Browsing Category
National
ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ : ପିୟୂଷ ଗୋଏଲଙ୍କୁ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ବ
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ୍ୱ ମୋଦି ସରକାରଙ୍କ ଶେଷ ଅତିରିକ୍ତ ବଜେଟ ଅରୁଣ ଜେଟଲିଙ୍କ ପରିବତ୍ତେ ପିୟୁଷ ଗୋଏଲ ସଂସଦରେ ଉପସ୍ଥାପନ କରିବେ । କାହିଁକିନା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବା!-->…
Read More...
Read More...
ପ୍ରିୟଙ୍କା ଗାନ୍ଧିଙ୍କ ଅଫିସିଆଲ୍ ପଲିଟିକାଲ ଏଣ୍ଟ୍ରି : କଂଗ୍ରେସର ମହାସଚିବ ନିଯୁକ୍ତ
ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବନୂଆଦିଲ୍ଲୀ : ନିର୍ବାଚନ ଆଗରୁ କଂଗ୍ରେସର ମାଷ୍ଟରଷ୍ଟ୍ରୋକ୍ । ପ୍ରିୟଙ୍କା ଗାନ୍ଧି ହେଲେ କଂଗ୍ରେସର ମହାସଚିବ । ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା ।!-->!-->!-->…
Read More...
Read More...
୨୪ରେ ୨୪ ଘଣ୍ଟା କେବୁଲ ଟିଭି ପ୍ରସାରଣ ବନ୍ଦ
କେବୁଲ ଅପରେଟର ପାଳିବେ କଳା ଦିବସନୂଆଦିଲ୍ଲୀ : ଜାନୁଆରୀ ୨୪ରେ ସାରା ଦେଶରେ ବନ୍ଦ ରହିବ କେବୁଲ ସେବା । ଟ୍ରାଇର ନୂଆ ନିୟମକୁ ବିରୋଧ କରି ୨୪ରେ କେବଲ ଅପରେଟର କଳା ଦିବସ ପାଳନ କରିବେ । ଅଲ୍ ଇଣ୍ଡିଆ କେବୁଲ ଅପରେଟର!-->!-->!-->…
Read More...
Read More...
୩୦ରୁ ଅନଶନରେ ବସିବେ ଆନ୍ନା ହଜାରେ
ମୁମ୍ବାଇ : ଲୋକପାଳ ଓ ଲୋକାୟୁକ୍ତ ଆଇନ ୨୦୧୩ ଅନୁଯାୟୀ କେନ୍ଦ୍ର ସରକାର ଲୋକପାଳ ଓ ଲୋକାୟୁକ୍ତଙ୍କୁ ନିଯୁକ୍ତ କରୁ ନଥିବାରୁ ତାହାକୁ ପ୍ରତିବାଦ କରି ଦୁର୍ନୀତି ବିରୋଧୀ ଆନ୍ଦୋଳନର ମହାନ ସାଧକ ଓ ସମାଜସେବକ ଆନ୍ନା ହଜାରେ!-->…
Read More...
Read More...
୨୧ରେ ୨୦୧୯ର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ
ଭୁବନେଶ୍ବର : ୨୦୧୯ ନୂଆବର୍ଷ
ଆରମ୍ଭରୁ ହିଁ ଏଥର ସୂର୍ଯ୍ୟଗ୍ରହଣ ହୋଇଥିଲା ଆଉ ଆସନ୍ତା ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ
ହେବାକୁ ଯାଉଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବିଶେଷ ଗୁରୁତ୍ବ ଦିଆଯାଉଛି ।!-->…
Read More...
Read More...
ଜାତୀୟ ସାହସିକତା ପୁରସ୍କାର ପାଇଁ ଓଡ଼ିଶାର ୪ ଜଣଙ୍କ ସମେତ ମୋଟ ୨୧ ଜଣ ମନୋନୀତ
ଭୁବନେଶ୍ବର : ଜାତୀୟ ସାହସିକତା ପୁରସ୍କାର ପାଇଁ ଓଡ଼ିଶାର ୪ ଜଣଙ୍କ ସମେତ
ମୋଟ ୨୧ ଜଣ ବାଳକବାଳିକା ମନୋନୀତ । ସେମାନଙ୍କ ମଧ୍ୟରୁ ୧୩ ଜଣ ପୁଅ ଓ ୮ ଜଣ ଝିଅ ।
ବିଭିନ୍ନ କ୍ଷେତ୍ରରେ ଅଦମ୍ୟ ସାହସିକତା ପ୍ରଦର୍ଶନ ପାଇଁ!-->…
Read More...
Read More...
ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ
ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା
ମାମଲାପଞ୍ଚକୁଲା
: ଡେରା ସଚ୍ଚା ସଉଦା ରାମ ରହିମକୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ
କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଶୁଣାଇଛନ୍ତି!-->!-->!-->…
Read More...
Read More...
