଶୁଡ଼ିପଡ଼ିବାରୁ ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି।  ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ଯୋଧପୁରରେ ଏକ ଘରର ଛାତ ନିର୍ମାଣ ହୋଇଥିଲା | କୌଣସି କାରଣବଶତଃ ଏହି ଛାତଟି…
Read More...

ପଶ୍ଚିମବଙ୍ଗରେ ଯୋଗୀଙ୍କ ରାଲି ରଦ୍ଦ

କୋଲକାତା: ୨୦୧୯ ଲୋକସଭା ନିର୍ବାଚନର ୬ଟି ପର୍ଯ୍ୟାୟ ଶେଷ ହୋଇଥିଲେ ବି ପଶ୍ଚିମବଙ୍ଗରେ ରାଜନୈତିକ ଯୁଦ୍ଧ ଜାରି ରହିଛି। ହିଂସାକାଣ୍ଡ ପରେ ବର୍ତ୍ତମାନ ରାଜ୍ୟରେ ରାଲି କରିବାକୁ ଅନୁମତି ମିଳୁ ନ ଥିବା ପ୍ରସଙ୍ଗକୁ ନେଇ…
Read More...

ବଦଳିପାରେ ଭାରତୀୟ ସେନା ପୋଷାକ

ନୂଆଦିଲ୍ଲୀ: ବଦଳିପାରେ ଭାରତୀୟ ସେନାର ପୋଷାକ | ଯବାନଙ୍କ ପୋଷାକକୁ ଅଧିକ ଆରାମଦାୟକ ଓ ସ୍ମାର୍ଟ କରିବାର ପ୍ରୟାସ ଏବେ ଆରମ୍ଭ ହୋଇଯାଇଛି | ଏଥିପାଇଁ ସେନା ମୁଖ୍ୟାଳୟ ପକ୍ଷରୁ ସେନାର ଅଧିକାରୀମାନଙ୍କୁ ପରାମର୍ଶ ମଗାଯାଇଛି |…
Read More...