Browsing Category

National

୩ରୁ ଗଡିବ ସମଝୌତା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ୩ତାରିଖରୁ ପୁଣିଥରେ ନୂଆଦିଲ୍ଲୀରୁ ସମଝୌତା ଏକ୍ସପ୍ରେସ ପାକିସ୍ତାନ ଯିବ ବୋଲି ଆଜି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନରୁ ମଧ୍ୟ ସମଝୌତା ଏକ୍ସପ୍ରେସ ପୂର୍ବଭଳି ଭାରତ ଆସିବ…
Read More...

ଲାଡେନ୍ ପୁଅକୁ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ

ୱାଶିଂଟନ: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ପୁଅ ହାମଜା ବିନ୍‌ ଲାଡେନ୍‌କୁ ଜାତିସଂଘ ସୁରକ୍ଷର ପରିଷଦ ଆଜି ଆତଙ୍କବାଦୀ ଘୋଷଣା କରିବା ସହ କଳାତାଲିକା ଭୁକ୍ତ କରିଛି। ଏବେ ଜାତିସଂଘ ସୁରକ୍ଷାର ପରିଷଦର ସମସ୍ତ…
Read More...

ଆତଙ୍କବାଦୀ ମାସୁଦର କିଡନୀ ଖରାପ, ପାକ୍ ସେନାର ହସ୍ପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ୍-ଇ-ମହମ୍ମଦର ସଂସ୍ଥାପକ ମାସୁଦ ଆଝାରର କିଡନୀ ଖରାପ ଥିବା ଖବର ମିଳିଛି । ତାର କିଡନୀ ଖରାପ ଥିବାରୁ ରାୱଲପିଣ୍ଡିର ଏକ ସେନା ହସ୍ପିଟାଲରେ ନିୟମିତ ଡାଇଲିସିସ୍…
Read More...

ମହାରାଷ୍ଟ୍ର,ଗୁଜୁରାଟ, ମଧ୍ୟ ପ୍ରଦେଶରେ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ:ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରି ପଶ୍ଚିମ ରେଳବାଇ ପକ୍ଷରୁ ମହାରାଷ୍ଟ୍ର,ଗୁଜୁରାଟ ଓ ମଧ୍ୟ ପ୍ରଦେଶର ସମସ୍ତ ରେଳଷ୍ଟେସନରେ ସତର୍କ ସୂଚନା ଜାରି କରାଯାଇଛି। ଏହି ତିନି ରାଜ୍ୟରେ ଥିବା ସବୁ ରେଳଷ୍ଟେସନରେ…
Read More...

ଅଭିନନ୍ଦନଙ୍କୁ ଫେରାଇବା ବଦଳରେ ଇମ୍ରାନଙ୍କୁ ନୋବେଲ ଦାବି

ନୂଆଦିଲ୍ଲୀ: ପାଇଲଟ୍ ଅଭିନନ୍ଦନ ଶୁକ୍ରବାର ଭାରତକୁ ଫେରିଛନ୍ତି । ଅନ୍ୟପଟେ ପାଇଲଟ୍ ଅଭିନନ୍ଦନଙ୍କୁ ଛାଡି ପାକିସ୍ତାନ ନୂଆ ଷଡଯନ୍ତ୍ର କରୁଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁୁ ନୋବେଲ ପୁରସ୍କାର ପ୍ରଦାନ ଦାବିରେ…
Read More...

ବାୟୁସେନା ଓ ନୌସେନା ମୁଖ୍ୟଙ୍କୁ ମିଳିବ ଜେଡ୍‌-ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ: ବିପଦ ଆଶଙ୍କା ଥିବା କଥା ସଦ୍ୟ ଗୁଇନ୍ଦା ସମୀକ୍ଷାରୁ ଜଣାପଡ଼ିବା ପରେ ଭାରତୀୟ ବାୟୁସେନା ଏବଂ ନୌସେନାର ମୁଖ୍ୟମାନେ ଜେଡ୍‌-ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ପାକିସ୍ତାନ…
Read More...

ଦେଶର ବୀରପୁତ୍ର ପାଇଲଟ୍ ଅଭିନନ୍ଦନଙ୍କୁ ସଲାମ କଲେ ଆଫଗାନୀ ଭାଇଜାନ୍

ନୂଆଦିଲ୍ଲୀ: ଦେଶର ବୀରପୁତ୍ର ପାଇଲଟ୍ ଅଭିନନ୍ଦନଙ୍କୁ ନେଇ ବିଶ୍ୱବ୍ୟାପି ଚର୍ଚ୍ଚା ଲାଗି ରହିଛି । ଅନ୍ୟପଟେ ଦେଶକୁ ଫେରିବା ନେଇ ଚାରିଆଡେ ଖୁସିର ଲହରି ଖେଳିଯାଇଛି । ତେବେ ଅଭିନନ୍ଦନଙ୍କର ଲେଉଟାଣିଙ୍କୁ ନେଇ ସବୁବେଳେ…
Read More...

