Browsing Category

National

କୋରୋନା ଭ୍ୟାକ୍ସିନ ପ୍ରସ୍ତୁତ କଲା ଋଷ, ପ୍ରଥମ ଟିକା ନେଲେ ରାଷ୍ଟ୍ରପତି ପୁଟିନଙ୍କ ଝିଅ

ମସ୍କୋ : ଋଷିଆ ବିଶ୍ୱର ପ୍ରଥମ କରୋନା ଟିକାର ପଂଜୀକରଣ କରିଛି ବୋଲି ଏହାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଆଜି ଏକ ଟେଲିଭିଜନ ଭାଷଣ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ଏଥିସହ ରାଷ୍ଟ୍ରପତି ପୁଟିନଙ୍କ…
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବାପା ସଂପତ୍ତି ଉପରେ ଝିଅଙ୍କ ରହିଛି ସମ୍ପୂର୍ଣ୍ଣ ଅଧିକାର

ନୂଆଦିଲ୍ଲୀ: ଝିଅଙ୍କୁ ମିଳିବ ବାପାଙ୍କ ସମ୍ପତ୍ତିର ସମାନ ଅଧିକାର । ନୂଆ ଆଇନ୍ ପ୍ରଣୟନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅଙ୍କୁ ସମାନ ଭାଗ ମିଳିବ । ଏନେଇ ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।କୋର୍ଟ…
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ସୋମବାର କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ୮୪ ବର୍ଷୀୟ ପ୍ରଣବଙ୍କୁ…
Read More...

ଆସାମରେ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଗୌହାଟୀ: ଆସାମ ତିନସୁକିଆ ସ୍ଥିତ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ । ସୂଚନା ଅନୁସାରେ, ତିନସୁକିଆ ବାଘଜାନ୍ ଅଞ୍ଚଳରେ ଥିବା ଓଏନଜିସି ପାଇପ୍‌ଲାଇନ୍‌ରେ ସୋମବାର ଦିନ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା…
Read More...

ସୁସ୍ଥ ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କରୋନା ଭାଇରସ୍‌କୁ ମାତ୍‌ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ହସ୍ପିଟାଲରୁ ଛୁଟି…
Read More...

କରୋନା କବଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଶ୍ରୀ…
Read More...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦାନ କରିବେ ପ୍ଲାଜ୍‌ମା

ଭୋପାଲ: କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଥିବା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ଲାଜ୍‌ମା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କରୋନାରେ ଆକ୍ରାନ୍ତ ଆଉ କାହାର ଜୀବନ ବଞ୍ଚାଇ ହେବ…
Read More...

ଆଜି ପୁଣିଥରେ ଇଡି ନିକଟରେ ହାଜର ହେବେ ରିୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ସନ୍ଦେହ ଘେରରେ ଥିବା ଲୋକଙ୍କୁ  ପଚରାଉଚରା କରାଯାଉଛି। ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ…
Read More...

ପ୍ରଧାନମନ୍ତ୍ରୀଙ୍କ ଘୋଷଣା; ୮କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଲେ ୧୭ ହଜାର ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ: କୋଭିଡ -୧୯ ସଙ୍କଟ ମଧ୍ୟରେ ଦେଶର କୃଷି କ୍ଷେତ୍ର ତଥା କୃଷକମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଆରମ୍ଭ…
Read More...

ବିଜୟୱାଡା କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ମୁଖ୍ୟମନ୍ତ୍ରୀ

ବିଜୟୱାଡା: ଆଜି ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା। ଏହି ଦୁର୍ଘଟଣାରେ ପ୍ରଥମେ ୭ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଥିବା…
Read More...

ବିଜୟୱାଡା କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ବିଜୟୱାଡା: କୋଭିଡ କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ରବିବାର ସକାଳେ ବିଜୟୱାଡା ସ୍ଥିତ ଏକ କୋଭିଡ କେୟାର ସେଣ୍ଟରରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଜୟୱାଡା ସିପି…
Read More...

ବିଜୟୱାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ: ୭ କରୋନା ରୋଗୀଙ୍କ ମୃତ୍ୟୁ

ବିଜୟୱାଡା: ଆଜି ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗିଥିବା ନେଇ ଖବର ମିଳିଛି। ଏହି ଦୁର୍ଘଟଣାରେ ୭ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି। ସହରରେ ଥିବା…
Read More...

ସମୀକ୍ଷା ପାଇଁ କୋଝିକୋଡ ବିମାନବନ୍ଦର ପହଞ୍ଚିଲେ ହରଦୀପ ସିଂ ପୁରୀ, ରିଲିଫ ଘୋଷଣା

ଥିରୁଅନନ୍ତପୁରମ: କୋଝିକୋଡ ବିମାନ ଦୁର୍ଘଟଣାରେ ପାଇଲଟ ଏବଂ ସହ-ପାଇଲଟଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ତେବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର କୋଝିକୋଡ ବିମାନବନ୍ଦର ଗସ୍ତ…
Read More...

କେରଳରେ ଭୂସ୍ଖଳନ ଘଟଣା; ମୃତ୍ୟୁସଂଖ୍ୟା ୨୪କୁ ବଢ଼ିଲା

ଥିରୁଅନନ୍ତପୁରମ୍ : ଗତକାଲି କେରଳରେ ପ୍ରବଳ ବର୍ଷା ପରେ ଇଡୁକି ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ପ୍ରଥମେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ବଢି ୨୪ ରେ ପହଞ୍ଚିଛି । ଶନିବାର ୬ଜଣଙ୍କ…
Read More...