Browsing Category

National

ବିଜେପି ୱେବସାଇଟ୍ ହ୍ୟାକ୍

ନୂଆଦିଲ୍ଲୀ: ହ୍ୟାକ ହେଲା ବିଜେପିର ଦଳୀୟ ୱେବସାଇଟ୍ । ଆଜି ସକାଳୁ ସକାଳୁ ଭାରତୀୟ ଜନତା ପାର୍ଟିର ୱେବସାଇଟ୍ ହ୍ୟାକ୍ ହୋଇଛି । ୱେବସାଇଟ୍ ପେଜ୍ ଖୋଲିଲେ ଦେଖିବାକୁ ମଳୁଛି ଆପତ୍ତିଜନକ ଲେଖା ଓ ଫଟୋ । ଏହାକୁ ନେଇ ଟୁଇଟ୍ରରେ…
Read More...

ଗଡିଲା ସମଝୌତା ଏକ୍ସପ୍ରେସ

ନୂଆଦିଲ୍ଲୀ:ଗଡିଲା ସମଝୌତା ଏକ୍ସପ୍ରେସ । ଭାରତ ପାକିସ୍ତାନ ଭିତରେ ଲାଗିରହିଥିବା ବିବାଦ ସ୍ୱାଭାବିକ ହେବାକୁ ଲାଗିଛି । ଉଭୟ ରାଷ୍ଟ୍ର ମଧ୍ୟରେ ଉତେଜନା ମୂଳକ ପରିସ୍ଥିତି ଯୋଗୁଁ ଦିଲ୍ଲୀରୁ ଲାହୋର ମଧ୍ୟରେ ଚାଲୁଥିବା…
Read More...

ବିଜେପିରେ ଯୋଗ ଦେଲେ କ୍ରିକେଟର ରବୀନ୍ଦ୍ର ଜାଡ଼େଜାଙ୍କ ପତ୍ନୀ

ନୂଆଦିଲ୍ଲୀ:ଲୋକପ୍ରିୟ ଭାରତୀୟ କ୍ରିକେଟ୍‌ ତାରକା ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଜାମନଗରକୁ ଆସିବା ପୂର୍ବରୁ…
Read More...

ପୁଣି ଷଡଯନ୍ତ୍ର ରଚୁଛି ପାକିସ୍ତାନ

ନୂଆଦିଲ୍ଲୀ:ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସତରେ ନହେଲେ ବି ସୋସିଆଲ ମିଡ଼ିଆରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଉଭୟ ଦେଶ ତରଫରୁ ଉତ୍ତେଜକ ଭିଡ଼ିଓ ଅପଲୋଡ଼୍ କରାଯାଇଛି । ଭିଡ଼ିଓ ମାଧ୍ୟମରେ ଉଭୟ ଉଭୟ ଦେଶପ୍ରତି…
Read More...

ମା’ ଝିଅ ଏକ ସଙ୍ଗେ ପାଇଲେ ଚାକିରି

ଚେନ୍ନାଇ: କୁହାଯାଏ ଶିଖିବାର କିଛି ବୟସ ସୀମା ନ ଥାଏ। ଦୃଢ ଇଚ୍ଛାଶକ୍ତି ଥିଲେ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମଣିଷ ନିଜ ଲକ୍ଷ୍ୟ ହାସଲ କରି ପାରେ। ତାମିଲନାଡ଼ୁର ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁପରେ ୩ ଝିଅଙ୍କ…
Read More...

ପୁଲ୍‌ଓ୍ଵାମା ସହିଦଙ୍କ ଲାଗି ୧୧୦ କୋଟି ଟଙ୍କା ଦାନ କରିବେ ଜଣେ ଗବେଷକ

କୋଟା: ଜଣେ ଗବେଷକ ତଥା ବୈଜ୍ଞାନିକ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ମଙ୍ଗଳ ଲାଗି ୧୧୦ କୋଟି ଟଙ୍କା ଦାନ କରିବେ । ସମ୍ପ୍ରତି ମୁମ୍ବାଇରେ ବସବାସ କରୁଥିବା ରାଜସ୍ଥାନ ଅନ୍ତର୍ଗତ କୋଟାର ମୂଳ ବାସିନ୍ଦା ୪୪…
Read More...

