Browsing Category

National

ସ୍ୱଚ୍ଛ ସେର୍ବେକ୍ଷଣ ୨୦୧୯: ସବୁଠାରୁ ପରିଷ୍କାର ସହର ଇନ୍ଦୋର, ପରିଷ୍କାର ରାଜଧାନୀ ଭୋପାଳ

ନୂଆଦିଲ୍ଲୀ:ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ଘୋଷଣା କରାଯାଇଛି । ଏହି ସର୍ବେକ୍ଷଣ ଅନୁଯାୟୀ, ପରିଷ୍କାର ସହର ଭାବେ ଘୋଷଣା କରାଯାଇଥିବାବେଳେ ସ୍ୱଚ୍ଛ ରାଜଧାନୀ ଭାବେ ଭୋପାଳକୁ ଘୋଷଣା କରାଯାଇଛି । ଏଥରକୁ ମିଶାଇ ଇନ୍ଦୋର ତୃତୀୟ…
Read More...

ପ୍ରଧାନମନ୍ତ୍ରୀ ସଫେଇ କର୍ମଚାରୀଙ୍କୁ ଦାନ କଲେ ନିଜର ୨୧ ଲକ୍ଷର ଜମାପୁଞ୍ଜି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜର ମହାନତାର ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୧ ଲକ୍ଷ ଜମାପୁଞ୍ଜିକୁ କୁମ୍ଭ ସଫେଇ କର୍ମଚାରୀ କର୍ପସର ପାଣ୍ଠିକୁ ଦାନ…
Read More...

ପ୍ରତିଶ୍ରୁତି ପୂରଣ କରିବେ ୟୁପି ମୁଖ୍ୟମନ୍ତ୍ରୀ: ସହିଦ୍ ପରିବାରର ଜଣେ ସଦସ୍ୟଙ୍କୁ ଦେବେ ଚାକିରୀ

ଲକ୍ଷେ୍ନø: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସହିଦ ପରିବାରକୁ ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ କରିବେ । ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାରଙ୍କୁ ଆଜି ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ଯୋଗୀ ।…
Read More...

ଅଯୋଧ୍ୟା ଜମି ବିବାଦ ମାମଲା : ଶୁଣାଣି ଶେଷ, ରାୟ ସଂରକ୍ଷିତ

ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବରୀ ମସଜିଦ୍ ବିବାଦକୁ ନେଇ ଶୁଣାଣି ହୋଇଛି । ପାଖାପାଖି ଦେଢ଼ ଘଂଟାର ଶୁଣାଣି ପରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା ଉପରେ ନିଜର ଫଇସଲା ସୁରକ୍ଷିତ ରଖିଛନ୍ତି । ସେ କହିଛନ୍ତି କି, ସେ ଅତି ଶୀଘ୍ର…
Read More...

ସୁଟ୍‌କେସ୍‌ରୁ ମିଳିଲା ଭାରତୀୟ ବଂଶୋଦ୍ଭବ ଡାକ୍ତରାଣୀଙ୍କ ମୃତଦେହ

ନୂଆଦିଲ୍ଲୀ: ସିଡ୍‌ନିରେ ଭାରତୀୟ ବଂଶୋଦ୍ଭବ ଦାନ୍ତ ଡାକ୍ତରାଣୀଙ୍କ ମୃତଦେହ ଏକ ସୁଟ୍‌କେସ୍‌ରୁ ମୃତଦେହ ମିଳିଛି । ରବିବାରଠାରୁ ନିଖୋଜ ଥିବା ଏହି ଡାକ୍ତରାଣୀଙ୍କ ମୃତଦେହ ପୁଲିସ ମଙ୍ଗଳବାର ରାତିରେ ଉଦ୍ଧାର କରିଛି ।…
Read More...

ଦିଲ୍ଲୀ ସିଜିଓ କମ୍ପେ୍ଲକ୍ସରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ :ଦିଲ୍ଲୀର ସିଜିଓ କମ୍ପେ୍ଲକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବୁଧବାର ସକାଳେ ସିଜିଓ ପରିସର ମଧ୍ୟରେ ଅବସ୍ଥିତ ପଣ୍ଡିତ ଦୀନଦୟାଲ ଅନ୍ତୋଦୟ ଭବନର ୫ମ ମହଲାରେ ନିଆଁ ଲାଗିଥିବା ଜଣାପଡିଛି । ଘଟଣାସ୍ଥଳକୁ ୨୪ଟି…
Read More...

ମାସୁଦ ଅଝାର ଭାଇ ସମେତ ୪୪ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଚାପରେ ପଡି ପରିଶେଷରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ । ଏହି ଆତଙ୍କବାଦୀ ସଂଗଠନର ୪୪ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନ ଗିରଫ କରିଥିବା ସୂଚନା ମିଳିଛି ।…
Read More...

ଆଫ୍‌ଗାନୀ ଆତଙ୍କବାଦୀଙ୍କ ସାହାଯ୍ୟ ଲୋଡ଼ିଲେ ପାକ୍‌ ସେନା ମୁଖ୍ୟ!

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟ୍‌ରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)ର ଟ୍ରେନିଂ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଏବେ ପ୍ରତିହିଂସା ପରାୟଣ ହୋଇ ଉଠିଛି। …
Read More...

ବିଜେପିର ବରିଷ୍ଠ ନେତାଙ୍କ ପାଦ ଛୁଇଁଲେ ମୋଦି

ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମାରୋହରେ ଯୋଗ ଦେବା ଲାଗି ଗୁଜରାଟ ଗସ୍ତରେ ଯାଇଛନ୍ତି । ତେବେ ଏହି ଗସ୍ତରେ ସମୟରେ ବିଜେପି ନେତା କେଶୁଭାଇ ପଟେଲଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି ନରେନ୍ଦ୍ର ମୋଦି । ଜାତୀୟ…
Read More...

ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ହେଉଛି ଗୁରୁଗ୍ରାମ

ନୂଆଦିଲ୍ଲୀ: ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର। ୨୦୧୮ର ପ୍ରଦୂଷଣ ରିପୋର୍ଟ ଅନୁଯାୟୀ ଗୁରୁଗ୍ରାମ ବ୍ୟତୀତ ଭାରତର ଗାଜିଆବାଦ,ଫରିଦାବାଦ,ନୋଏଡା ଏବଂ ଭିଓ୍ଵାଡି ହେଉଛି ବିଶ୍ୱର ଛଅଟି ସର୍ବାଧିକ…
Read More...

ଇମ୍ରାନଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ କଲେ ପ୍ରଶଂସା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠାୱେଲ ନିଜର ହରିୟାଣା ଗସ୍ତ…
Read More...

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଆରମ୍ଭ କଲେ ମୋଦି

ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଆଜି ଗୁଜରାଟ ଗସ୍ତରେ ଅଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରମଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରି ୧୧,୫୧,୦୦୦ ଲୋକଙ୍କ ପାଖକୁ ୧୩,୫୮,୩୧୯୧୮ ଟଙ୍କା ପେନସନ…
Read More...

୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ୨ ଆତଙ୍କବାଦୀଙ୍କ ମୃତଦେହକୁ ଜବତ କରାଯାଇଛି । ଏଥିସହିତ ତାଙ୍କଠାରୁ ୨ଟି ରାଇଫଲ ଜବତ କରାଯାଇଛି । ନିହତ ୨ ଆତଙ୍କବାଦୀ…
Read More...

ଟ୍ୱିଟ୍ ଜରିଆରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିଜୁଙ୍କ ବିକାଶମୂଳକ…
Read More...