Browsing Category

National

ସ୍ୱୀକାର କଲା ପାକିସ୍ତାନ; ଦାଉଦ ଇବ୍ରାହିମ କରାଚିରେ ଲୁଚିଛି

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ପାକିସ୍ତାନରେ ରହିଛି। ଦୀର୍ଘ ଦିନରୁ ଭାରତ ଏକଥା କହି ଆସୁଥିଲେ ହେଁ ପାକିସ୍ତାନ ଏହାକୁ ସ୍ୱୀକାର କରି ନଥିଲା। ହେଲେ ଆଜି…
Read More...

ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଯାତାୟାତ ଉପରେ ରୋକ ନ ଲଗାଇବାକୁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ରାଜ୍ୟଗୁଡ଼ିକ ନିଜ ଇଚ୍ଛା ଅନୁସାରେ କଟକଣା ଲଗାଉଥିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ବିଶେଷ କରି ‌ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଯାତାୟାତ ଉପରେ କିଛି ସ୍ଥାନରେ…
Read More...

ଦୁଇ ବର୍ଷ ଭିତରେ ମୂଳପୋଛ ହେବ କରୋନା

ବିଶ୍ଵବାସୀଙ୍କ ପାଇଁ ଖୁସି ଖବର ଆଣିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)। ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଶ୍ଵରୁ ମୂଳପୋଛ ହୋଇଯିବ କରୋନା ଭୂତାଣୁ। ଏପରି କହିଛନ୍ତି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଅଧାନମ ଗବ୍ରିୟେସ୍।…
Read More...

୨.୫୫ କୋଟିରେ ନିଲାମ ହେଲା ବାପୁଙ୍କ ଚଷମା

ନୂଆଦିଲ୍ଲୀ: ବିଶ୍ୱର ଅନେକ ଲୋକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ତାଙ୍କର ବିଚାରଧାରାକୁ ସମ୍ମାନ କରିନ୍ତି । ସେ ଇହଧାମ ତ୍ୟାଗ କରିବାର ଏତେ ବର୍ଷ ପରେ ମଧ୍ୟ ଗାନ୍ଧୀଙ୍କ ଆଦର୍ଶକୁ ପୂଜା କରାଯାଏ । ଜାତିର ପିତା…
Read More...

ସେପ୍ଟେମ୍ବର ୧ ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧ ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ପରୀକ୍ଷା ହେବ। ଦେଶ ଓ ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ ପ୍ରାୟ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା । କିନ୍ତୁ…
Read More...

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଶିବୁ ସୋରେନ୍‌ ଶନିବାର କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ପତ୍ନୀ ରୁପି ସୋରେନ୍‌ ମଧ୍ୟ କୋଭିଡ୍‌-୧୯ ପିଜିଟିଭ୍‌ ବୋଲି…
Read More...

ଖୁବଶୀଘ୍ର ଯୋଗୀଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ; ଯୁବକଙ୍କୁ ମିଳିବ ସୁଯୋଗ

ଲକ୍ଷ୍ନୌ: ବର୍ତ୍ତମାନର ଉତ୍ତର ପ୍ରଦେଶ ସରକାର ସାଢେ ୩ ବର୍ଷ ପୂରଣ କରିଲାଣି । ଆଉ ଦେଢ ବର୍ଷ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ନିର୍ବାଚନକୁ ପାଖାପାଖି ୨ ବର୍ଷ ଥିଲେ ମଧ୍ୟ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି…
Read More...

ଆନ୍ଧ୍ରରେ ପୁଣି ଆମୋନିଆ ଗ୍ୟାସ ଲିକ, ୧୪ ଅସୁସ୍ଥ

ଚିତ୍ତୋର: ପୁଣି ଥରେ ଆନ୍ଧ୍ରରୁ ବିଷାକ୍ତ ଗ୍ୟାସ ଲିକ୍ ଘଟଣା। ଦୁଗ୍ଧ କେନ୍ଦ୍ରରୁ ବିଷାକ୍ତ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ପରେ ପାଖାପାଖି ୧୪ ରୁ ଅଧିକ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା…
Read More...

ସେପ୍ଟେମ୍ବର ୧ରୁ ବଢ଼ିବ ବିମାନ ଟିକେଟର ଦାମ

ନୂଆଦିଲ୍ଲୀ: ଆସନ୍ତା ମାସରୁ ଘରୋଇ ତଥା ଆନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ ଆଦାୟ ହେଉଥିବା ବିମାନ ଚାଳକ ଶୁଳ୍କ (ଏଏସଏଫ) ବୃଦ୍ଧି ପାଇବା । ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି ।…
Read More...

ଏଥର ହୋଟେଲ ଓ ରେଷ୍ଟୁରାଣ୍ଟରେ ଲାଇସେନ୍ସଧାରୀ ଗ୍ରାହକଙ୍କୁ ପରଷାଯିବ ମଦ

ନୂଆଦିଲ୍ଲୀ: ଦିଲ୍ଲୀର ହୋଟେଲ ଓ ରେଷ୍ଟୁରାଣ୍ଟରେ ଲାଇସେନ୍ସଧାରୀ ଗ୍ରାହକଙ୍କୁ ମଦ ପରଷାଯିବ ବୋଲି ଏକ୍ସାଇଜ୍ ବିଭାଗ ଅନୁମତି ପ୍ରଦାନ କରିଛି । ଗୁରୁବାର ଏକ ସରକାରୀ ଘୋଷଣା ଅନୁଯାୟୀ, ରାଜସ୍ୱର ପ୍ରଭାବକୁ ଦୃଷ୍ଟିରେ ରଖି…
Read More...

କରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ନୂଆଦିଲ୍ଲୀ:  କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଯାଉଛନ୍ତି। ଟ୍ୱିଟରରେ ତାଙ୍କ କରୋନା…
Read More...

ଆଗ୍ରା ବସ ହାଇଜାକ ଘଟଣା: ପୋଲିସ ଗୁଳିରେ ମୁଖ୍ୟ ଅଭିଯୁକ୍ତ ଗୁରୁତର

ଆଗ୍ରା: ଆଗ୍ରା ବସ ହାଇଜାକ ଘଟଣାରେ ପୋଲିସର ଏନକାଉଣ୍ଟର । ମୁଖ୍ୟ ଅଭିଯୁକ୍ତ ଗୁରୁତର ଆହତ । ଡାକ୍ତରଖାନାରେ ଭର୍ତ୍ତି । ଫିରୋଜାବାଦରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା । ରାସ୍ତାରେ ଯାଞ୍ଚ ସମୟରେ ହୋଇଛି ଏନକାଉଣ୍ଟର ।…
Read More...

ସ୍ୱଚ୍ଛ ସହର ତାଲିକାରେ ପ୍ରଥମ ହେଉଛି ଇନ୍ଦୋର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦେଶବ୍ୟାପୀ ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷଣର ପଞ୍ଚମ ସଂସ୍କରଣ 'ସ୍ୱଚ୍ଛ ସର୍ଭେକ୍ଷଣ - ୨୦୨୦' ର ଫଳାଫଳ ଘୋଷଣା କରିଛନ୍ତି। କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ…
Read More...

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ; ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ୨୦ରେ ଦେଶବ୍ୟାପୀ ସଦ୍‌ଭାବନା ଦିବସ ପାଳନ କରାଯାଇଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସକୁ ୨୦୦୮ଠାରୁ ସଦ୍‌ଭାବନା ଦିବସ ଭାବେ ପାଳନ କରାଯିବା ଲାଗି ନିଷ୍ପତ୍ତି…
Read More...