ହୃଦ୍ଘାତରେ ଚାଲିଗଲେ ପୋଲିସ, ଦୁଃଖରେ ଖାଇବା ଛାଡିଦେଲା ଓଟ

ଅହମ୍ମଦାବାଦ: ପଶୁ ଓ ମନୁଷ୍ୟ ମଧ୍ୟରେ ଥାଏ ନିବିଡ ସମ୍ପର୍କ । ଯାହାର ପ୍ରମାଣ ବହୁ ସମୟରେ ଦେଖିବାକୁ ମିଳିଥାଏ । ତେବେ ଏଭଳି ଏକ ଘଟଣା ଏବେ ଦେଖିବାକୁ ମିଳିଛି । ସୀମାନ୍ତ ଜିଲ୍ଲା କଚ୍‌ ଅନ୍ତର୍ଗତ ପିଙ୍ଗ୍‌ଲେଶ୍ୱର ଠାରେ…
Read More...

ଅଡିଓ ଟେପ୍‌ ଜରିଆରେ ଭାରତର ଆକ୍ରମଣକୁ ସ୍ୱୀକାର କରିଲା ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ

ନୂଆଦିଲ୍ଲୀ: ଭାରତୀୟ ଯୁଦ୍ଧ ବିମାନ ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରିଛି ବୋଲି ଏହାର ଜଣେ ବରିଷ୍ଠ ନେତା ଅଡିଓ ଟେପ୍‌ ଜରିଆରେ ସ୍ୱୀକାର କରିଛି। ବାଲାକୋଟରେ ଥିବା…
Read More...

୧୦ହଜାର ସଫେଇକର୍ମୀ ଏକା ସାଙ୍ଗରେ ଝାଡୁ ଲଗାଇ ସୃଷ୍ଟି କଲେ ବିଶ୍ୱ ରେକର୍ଡ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲୁଥିବା କୁମ୍ଭ ମେଳାରେ ଶନିବାର ଦିନ ୧୦,୦୦୦ ସଫେଇକର୍ମୀ ଏକା ସହିତ ସଫେଇ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମ ଥର ଏମିତି ହୋଇଛି କି, ଯେବେ ୫ ଭିନ୍ନ ଭିନ୍ନ ସ୍ଥାନରେ ଏତେ…
Read More...

ବୁଲନ୍ଦସର୍‌ ପୁଲିସ ହତ୍ୟାକାଣ୍ଡ ଘଟଣା: ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ମିରଟ: ଗତ ଡିସେମ୍ବର ମାସରେ ପଶ୍ଚିମ ଉତ୍ତରପ୍ରଦେଶ ଅନ୍ତର୍ଗତ ସିଆନା (ବୁଲନ୍ଦସର) ଠାରେ ହୋଇଥିବା ହିଂସାକାଣ୍ଡ ଏବଂ ପୁଲିସ ଇନ୍‌ପେକ୍ଟର୍‌ଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌…
Read More...

ହଣ୍ଡଓ୍ଵାରାଠାରେ ଗୁଳିବିନିମୟ: ୫ ସୁରକ୍ଷା କର୍ମଚାରୀ ସହିଦ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାବଗୁଣ୍ଡ୍‌ ଅନ୍ତର୍ଗତ ହଣ୍ଡଓ୍ଵାରା ଠାରେ ଆତଙ୍କବାଦୀମାନଙ୍କ ସହ ତିନି ଦିନ ଧରି ଚାଲିଥିବା ଗୁଳି ବିନମୟ କାରଣରୁ ପାଞ୍ଚଜଣ ସୁରକ୍ଷା କର୍ମଚାରୀ ସହିଦ ଓ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।…
Read More...

ନୋଏଡା ନିଠାରୀ କାଣ୍ଡ: ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ଫାଶୀ ଦଣ୍ଡାଦେଶ

ନୋଏଡା: ନୋଏଡା ନିଠାରୀ କାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅମିତ ବୀର ସିଂହ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ତାକୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ…
Read More...

ଅଭିନନ୍ଦନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ଆଜି ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଭେଟିଛନ୍ତି। ପାକିସ୍ତାନରୁ ଫେରିବା ପରେ ଅଭିନନ୍ଦନ ଗତକାଲିଠାରୁ ଏହି…
Read More...

କବିତା ଦେଲା ନୂଆ ଜୀବନ

ନୂଆଦିଲ୍ଲୀ: କବିତା ଅର୍ଥ ଜଣେ ଝିଅର ନାମ ନୁହେଁ । ବରଂ ଜଣେ କଏଦୀ ଜେଲରେ ବସି ଲେଖିଥିବା କବିତା । ତେବେ କଏଦୀ ଜଣଙ୍କ ଏଭଳି ଏକ କବିତା ଲେଖିଲେ, ଯାହାଫଳରେ ଆଜି ସେ ଏକ ନୂଆ ଜୀବନ ପାଇଛନ୍ତି । ଶୁଣି ଟିକେ ଆଶ୍ଚର୍ଯ୍ୟ…
Read More...