Browsing Category

National

ପାକିସ୍ତାନକୁ ପୁଣି ଉଡ଼ିବ ଭାରତୀୟ ବିମାନ

ଲାହୋର: ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହେବାର କାରଣରୁ ବେଶ୍‌ କିଛି ଦିନ ଧରି ବନ୍ଦ ରହିଥିବା ଦ୍ୱିପାକ୍ଷିକ ବିମାନ ଉଡ଼ାଣ ପୁଣି ଥରେ ଆରମ୍ଭ ହେବ। ଆସନ୍ତା ମେ ୧୫ ପରେ ପାକିସ୍ତାନ ଏହି…
Read More...

ଦିଲ୍ଲୀ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଡିଏନ୍‌ ପଟେଲ

ନୂଆଦିଲ୍ଲୀ: ସଂପ୍ରତି ଝାଡ଼ଖଣ୍ଡ ହାଇକୋର୍ଟରେ ବରିଷ୍ଠ ବିଚାରପତି ଥିବା ଜଷ୍ଟିସ୍‌ ଡିଏନ୍‌ ପଟେଲ ହେବେ ଦିଲ୍ଲୀ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ…
Read More...

ବିବାହ ଉତ୍ସବରୁ ଫେରିବା ରାସ୍ତାରେ ଦୁର୍ଘଟଣା: ଗୋଟିଏ ପରିବାରର ୬ ମୃତ

ଉତ୍ତରପ୍ରଦେଶ: ବିବାହ ଘରୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନେ ହେଲେ ଉତ୍ତର ପ୍ରଦେଶ…
Read More...

ରୋଡ ଶୋ ବେଳେ ସନି ଦେଓଲଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଅମୃତସର : ପଞ୍ଜାବର ଗୁରଦାସପୁର ଆସନର ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେଓଲ ସେମାବାର ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅମୃତସର-ଗୁରୁଦାସପୁର ଜାତୀୟ ରାଜପଥରେ ସନି ଦେଓଲ ଏକ ରୋଡ ଶୋ କରୁଥିବା…
Read More...

ସାଉଦି ଆରବର ଦୁଇ ତେଲ ବୋଝେଇ ଜାହାଜ ଉପରେ ଆକ୍ରମଣ

ୱାଶିଂଟନ : ଆମେରିକା ଓ ଇରାନରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ରବିବାର ସାଉଦି ଆରବର ବଡ଼ କ୍ଷତି ଘଟିଛି। କୁହାଯାଉଛି ଯେ ସଂଯୁକ୍ତ ଆରବ ଇମିରେଟ୍ସର ସମୁଦ୍ର ତଟବର୍ତ୍ତୀ ଫୁଜାଇରାରେ ସାଉଦି ଆରବର ୨ଟି ତେଲ ଟ୍ୟାଙ୍କର…
Read More...

ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେଲେ ଚନ୍ଦା କୋଚ୍ଚର

ନୂଆଦିଲ୍ଲୀ: ବ୍ୟାଙ୍କ୍‌ ଋଣ ଜାଲିଆତି ଏବଂ କଳାଟଙ୍କା ଧଳା କରିଥିବା ଅଭିଯୋଗ ମାମଲାରେ ସମ୍ପୃକ୍ତ ହୋଇଥିବା ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ୍‌ ସିଇଓ ଚନ୍ଦା କୋଚ୍ଚର ସୋମବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର…
Read More...

ଜଳିଗଲା ଶିମ୍‌ଲାର ପ୍ରଥମ ବ୍ରିଟିସ୍‌ ଅମଳ ଗ୍ରାଣ୍ଡ୍‌ ହୋଟେଲ୍‌

ଶିମଲା: ଗତ ରାତିରେ ଅଗ୍ନିକାଣ୍ଡ ଘଟି ହିମାଚଳ ପ୍ରଦେଶର ଶିମଲା ଠାରେ ଥିବା ଶହେ ବର୍ଷର ପୁରାତନ ଗ୍ରାଣ୍ଡ୍‌ ହୋଟେଲ୍‌ର ଅଧିକାଂଶ ଅଂଶ ନଷ୍ଟ ହୋଇ ଯାଇଛି।ନିକଟ ଅତୀତରେ ନବୀକରଣ କରାଯାଇଥିବା ମାୟୋ ବ୍ଲକ୍‌ ତିନିଟିଯାକ ମହଲା…
Read More...