ନର୍ମଦା ନଦୀରେ ଡଙ୍ଗା ବୁଡି ୬ ଜଣଙ୍କର ମୃତ୍ୟୁ
ନନ୍ଦୁରବାର : ନର୍ମଦା ନଦୀରେ ଡଙ୍ଗା ବୁଡି ୬ ଜଣଙ୍କର ମୃତ୍ୟୁ ହୋଇଛି ଜ୍ଝ ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ଅନ୍ତର୍ଗତ ଭୂଷଣ ଗାଁରୁ ଆଜି ପାଖାପାଖି ୫୦ ଜଣ ମକର ସଂକ୍ରାନ୍ତି ନିମନ୍ତେ ନଦୀ ଭିତରକୁ ଯାଇଥିଲେ ଜ୍ଝ!-->!-->!-->…
Read More...
Read More...
ୟୁପିରେ ହାତୀ – ସାଇକେଲ ଏକ ହେବା ପରେ ଏକାକୀ ଲଢିବ ହାତ
ସମସ୍ତ ୮୦ ଲୋକସଭା ଆସନରେ ପ୍ରାର୍ଥୀ ଦେବ କଂଗ୍ରେସୟୁପି : ଉତ୍ତର ପ୍ରଦେଶରେ ଏସ୍ପି-ବିଏସ୍ପି ମେଣ୍ଟ ପରେ ଜାତୀୟ ରାଜନୀତି ଦୃଶ୍ୟପଟରେ ବଡ଼ ପରିବର୍ତ୍ତନ । ହାତୀ-ସାଇକେଲ ଏକ ହେବା ପରେ ହାତ ନିଷ୍ପତ୍ତି ନେଇଛି,!-->!-->!-->…
Read More...
Read More...
ବିଜେପିକୁ ଟକ୍କର ଦେବାକୁ ୟୁପିରେ ଏସପି-ବିଏସପି ମହାମେଣ୍ଟ
ଏସପି -ବିଏସପି ମେଣ୍ଟ ସମାନ ସମାନ ୩୮-୩୮ଟି ଆସନରେ ଲଢିବେନୂଆଦିଲ୍ଲୀ : ୧୯ ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ ଉତ୍ତରପ୍ରେଦଶରେ ଏସପି-ବିଏସପି ମହାମେଣ୍ଟର ଘୋଷଣା। ୨୫ ବର୍ଷପରେ ବିଜେପି ବାଟ ଓଗାଳିବାକୁ ପୁଣି!-->!-->!-->…
Read More...
Read More...
ଆଲୋକ ବର୍ମାଙ୍କ ଇସ୍ତଫା
ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ପଦରୁ ବିତାଡ଼ିତ ଆଇପିଏସ୍ ଅଧିକାରୀ ଅବଶେଷରେ ଇସ୍ତଫା ଦେଇଛନ୍ତି । ତାଙ୍କୁ ଗତକାଲି ସିବିଆଇ ନିର୍ଦ୍ଦେଶକ ପଦରୁ ବହିଷ୍କାର କରାଯାଇ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ!-->…
Read More...
Read More...
ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ହାର୍ଦ୍ଦିକ୍ ପାଣ୍ଡ୍ୟା
ଟିଭି ଚ୍ୟାନେଲ୍ ସୋ 'କଫି ଉଇଥ କରନ୍' ରେ ମହିଳାମାନଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ ପାଣ୍ଡ୍ୟାନୂଆଦିଲ୍ଲୀ
: ପାଣ୍ଡ୍ୟାଙ୍କୁ ନେଇ ଉଠିଲାଣି ପଡ଼ିଲାଣି ସୋସିଆଲ୍ ମିଡିଆ । ସ୍ଥିତି ଏମିତି ହେଲାଣି ଯେ ଦୁଇଟି!-->!-->!-->…
Read More...
Read More...
ଅଜୟଙ୍କ ପରେ ଶୀଲା ଭରସାରେ ଦିଲ୍ଲୀ କଂଗ୍ରେସ
ବିଜେପି ଓ ଆପକୁ ଦେବେ ଟକ୍କଟନୂଆଦିଲ୍ଲୀ : ଦିଲ୍ଲୀ କଂଗ୍ରେସକୁ ଶୀଲା ଭରସା । ପୁଣି ଥରେ ଦିଲ୍ଲୀ କଂଗ୍ରେସର ଦାୟୀତ୍ବ ନେଇଛନ୍ତି
ଶୀଲା । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା!-->!-->!-->…
Read More...
Read More...
ସରକାରୀ ଚାକିରୀରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତବକୁ ସଂସଦର ଅନୁମୋଦନ,ସମର୍ଥନ ଦେଲା ବିଜେଡି
ନୂଆଦିଲ୍ଲୀ : ସାଧାରଣ ବର୍ଗର ଗରୀବ ଲୋକଙ୍କ ଲାଗି ସରକାରୀ ଚାକିରୀ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ୧୦ ପ୍ରତିଶତ ଆସନ ସଂରକ୍ଷଣ ରଖଇବା ପ୍ରସ୍ତାବକୁ ସଂସଦରେ ଅନୁମୋଦନ ମିଳିଛି । ଲୋକସଭାରେ ମଙ୍ଗଳବାର ଗୃହିତ ହୋଇଥିବା ଏହି!-->…
Read More...
Read More...
