Browsing Category

National

ନୋଏଡାର ଖେଳନା କମ୍ପାନୀରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ନୋଏଡାରେ ଅଗ୍ନିକାଣ୍ଡ । ସେକ୍ଟର ୬୩ ରେ ଥିବା ଏକ ଖେଳନା ତିଆରି କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି…
Read More...

ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ମହମାରୀ କରୋନା ସଂକ୍ରମଣ ଭିତରେ ଆସନ୍ତା ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅକ୍ଟୋବର ୧ ଯାଏ କାର୍ଯ୍ୟ କରିବ ବୋଲି ଆଜି ସରକାରୀ ସୂତ୍ରକୁ ଆଧାର କରି ଏନଡିଟିଭି ଖବର ପ୍ରକାଶ କରିଛି।…
Read More...

ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା: ପାଞ୍ଚ ବର୍ଷର ବାଳକ ଜୀବନ୍ତ ଉଦ୍ଧାର

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ିବାର ପ୍ରାୟ ୧୯ ଘଣ୍ଟା ପରେ ଆଜି ମଙ୍ଗଳବାର (ଅଗଷ୍ଟ ୨୫) ରେ ଜଣେ ପାଞ୍ଚ ବର୍ଷର ବାଳକକୁ ଭଗ୍ନସ୍ତୁପ ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର…
Read More...

ଭୁଶୁଡିଲା ୫ ମହଲା କୋଠା: ଜଣେ ମୃତ, ୭ ଆହତ

ମୁମ୍ବାଇ: ଭୁଶୁଡିପଡିଲା ୫ ମହଲା କୋଠା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ମହାରାଷ୍ଟ୍ର ରାୟଗଡର ମହଦ ସହରର କାଜଲପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ଏହି କୋଠାରେ ୪୭ ପରିବାର…
Read More...

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ।ସେ ଟୁଇଟ୍ କରି ଲେଖିଛନ୍ତି,…
Read More...

ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନ ଦିଲ୍ଲୀର ଫୋର୍ଟିସ୍ ଏସ୍କାର୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଫୁସଫୁସ୍ ଓ କିଡନୀ ଜନିତ ସମସ୍ୟାରେ ପିଡିତ ଥିବା ଅଭିଯୋଗ କରିଛନ୍ତି ।ଚିକିତ୍ସା କରୁଥିବା…
Read More...

ଦେଶର ଦୀର୍ଘତମ ନଦୀ ରୋପୱେ ଉଦ୍‌ଘାଟିତ

ଗୁଆହାଟୀ: ଦେଶର ଦୀର୍ଘତମ ନଦୀ ରୋପେଓ୍ଵ ଆଜି (ସୋମବାର) ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ରୋପୱେର ଲମ୍ବ ହେଉଛି ୧.୮ କିଲୋମିଟର। ଆସାମର ରାଜଧାନୀ ଗୁଆହାଟୀ ଏବଂ ଉତ୍ତର ଗୁଆହାଟୀକୁ ସଂଯୋଗ କରୁଛି ଭାରତର…
Read More...

ବଢ଼ିଲା ଗାଡ଼ି କାଗଜପତ୍ର ଅବଧି; ଜାଣନ୍ତୁ କେତେଦିନ ଯାଏ ବଢ଼ିଲା….

ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଗାଡ଼ି ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରିଛନ୍ତି। ଏବେ ଡିସେମ୍ବର ୩୧ ଯାଏ ସମସ୍ତ ଗାଡ଼ିର କାଗଜପତ୍ରର ବୈଧ ରହିବ। ଯଦି କାଗଜପତ୍ରର…
Read More...

ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ଟ୍ଵିଟ‌ କରି ବନ୍ଧୁଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଟ୍ଵିଟ ‌ କରି ବନ୍ଧୁଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ଵିଟ‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି,‘…
Read More...

ନୂଆ ଶିକ୍ଷା ନୀତିକୁ ନେଇ ସବୁ ରାଜ୍ୟକୁ ଚିଠି

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତି ଲାଗୁ କରିବା ନେଇ ସବୁ ରାଜ୍ୟକୁ ଚିଠି ଲେଖିଲା ଶିକ୍ଷା ମନ୍ତ୍ରାଳୟ । ଶିକ୍ଷା ମନ୍ତ୍ରାଳୟ ସଚିବ ଚିଠି ଲେଖିବା ସହ ଅଧ୍ୟାପକଙ୍କୁ ପରାମର୍ଶ ମଧ୍ୟ ମାଗିଛନ୍ତି । ଏନ୍‌ସିଇଆର୍‌ଟିର ବିଶେଷଜ୍ଞ…
Read More...

ମୟୂରଙ୍କୁ ଖୁଆଇଲେ ମୋଦି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନିଜ ହାତରେ ମୟୂରକୁ ଖାଇବାକୁ ଦେଉଛନ୍ତି । ଆଉ ମୟୂରଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ…
Read More...

ଫିଲ୍ମ ଏବଂ ଟିଭି ଧାରାବାହିକ ପାଇଁ ଏସଓପି ଜାରି

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ରବିବାର ଗଣମାଧ୍ୟମ ଏବଂ ଚଳଚ୍ଚିତ୍ର ଶିଳ୍ପ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓପି) ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସଓପି ଜାରି…
Read More...

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଆକ୍ସନ ମୋଡ଼ରେ ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟ ତଦନ୍ତରେ ଆକ୍ସନ ମୋଡ଼ରେ ସିବିଆଇ। ଆଜି ମୁମ୍ବାଇରେ ତଦନ୍ତର ତୃତୀୟ ଦିନ । ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ଆଉ କିଛି ଲୋକଙ୍କୁ ଆଜି ପଚରାଉଚରା କରିପାରେ। ଶନିବାର ଦିନ…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ସେପ୍ଟେମ୍ବର ୩୦ ସୁଦ୍ଧା ବାବ୍ରୀ ମସଜିଦ ରାୟ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ବାବ୍ରୀ ମସଜିଦ ରାୟ । ଏନେଇ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏହି ଘଟଣାର ସ୍ୱତନ୍ତ୍ର ଶୁଣାଣି ସିବିଆଇ କୋର୍ଟରେ ଚାଲିଛି । ସେପ୍ଟମ୍ବର ୩୦…
Read More...