Browsing Category
National
ଗ୍ରାହକଙ୍କ ପାଇଁ ଖୁସି ଖବର : ଏଲପିଜି ସିଲିଣ୍ଡର ଦର କମିଲା
ଆଇଓସିଏଲ ଘରୋଇ ରିହାତିଯୁକ୍ତ ରନ୍ଧନଗ୍ୟାସର ଦର ହ୍ରାସ କରିଛିନୂଆଦିଲ୍ଲୀ : ଏଲପିଜି ଦର ହ୍ରାସ କମିଲା । ଆଇଓସିଏଲ ନୂଆ ସଂଶୋଧିତ ଦର ତାଲିକା ଜାରି କରିଛି । ସବସିଡି ଥିବା ସିଲିଣ୍ଡର ଉପରେ ୧ଟଙ୍କା ୪୬ ପଇସା ହ୍ରାସ!-->!-->!-->…
Read More...
Read More...
କାଲିଠୁ ପାର୍ଲାମେଣ୍ଟର ବଜେଟ ଅଧିବେଶ,୧ରେ ଅନ୍ତରୀଣ ବଜେଟ ଆଣିବେ ପିୟୂଷ
ନୂଆଦିଲ୍ଲୀ :ପାର୍ଲାମେଣ୍ଟର ବଜେଟ ଅଧିବେଶ ଆସନ୍ତାକାଲି ଆରମ୍ଭ ହେଉଛି। ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟାଲ। ତେବେ ବଜେଟକୁ ନେଇ ସରକାରଙ୍କ ପାଖରୁ ଅନେକ କିଛି ଆଶା!-->!-->!-->…
Read More...
Read More...
ପରୀକ୍ଷା ପାଇଁ ମୋଦି ମନ୍ତ୍ର : ଜ୍ଞାନ ପଛରେ ଦୌଡ଼ିବା ଉଚିତ୍ ,ନମ୍ବର ପଛରେ ନୁହେଁ- ପ୍ରଧାନମନ୍ତ୍ରୀ
ଦିଲ୍ଲୀ
: ପରୀକ୍ଷା
ପାଇଁ
ମୋଦି
ମନ୍ତ୍ର
।
ପରୀକ୍ଷାର୍ଥୀଙ୍କୁ
ପ୍ରଧାନମନ୍ତ୍ରୀଙ୍କ
ପରାମର୍ଶ,
ପରୀକ୍ଷା
ବାହାରେ
ରହିଛି
ବଡ
ଦୁନିଆ,
ବିଫଳ
ହେଲେ
ଅଟକିଯିବନି
ଜୀବନ
। ଦିଲ୍ଲୀ
ତାଲକୋଟରା
ଷ୍ଟାଡ଼ିୟମରେ
ଶିକ୍ଷକ,!-->…
Read More...
Read More...
ଅଯୋଧ୍ୟା ମାମଲାରେ ପୁଣି ସୁପ୍ରିମକୋର୍ଟ ଗଲେ କେନ୍ଦ୍ର ସରକାର
ଦିଲ୍ଲୀ
: ଅଯୋଧ୍ୟା
ମାମଲାରେ
ପୁଣି
ସୁପ୍ରିମକୋର୍ଟ
ଗଲେ
କେନ୍ଦ୍ର
ସରକାର
।
କେନ୍ଦ୍ର
ସରକାର
ଆଜି
ସୁପ୍ରିମକୋର୍ଟରେ
ଆଉ
ଏକ
ଆବେଦନ
କରିଛନ୍ତି
।
ଅଣବିବାଦୀୟ ଜମିରେ
ନିର୍ମାଣ
କାର୍ଯ୍ୟ
ଉପରେ
ଲାଗିଥିବା !-->…
Read More...
Read More...
ରାହୁଲଙ୍କ ଗରିବଙ୍କ ପାଇଁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ନୂଆ ଷ୍ଟଣ୍ଟକୁ ନେଇ ମୁହାଁ ମୁହିଁ
ଭୁବନେଶ୍ବର : ରାହୁଲଙ୍କ ନୂଆ ଷ୍ଟଣ୍ଟ । ଋଣଛାଡ ନାରା ପରେ ଏବେ ଗରିବଙ୍କ ପାଇଁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଘୋଷଣା । ଚାଷୀ ଓ ଗରିବ ସବୁବେଳେ ରାଜନୀତି ଚେସବୋର୍ଡରେ ଥିବାରୁ ସବୁଦଳ ମନଲୋଭା ଘୋଷଣାରେ ମାତିଛନ୍ତି!-->…
Read More...
Read More...
ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫଣ୍ଡାଣ୍ଡିସ୍ ଙ୍କ ପରଲୋକ
ନୂଆଦିଲ୍ଲୀ : ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫଣ୍ଡାଣ୍ଡିସ୍ ଙ୍କ ପରଲୋକ । କିଛି ଦିନ ଧରି ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିଲେ । ଆଜି ସକାଳେ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଜର୍ଜ ଫଣ୍ଡାଣ୍ଡିସ୍ ଙ୍କ ଦେହାନ୍ତ!-->…
Read More...
Read More...
