Browsing Category
National
ଏଣିକି ବ୍ୟାଙ୍କ ଓ କେନ୍ଦ୍ରୀୟ ଚାକିରି ପାଇଁ ଗୋଟିଏ ପରୀକ୍ଷା
ନୂଆଦିଲ୍ଳୀ: କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ପ୍ରକାଶ ପାଉଥିବା ନନ୍ ଗେଜେଟେଡ ପଦବୀ ପାଇଁ ଏଣିକି ଗୋଟିଏ ପ୍ରବେଶିକା ପରୀକ୍ଷା ହେବ । ଏନେଇ ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ କେନ୍ଦ୍ର ସରକାର…
Read More...
Read More...
ମିଳିଲା ଅନୁମତି: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତି ସାରିଛି। ହେଲେ ଏବେ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁ ପଛରେ କିଏ ଅଛି ତାହା ଜଣା ପଡ଼ିନାହିଁ। ଯାହା ଫଳରେ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜଣା…
Read More...
Read More...
ଆଗ୍ରାରେ ଯାତ୍ରୀଙ୍କ ସହିତ ବସ ହାଇଜାକ
ଆଗ୍ରା: ଆଗ୍ରାରେ ଯାତ୍ରୀଙ୍କ ସହିତ ବସ ହାଇଜାକ । ପୋଲିସ ହାତ ଖାଲି । ୧୦ ଘଣ୍ଟା ପରେ ବି ମିଳିନି ସୁରାକ । ଫାଇନାନ୍ସ କର୍ମଚାରୀ କହି ବସରେ ଚଢିଥିଲେ ଅପରାଧୀ । କାରରେ ବସକୁ ଓଭରଟେକ କରି ବସ୍କୁ ନିଜ କବଜାକୁ ଅପରାଧୀମାନେ…
Read More...
Read More...
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ରାଜ୍ୟ ବାହାର ଲୋକଙ୍କୁ ମିଳିବନି ସରକାରୀ ଚାକିରି
ଭୋପାଲ: ଏଣିକି ବାହାର ରାଜ୍ୟର ଲୋକଙ୍କୁ ମଧ୍ୟପ୍ରଦେଶର ସରକାରୀ ଚାକିରି ମିଳିବ ନାହିଁ। କେବଳ ରାଜ୍ୟବାସୀଙ୍କ ପାଇଁ ସରକାରୀ ଚାକିରି ସଂରକ୍ଷଣ ହୋଇ ରହିବ। ଏ ସମ୍ପର୍କରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ…
Read More...
Read More...
ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସତ୍ୟପାଲ ମଲିକ
ନୂଆଦିଲ୍ଲୀ: ସତ୍ୟପାଲ ମଲିକଙ୍କୁ ଗୋଆରୁ ମେଘାଳୟର ରାଜ୍ୟପାଳ ଭାବେ ବଦଳି କରାଯାଇଥିବା କଥା ଆଜି ରାଷ୍ଟ୍ରପତି ଭବନରୁ ରିଲିଜ୍ ହୋଇଥିବା ଏକ ବିବୃତିରୁ ସୂଚନା ମିଳିଛି।ଉତ୍ତରପୂର୍ବ ରାଜ୍ୟ ମେଘାଳୟର ରାଜ୍ୟପାଳ ଥିବା…
Read More...
Read More...
ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ: ନିକଟରେ କରୋନାକୁ ମାତ୍ ଦେଇ ଘରକୁ ଫେରିଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।ହାଲ୍କା ଜ୍ୱର…
Read More...
Read More...
ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଦ୍ମବିଭୂଷଣ ପଣ୍ଡିତ ଯଶରାଜଙ୍କ ନିଧନ
ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜଙ୍କର ୯୦ ବର୍ଷ ବୟସରେ ଆମେରିକାରେ ଦେହାନ୍ତ ହୋଇଛି। ସେ ଶାସ୍ତ୍ରୀୟ ସଙ୍ଗୀତର ମେୱତି ଘାରାନାଙ୍କର ଥିଲେ। ପିତା ପଣ୍ଡିତ ମୋତିରାମ ସଂଗୀତରେ ତାଙ୍କର ପ୍ରାଥମିକ…
Read More...
Read More...
ଶରଦ ପାୱାରଙ୍କ ୪ କର୍ମଚାରୀ କରୋନା ପଜିଟିଭ
ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍ସିପି) ମୁଖ୍ୟ ଶରଦ ପାୱାରଙ୍କ ଦକ୍ଷିଣ ମୁମ୍ବାଇରେ ଥିବା ଘରେ କାମ କରୁଥିବା ୪ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି। ତେବେ ଟେଷ୍ଟ ପରେ ଶରଦଙ୍କ ରିପୋର୍ଟ…
Read More...
Read More...
ସେପ୍ଟେମ୍ବର ୬ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କଲା ବିହାର
ପାଟନା: ମହାମାରୀ କରୋନା ସଂକ୍ରମଣର କରାଳ ରୂପକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ସେପ୍ଟେମ୍ବର ୬ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି।୧୭ ଅଗଷ୍ଟ ଅର୍ଥାତ ଆଜିଠାରୁ ସେପ୍ଟେମ୍ବର ୬ ଯାଏ ଏହା…
Read More...
Read More...
କରୋନାରେ ଟିଏମସି ବିଧାୟକ ସମରେଶ ଦାସଙ୍କ ପରଲୋକ
କୋଲକାତା: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ସମରେଶ ଦାସଙ୍କ ଦେହାନ୍ତ ହୋଇଛି। କରୋନାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ଜୁଲାଇ ୧୮ରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା, ଯାହା ପରେ ତାଙ୍କ…
Read More...
Read More...
ବାରମୂଳାରେ ଆତଙ୍କବାଦୀ ଆକ୍ରମଣ; ଜଣେ ପୋଲିସ କର୍ମଚାରୀ, ଦୁଇ ଯବାନ ଶହୀଦ
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ । ସୋମବାର ବାରମୂଳା ଜିଲ୍ଲା କ୍ରିରି ଅଞ୍ଚଳରେ ସିଆରପିଏଫର ନାକା ପାର୍ଟି ଉପରକୁ ହମଲା କରିଛନ୍ତି ଆତଙ୍କୀ । ଆତଙ୍କୀଙ୍କ ଏହି ଆକ୍ରମଣରେ ଜଣେ…
Read More...
Read More...
ସଂସଦ ଆନେକ୍ସ ବିଲ୍ଡିଂର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ସଂସଦ ଆନେକ୍ସ ବିଲ୍ଡିଂର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ । ଏହି ଘଟଣାଟି ସକାଳ ସମୟରେ ହୋଇଥିବା ଏକ ପ୍ରମୁଖ ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି। ତେବେ ଅଗ୍ନିକାଣ୍ଡ ବିଷୟରେ ଖବର ପାଇଁ ଘଟଣାସ୍ଥଳରେ ପାଞ୍ଚଟି ଦମକଳ…
Read More...
Read More...
ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନଙ୍କୁ ପରଲୋକ
ଉତ୍ତରପ୍ରଦେଶ: ୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିଲେ ।…
Read More...
Read More...
ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କରୋନା
ଜୟପୁର: ଭାଇରସ କବଳରେ ଭିଆଇପି । ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନା ସଂକ୍ରମିତ । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ୍ କରି ଏହି…
Read More...
Read More...
