Browsing Category

National

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ପରଲୋକ

ନ୍ୟୁୟର୍କ: ପରଲୋକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପ । ୭୧ ବର୍ଷ ବୟସରେ ନ୍ୟୁୟର୍କର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ସୂଚନା…
Read More...

କୋଭାକ୍ସିନର ୨ୟ ପର୍ଯ୍ୟାୟ ପରୀକ୍ଷଣ ସେପ୍ଟେମ୍ବରରୁ ଆରମ୍ଭ

ଗୁଆହାଟୀ : ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ ଉତ୍ସାହଜନକ ଫଳାଫଳ ମିଳିଛି । ଫଳରେ ଏହି ଟିକାକୁ ନେଇ ଆଶାର ସଂଚାର ହୋଇଛି । ଏବେ ଆସନ୍ତା ସେପ୍ଟେମ୍ବରରୁ…
Read More...

ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ୭୪ତମ ସ୍ଵାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ…
Read More...

ଆସନ୍ତାକାଲିଠାରୁ ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ୱେ ଅଗଷ୍ଟ ୧୬ ଅର୍ଥାତ ଆସନ୍ତାକାଲିଠାରୁ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ଆରମ୍ଭ ହେବାକୁ ଯାଉଛି। କରୋନା ସଂକ୍ରମଣ ଯୋଗୁଁ ଗତ ୫ ମାସ ଧରି ବୈଷ୍ଣୋ‌ଦେବୀ ପୀଠ ଭକ୍ତ ଓ ପର୍ଯ୍ୟଟକଙ୍କ…
Read More...

ଦେଶ ସ୍ୱାଧୀନତାକୁ ୭୪ ବର୍ଷ, ଶୁଭେଚ୍ଛା ଜଣାଇଲେ ମୋଦି ଓ ଶାହା

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ ତମ ସ୍ଵାଧୀନତା ଦିବସ। କୋଭିଡ୍ କଟକଣା ପାଇଁ ଏହି ଦିବସର ଆନନ୍ଦ ଫିକା ପଡିଯାଇଥିବା ବେଳେ ନିରାଡମ୍ବର ଭାବେ ଏହାକୁ ଦେଶବାସୀ ମନାଉଛନ୍ତି। କାଶ୍ମୀର ଠୁ କନ୍ୟାକୁମାରୀ ସବୁଠି ଆଜି ଜାତୀୟ…
Read More...

ଅଶାନ୍ତି ସୃଷ୍ଟିକାରୀଙ୍କୁ ବରଦାସ୍ତ କରାଯିବ ନାହିଁ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୭୪ ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶ ଏବଂ ବିଦେଶରେ ରହୁଥିବା ସମସ୍ତ…
Read More...

କରୋନାରୁ ମୁକ୍ତ ଅମିତ ଶାହା

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ସେ ନିଜେ ଏ ସମ୍ପର୍କରେ ଟ୍ଵିଟ କରି ସୂଚନା ଦେଇଛନ୍ତି । ଟ୍ଵିଟରରେ ସେ ଲେଖିଛନ୍ତି ଯେ ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଏଥିପାଇଁ…
Read More...

ଆସନ୍ତାକାଲି ଏହି ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ସ୍ଵାଧୀନତା ଦିବସ। କରୋନା ମହାମାରୀ କାରଣରୁ ପୂର୍ବ ବର୍ଷ ଭଳି ଏ ବର୍ଷ ଦେଶବାସୀ ସ୍ଵାଧୀନତା ଦିବସ ପାଳନ କରି ପାରିବେ ନାହିଁ। କମ ଲୋକରେ ଏବଂ ସାମାଜିକ ଦୂରତା ଅବଲମ୍ବନ କରି ଚଳିତ ବର୍ଷ ଦେଶବାସୀ…
Read More...

ରାମ ମନ୍ଦିର ଟ୍ରଷ୍ଟ ମୁଖ୍ୟଙ୍କୁ କରୋନା; ଅଯୋଧ୍ୟାରେ ମୋଦିଙ୍କ ସହ ମଞ୍ଚରେ ଥିଲେ

ଅଯୋଧ୍ୟା: ଅଗଷ୍ଟ ୫ରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିବା‌ ଅଯୋଧ୍ୟାରେ ରାମ ଜନ୍ମଭୂମି ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା…
Read More...

କୋମାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ମସ୍ତିଷ୍କରେ ଅସ୍ତ୍ରୋପଚାର ହେବା ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ରହିଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ଏବେ ସେ କୋମାକୁ ଚାଲିଯାଇଥିବା ସୂଚନା ମିଳିଛି । ଏ ନେଇ…
Read More...

ପୁଣି ମାନବିକତା ଦେଖାଇଲେ ସୋନୁ: ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ସମସ୍ତ ବ୍ୟବସ୍ଥା ସହ ଯୋଗାଇଦେଲେ ଆର୍ଥିକ ସହାୟତା

ମୁମ୍ବାଇ: ପୁଣି ମାନବିକତା ଦେଖାଇଛନ୍ତି ରିୟଲ ଲାଇଫ ହିରୋ ସୋନୁ ସୁଦ। ଲକଡାଉନରେ ପ୍ରବସୀଙ୍କ ପାଇଁ ହିରୋ ସାଜିଥିବା ସୋନୁ ଏବେବି ଜାରି ରଖିଛନ୍ତି ନିଜ କାମ । ଏହାପୂର୍ବରୁ ଜଣେ ଚାଷୀକୁ ସୋନୁ ଟ୍ରାକ୍ଟର ଉପହାରରେ ଦେଇଥିବା…
Read More...

ଭାରତୀୟ ବଂଶୋଦ୍ଭବ କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ

ଓ୍ୱାଶିଂଟନ: ଆମେରିକାରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଭାରତୀୟ ବଂଶୋଦ୍ଭବ ତଥା ସିନେଟର କମଲା ହାରିସଙ୍କ ନାଁ ଘୋଷଣା କରିଛନ୍ତି। ଏହି ପଦବୀ ପାଇଁ କମଲା…
Read More...

ଆରପାରିରେ ପ୍ରସିଦ୍ଧ କବି ରାହତ ଇନ୍ଦୋରୀ

ମଧ୍ୟପ୍ରଦେଶ: ଆଉ ନାହାଁନ୍ତି ପ୍ରସିଦ୍ଧ କବି ରାହତ ଇନ୍ଦୋରୀ । କରୋନା ପଜିଟିଭ୍ ଚିହ୍ନଟ ପରେ ନିଧନ । ନିଜ ଫେସବୁକ ଆକାଉଣ୍ଟରେ କରୋନା ପଜିଟିଭ୍ ଥିବା ସୂଚନା ଦେଇଥିଲେ ସେ । ସେ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।…
Read More...

ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀଙ୍କ ଆଲୋଚନା, ଦେଲେ ୭୨ ଘଂଟିଆ ଫର୍ମୁଲା

ନୂଆଦିଲ୍ଲୀ: ଦେଶରେ ବ୍ୟାପୀ ଚାଲିଛି କରୋନା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦେଶର ୧୦ଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଅନ୍ଧ୍ରପ୍ରଦେଶ, ପଂଜାବ ଓ…
Read More...