ପଦ୍ମଶ୍ରୀକୁ ନା କହିବା ପରେ ଗୀତାଙ୍କ ପତିକ୍ରିୟା କହିଲେ “ଭାଇ ପାଇଁ ଅଡୁଆ ସୃଷ୍ଟି କରିବାକୁ ଚାହିୁଁ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ପଦ୍ମଶ୍ରୀ ପୁରଷ୍କାର ପ୍ରତ୍ୟାକ୍ଷାନ କରିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ରାଜନୈତିକ ବାଦ ବିବାଦ ବି ଲାଗି ରହିଛି । ତେବେ ଏହାକୁ ନେଇ!-->…
Read More...
Read More...
ନିର୍ବାଚନ ପୂର୍ବରୁ ଆର୍ଥକ ଦୁର୍ବଳଙ୍କୁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଦେଲେ ରାହୁଲ
ଛତିଶଗଡ଼ : ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ବଡ ଘୋଷଣା । ନିର୍ବାଚନ ଦେଖି ପୁଣି ଏକ ପ୍ରତିଶ୍ରୁତି ବିଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।
ଆଉ ରାହୁଲଙ୍କ ଏହି ଘୋଷଣା ନିର୍ବାଚନରେ ଗେମ୍ !-->…
Read More...
Read More...
ଘର ଢିଙ୍କି କୁମ୍ଭିର : ଅଡୁଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ
କର୍ଣ୍ଣାଟକ : ଘର ଭିତରେ ହିଁ ଅଡୁଆ। ଏମିତି ଅଡୁଆରେ ପଡ଼ିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ । ଗୋଟିଏ ପଟେ କଂଗ୍ରେସ ସମର୍ଥନରେ ସରକାର ଚଳାଉଛନ୍ତି ଏଚ.ଡି କୁମାରସ୍ବାମୀ । କିନ୍ତୁ କଂଗ୍ରେସର ଚାପ!-->…
Read More...
Read More...
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ତାଲିମ ଦେବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ତାଲିମ ଦେବେ କେନ୍ଦ୍ର ସରକାର । ଭାରତ ସରକାରଙ୍କ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ଏହି ତାଲିମ ଦେବାର ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ପ୍ରଥମେ!-->…
Read More...
Read More...
ସକାରାତ୍ମକ ଏଜେଣ୍ଡା ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ଦେବାଳିଆ ହୋଇଯାଆନ୍ତି – ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ତାମିଲନାଡୁ ଏବଂ କେରଳ
ଗସ୍ତଦିଲ୍ଲୀ :
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଏବଂ କେରଳ ଗସ୍ତରେ ଯାଇଥିଲେ | କୋଚି ଏବଂ ତ୍ରିଚୁରରେ ସେ ଜନସଭାକୁ
ସମ୍ବୋଧିତ!-->!-->!-->…
Read More...
Read More...
୭୦ତମ ସାଧାରଣତନ୍ତ୍ର ଦିବସ ଲାଲକିଲ୍ଲାରେ ଅଭିଭାଦନ ଗ୍ରହଣ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ନୂଆଦିଲ୍ଲୀର
: ସାରା ଦେଶ ଆଜି ପାଳୁଛି ୭୦ତମ ସାଧାରଣତନ୍ତ୍ର ଦିବସ । ନୂଆ ଦିଲ୍ଲୀର ରାଜପଥରେ ହାଇଥିଲା ଭବ୍ୟ ସମାରୋହ । ପତାକା ଉତ୍ତୋଳନ କରି ଅଭିଭାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।!-->…
Read More...
Read More...
ନାନାଜୀ ଦେଶମୁଖ, ପ୍ରଣବ ମୁର୍ଖାଜୀ, ଓ ଭୂପେନ ହଜାରିକାଙ୍କୁ ଭାରତରତ୍ନ
ନୂଆଦିଲ୍ଲୀ : ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପାଇବେ ପ୍ରଣବ ମୁର୍ଖାଜୀ,ନାନାଜୀ ଦେଶମୁଖ,ଭୂପେନ ହଜାରିକା । ଏହି ପୁରସ୍କାର ତିନିବର୍ଷ ପାଇଁ ଘୋଷଣା କରାଯାଇଛି । ନାନାଜୀ ଦେଶମୁଖ ଓ ଭୂପେନ!-->…
Read More...
Read More...
ଘୋଷଣା ହେଲା ପଦ୍ମ ସମ୍ମାନ : ୯୪ ଜଣଙ୍କୁ ପଦ୍ମଶ୍ରୀ , ୧୪ ଜଣଙ୍କୁ ପଦ୍ମଭୂଷଣ ଓ ୪ ଜଣଙ୍କୁ ପଦ୍ମବିଭୂଷଣ ସମ୍ମାନ
ଓଡ଼ିଶାରୁ ୩ଜଣଙ୍କୁ ପଦ୍ମଶ୍ରୀନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ପଦ୍ମ ସମ୍ମାନ ଘୋଷଣା ହୋଇଛି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ସମୁଦାୟ ୧୧୨ ଜଣଙ୍କୁ ଏଥି ଲାଗି!-->!-->!-->…
Read More...
Read More...