ସ୍ୱଦେଶରେ ପାଦ ଥାପିଲେ ପାଇଲଟ୍ ଅଭିନନ୍ଦନ: ଦେଶରେ ଖୁସିର ଲହରି

ନୂଆଦିଲ୍ଲୀ: ଦୀର୍ଘ ୨ଦିନ ପାକିସ୍ତାନରେ ରହିବା ପରେ ପରିଶେଷରେ ଆଜି ସ୍ୱଦେଶରେ ପାଦ ଥାପିଛନ୍ତି ପାଇଲଟ୍ ଅଭିନନ୍ଦନ । ଏହାପରେ ଦେଶରେ ଖୁସିର ଲହରି ଖେଳିଯାଇଛି । ପାକିସ୍ତାନ ନାଭାଲ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ଭିତରେ…
Read More...

ୱାଘା-ଅଟ୍ଟାରି ସୀମାରେ ହେବନି ଧ୍ୱଜାବତରଣ

ନୂଆଦିଲ୍ଲୀ: ୱାଘା-ଅଟ୍ଟାରି ସୀମାରେ ଆଜି ଧ୍ୱଜାବତରଣ ହେବନାହିଁ। ଏହି ସୀମାରେ ଉଭୟ ଭାରତ ଓ ପାକିସ୍ତାନ ସେନା ପ୍ରତିଦିନ ସନ୍ଧ୍ୟାରେ ଧ୍ୱଜା ଅବତରଣ କରିଥାଆନ୍ତି। ଏହି ସମୟରେ ବେଶ କିଛି ସମୟ ଧରି ଉଭୟ ପକ୍ଷର ପ୍ୟାରେଡ୍‌…
Read More...

ମାସୁଦ୍ ପାକିସ୍ତାନରେ ଥିବା ନେଇ ମାନିଲେ ପାକ୍ ସରକାର

ଇସଲାମାବାଦ୍: ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ବଡ଼ ବଡ଼ ଆତଙ୍କବାଦୀଙ୍କ ସୁରକ୍ଷା କବଚ ପାଲଟିଥିବା ନେଇ ବାରମ୍ବାର ପ୍ରମାଣିତ ହୋଇଆସୁଥିଲେ ମଧ୍ୟ ପ୍ରମାଣର ବାହାନା ଦେଖାଇ ଖସିଯାଉଥିଲା ଏହି ଦେଶ। କିନ୍ତୁ ପ୍ରଥମ…
Read More...

କମାଣ୍ଡର ଅଭିନନ୍ଦନଙ୍କ ଆଗମନ ବିଳମ୍ବିତ

ନୂଆଦିଲ୍ଲୀ: ବର୍ତ୍ତମାନ ଇସ୍‌ଲାମାବାଦରୁ ଆସି ଲାହୋର ପହଞ୍ଚଥିବା ଭାରତୀୟ ବୀର ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନ୍‌ ପ୍ରାୟ ଅପରାହ୍ଣ ୪ଟା ବେଳେ ଓ୍ଵାଘା- ଅଟ୍ଟାରୀ ସୀମାରେ ଥିବା ଯୁଗ୍ମ-ଚେକ୍‌ପୋଷ୍ଟରେ…
Read More...

କର୍କଟ ଔଷଧର ମୂଲ୍ୟ କମାଇଲେ ସରକାର

କର୍କଟ ରୋଗ ଭାରତରେ ଅସଂକ୍ରାମକ ରୋଗ ଜନିତ ଅସୁସ୍ଥତା ଏବଂ ମୃତ୍ୟୁର ଏକ ପ୍ରମୂଖ କାରଣ ଭାବେ ଉଭା ହୋଇଛି । ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 2004ରେ ବାର୍ଷିକ 8 ଲକ୍ଷ ଲୋକ କର୍କଟ ରୋଗରେ…
Read More...

ଥମିନି ଗୁଳିବର୍ଷା: ସେନାର ସୁରକ୍ଷା ବଳୟରେ ୫ ହଜାର ଗ୍ରାମବାସୀ

ଜମ୍ମୁ କଶ୍ମୀ‌ର ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନ ଆଜି ଗୋଟିଏ ଦିନରେ 3 ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପ୍ରାୟ 7 ଘଣ୍ଟା ଧରି ଉଭୟ ପଟୁ ପ୍ରବଳ ଗୁଳିଗୋଳା ବର୍ଷା ହୋଇଥିଲା। ଭାରତ ପଟୁ କଡ଼ା ଜବାବ ମିଳିବା ଏବଂ…
Read More...

ଜୈସ ଉପରେ ଇମ୍ରାନ କିପରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା ଉପରେ ଏବେ ସମସ୍ତଙ୍କ ଆଖି

ପୁଲଓ୍ବାମା ଆକ୍ରମଣ ଘଟଣାରେ ଜୈସ-ଇ-ମୋହମ୍ମଦର ସଂପୃକ୍ତି ସଂପର୍କରେ ପାକିସ୍ତାନକୁ ଭାରତ ସରକାର ସବୁ ପ୍ରକାରର ତଥ୍ୟପ୍ରମାଣ ହସ୍ତାନ୍ତର କରିବା ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଏବ ସମସ୍ତଙ୍କ…
Read More...