Browsing Category

National

ପୁଣି ଚଳାଚଳ କରିବ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଗ୍ରୀଷ୍ମ ଋତୁ ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ପାଇଁ ରେଳବାଇ ପକ୍ଷରୁ ପୂର୍ବତଟ ପରିସୀମାରୁ ଓ ଏହାର ମଧ୍ୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଯାଉଛି। ଫଳରେ ଅଧିକ ସୁନିଶ୍ଚିତ ବର୍ଥ…
Read More...

ଭାରତରେ ଟିକ୍‌ଟକକୁ ବ୍ଲକ କଲା ଗୁଗଲ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାରଙ୍କ ଆଦେଶ ପରେ ଗୁଗଲ ଚୀନ ଭିଡିଓ ଆପ୍‌ ଟିକ୍‌ଟକକୁ ଭାରତରେ ବ୍ଲକ କରିଦେଇଛି। ଫଳରେ ଏଣିକି ଗୁଗଲ ପ୍ଲେ ଷ୍ଟୋରରୁ ଆଉ ଟିକ୍‌ଟକ ଆପ୍‌କୁ ଡାଉନଲୋଡ୍‌…
Read More...

ନ୍ୟୁୟର୍କ ଟାଇମ୍ସ, ୱାଲଷ୍ଟ୍ରିଟ ଜର୍ଣ୍ଣାଲକୁ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ : ପ୍ରମୁଖ ଇଂରାଜୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଓ ୱାଲଷ୍ଟ୍ରିଟ ଜର୍ଣ୍ଣାଲକୁ ସମ୍ମାନଜନକ ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ବିରୋଧରେ ପୃଥକ…
Read More...

ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀ: ୪୦ ମୃତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ଯୋଗୁ ବହୁ ଧନଜୀବନ ହାନି ହୋଇଛି। କାଳବୈଶାଖୀ ସମୟରେ ଝଡ଼ବର୍ଷା ସହ ବଜ୍ରପାତ ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ପାଖାପାଖି…
Read More...

ଟିକ୍‌ଟକ୍‌ ଆପ୍‌ ଉପରେ କଟକଣା: ପ୍ଲେ ଷ୍ଟୋରରୁ ଆପ୍‌ ହଟାଇବାକୁ ଗୁଗଲ ଓ ଆପଲକୁ ସରକାରଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଚୀନ ଭିଡିଓ ଆପ୍‌ ଟିକ୍‌ଟକ୍‌ ଉପରେ ଶେଷରେ ସରକାର କଟକଣା ଲଗାଇଛନ୍ତି। ନିଜ ପ୍ଲେ ଷ୍ଟୋରରୁ ଏହି ଆପ୍ଲିକେଶନକୁ ହଟାଇବାକୁ ଗୁଗଲ ଏବଂ ଆପଲକୁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ…
Read More...

ନିର୍ବାଚନ କମିସନ୍‌ଙ୍କ ପରେ ମାୟାବତୀଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ-୨୦୧୯ର ପ୍ରଚାରରେ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାୟାବତୀଙ୍କ ପ୍ରଚାରରେ କଟକଣା ଜାରି କରାଯାଇ ୪୮ ଘଣ୍ଟା ପର୍ଯ୍ୟନ୍ତ…
Read More...

ଖଣି ଦୁର୍ନୀତି ମାମଲା: ଓଡ଼ିଶା ସମେତ ୩ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଖଣି ଦୁର୍ନୀତି ମାମଲାରେ ଓଡ଼ିଶା ସମେତ ୩ ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଅନ୍ୟ ୨ଟି ରାଜ୍ୟ ହେଉଛି କର୍ନାଟକ ଏବଂ ଝାଡ଼ଖଣ୍ଡ। ୬ଲକ୍ଷ କୋଟିର ଲୁହାପଥର ଖଣି ଦୁର୍ନୀତି ମାମଲାରେ ସର୍ବୋଚ୍ଚ…
Read More...

ଜାମ୍ମୁ-କାଶ୍ମୀରରେ ଅନୁପ୍ରବେଶ ବଢ଼ାଇବାକୁ ଜୈଶର ଯୋଜନା

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ବଢ଼ାଇବା ଲାଗି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ଯୋଜନା କରିଛି। ଏଥିପାଇଁ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ଜୈଶ ପକ୍ଷରୁ…
Read More...

ଜଳିଗଲା ଫ୍ରାନ୍ସର ପ୍ରସିଦ୍ଧ ନୋଟ୍ର-ଡାମ୍‌ ଚର୍ଚ୍ଚ

ପ୍ୟାରିସ: ଫ୍ରାନ୍ସର ପ୍ୟାରିସ୍‌ରେ ଅବସ୍ଥିତ ପ୍ରସିଦ୍ଧ ଚର୍ଚ୍ଚ ନୋଟ୍ର-ଡାମ୍‌ କ୍ୟାଥେଡ୍ରଲରେ ସୋମବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୮୦୦ ବର୍ଷ ପୁରୁଣା ଏହି ବିଶ୍ଵ ଐତିହ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି…
Read More...

ଚଳିତ ବର୍ଷ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ସୋମବାର ମୌସୁମୀକୁ ନେଇ ଚଳିତ ବର୍ଷର ପ୍ରଥମ ଅନୁମାନ ଜାରି କରିଛି। ପାଣିପାଗ ବିଭାଗ ଅନୁସାରେ ଚଳିତ ବର୍ଷ ମୌସୁମୀ ଋତୁରେ (ଜୁନ- ସେପ୍ଟେମ୍ବର)ରେ ସ୍ୱାଭାବିକ ବର୍ଷା ହେବ…
Read More...

ଏନକାଉଣ୍ଟରରେ ୩ ମାଓବାଦୀ ନିହତ, ଜଣେ ଯବାନ ଶହୀଦ

ରାଞ୍ଚି: ଝାଡ଼ଖଣ୍ଡର ବେଲଭା ଘାଟରେ ସୋମବାର ସକାଳେ ଯବାନ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଛନ୍ତି। ସୋମବାର ଭୋର ସମୟରେ ୭ମ ବାଟାଲିୟନ…
Read More...

ଆତଙ୍କବାଦୀମାନେ ଆଉ ଏକ ଆକ୍ରମଣ ଲାଗି ଯୋଜନା କରୁଥିବା ଆଶଙ୍କା

ଶ୍ରୀନଗର: ରବିବାର ପୁଲ୍‌ଓ୍ଵାମା ଆକ୍ରମଣ ଭଳି ଆଉ ଗୋଟିଏ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଉଦ୍ୟମ କରୁଥିବା କଥା ଗୁଇନ୍ଦା ଏଜେନ୍‌ସି କହିଛନ୍ତି। ସେମାନେ ଆହୁରି କହିଛନ୍ତି କି, ଆକ୍ରମଣ କରିବାକୁ ଆତଙ୍କବାଦୀମାନେ…
Read More...

ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଟୁଇଟ୍‍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଟୁଇଟ୍‍ କରି…
Read More...

ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ୯ ଦକ୍ଷ ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୯ଜଣ ଦକ୍ଷ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ କେନ୍ଦ୍ରୀୟ…
Read More...