ରମଜାନ୍ ସମୟରେ ଆଗୁଆ ମତଦାନ କରିବା ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମ୍ କୋର୍ଟ ରମଜାନ୍ ସମୟରେ ସକାଳ ୭ଟା ବଦଳରେ ଭୋର ୪ଟା ୩୦ ମିନିଟ୍ ବା ୫ଟା ସମୟରେ ମତଦାନ ଆରମ୍ଭ କରିବାକୁ ଯେଉଁ ଆବେଦନ କରାଯାଇଥିଲା , ତାକୁ ଆଜି ଖାରଜ କରିଛନ୍ତି। ଏହାଉପରେ କୌଣସି ଶୁଣାଣି…
Read More...

ବିଜେପିର ଭାରତୀ ଘୋଷଙ୍କୁ ଆକ୍ରମଣ କଲେ ତୃଣମୂଳକର୍ମୀ

ନୂଆଦିଲ୍ଲୀ: ଏକଦା ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିବା ବିଜେପିର ଘତାଲା ପ୍ରାର୍ଥିନୀ ରବିବାର ସକାଳେ ପଶ୍ଚିମବଙ୍ଗର କେଶପୁର ଠାରେ ତୃଣମୂଳ କର୍ମୀମାନେ ଆକ୍ରମଣ କରିଛନ୍ତି।ଧସ୍ତାଧସ୍ତିରେ ତାଙ୍କର ଅଙ୍ଗରକ୍ଷକଙ୍କ…
Read More...

ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଆପାଚି ଗାର୍ଡିଆନ୍‌ ଆଟାକ୍‌ ହେଲିକପ୍ଟର୍‌

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ତା’ର ପ୍ରଥମ ଆପାଚି ଗାର୍ଡିଆନ୍‌ ଆଟାକ୍‌ ହେଲିକପ୍ଟର୍‌ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଏରିଜୋନାସ୍ଥିତ ହେଲିକପ୍ଟର୍‌ ଉତ୍ପାଦନ କାରଖାନରେ ମେ ୧୦ ତାରିଖ ଦିନ ଆନୁଷ୍ଠାନିକ ଭାବେ ଆପାଚି…
Read More...

ରାଫେଲ ପୁନର୍ବିଚାର ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ରାଫେଲ ରାୟର ପୁନର୍ବିଚାର ସଂପର୍କିତ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ ଏହା ସହିତ ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା ମାନହାନୀ ମକଦ୍ଦମା ସଂପର୍କିତ ରାୟକୁ ମଧ୍ୟ…
Read More...

ଅଯୋଧ୍ୟା ଜମି ବିବାଦ ମାମଲା: ମଧ୍ୟସ୍ଥତା ପାନେଲ୍‌ ପାଇଁ ଅଗଷ୍ଟ ୧୫ ଯାଏଁ ସମୟ ବୃଦ୍ଧି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ଜମି ମାଲିକାନା ବିବାଦ ଲାଗି ତିନି ସଦସ୍ୟବିଶିଷ୍ଟ ସ୍ୱତନ୍ତ୍ର ମଧ୍ୟସ୍ଥତା ପାନେଲ୍‌ ଗଠନ ଲାଗି ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଅତିରିକ୍ତ ସମୟ ମଞ୍ଜୁର କରିଛନ୍ତି। ବିବାଦର ଆପୋସ…
Read More...

ସୁଧହାର କମାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର ୦.୦୫ ପ୍ରତିଶତ ବା ୫ ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ ଏକ ବର୍ଷ ମିଆଦ ପାଇଁ ବ୍ୟାଙ୍କର…
Read More...

ଏନକାଉଣ୍ଟରରେ ଆଇଏସ୍‌ କମାଣ୍ଡର ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନର ଆଶିପୋରା ଅଞ୍ଚଳରେ ଶୁକ୍ରବାର ଭୋର ସମୟରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତାଙ୍କ ନାମ ଇଶାକ ସୋଫି ଏବଂ…
Read More...