Browsing Category
National
ପୁଣିଥରେ ମିଜୋରାମରେ ଭୂକମ୍ପ ଝଟକା
ମିଜୋରାମ: ମିଜୋରାମରେ ବୁଧବାର ରାତିରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫ ରହିଛି । ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ୧୪ମିନିଟ୍ ସମୟରେ ମିଜୋରାମର ପୁଣି ଥରେ…
Read More...
Read More...
ଔଷଧ ବାହାର କରି ଅଡୁଆରେ ବାବା ରାମଦେବ
ଡେରାଡୁନ୍: ବାବା ରାମଦେବ କରୋନାର ଚିକିତ୍ସା ପାଇଁ 'କରୋନିଲ୍' ଔଷଧ ବାହାର କରିବା ଘଟଣାରେ ଅସୁବିଧାରେ ପଡିଛନ୍ତି । ଷ୍ଟେଟ୍ ଡ୍ରଗ୍ସ କନଟ୍ରୋଲୋର ରାମଦେବଙ୍କ ପତଞ୍ଜଳି ଯୋଗ ପୀଠର ଦିବ୍ୟ ଫାର୍ମାସୀକୁ ନୋଟିସ୍ ଜାରି…
Read More...
Read More...
ଜୁଲାଇ ୬ ସୁଦ୍ଧା ଦିଲ୍ଲୀର ପ୍ରତି ଘର ହେବ ସ୍କ୍ରିନିଂ
ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତର ରାଜଧାନୀ ଦିଲ୍ଲୀରେ ମାଡି ଚାଲିଥିବା କରୋନା ବ୍ୟାପକ ହେଉଛି । ତେବେ ମାରାତ୍ମକ ଭାବରେ ବ୍ୟାପୁଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ…
Read More...
Read More...
ପୁଣିଥରେ ଥରିଲା ମିଜୋରାମ
ଆଇଜଲ: ମିଜୋରାମରେ ଲଗାତର ଭାବରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ବୁଧବାର ଦିନ ଭୂକମ୍ପ ଯୋଗୁଁ ପୁଣି ଥରେ ଥରିଲା ରାଜ୍ୟ । ଭୂକମ୍ପ କେନ୍ଦ୍ର (ଏନସିଏସ୍) କହିଛି ଯେ ମିଫୋରମରେ ଆଜି ସକାଳ ୮ଟା ୨ମିନିଟ୍ ରେ ଚମ୍ପଇର…
Read More...
Read More...
୧ କୋଟି ଲୋକଙ୍କୁ ଚାକିରୀ ଦେବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ: ବିଶ୍ୱାସ ନ ହେଲେ ବି ସତ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧କୋଟି ଲୋକଙ୍କୁ ଚାକିରି ଦିଆଯିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତାରେ ଜୁନ ୨୬ରେ ବିଧିବଦ୍ଧ ଭାବେ…
Read More...
Read More...
ଗଲଓ୍ଵାନ ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ ସେନାମୁଖ୍ୟ
ଲେହ : ଭାରତର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ଵାଣେ ଆଜି ଦୁଇଦିନିଆ ଲେହ ଗସ୍ତରେ ଯାଇ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଆର୍ମି ହସପିଟାଲ ପରିଦର୍ଶନରେ ଯାଇ ଗତ ୧୫…
Read More...
Read More...
କୋଭିଡ୍-୧୯ ଔଷଧ ବାହାର କରିଛନ୍ତି ବୋଲି ଦାବି କଲେ ବାବା ରାମଦେବ
ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଦାବି କରିଛନ୍ତି ଯେ କୋଭିଡ୍-୧୯ ବିରୋଧରେ ସେ ପ୍ରଥମ ଔଷଧ ବାହାର କରିଛନ୍ତି। ସେହି ଔଷଧ ଖାଇଲେ ୭ ଦିନ ମଧ୍ୟରେ କରୋନା ପରି ଭାଇରସ୍ରୁ ଆରୋଗ୍ୟ ଲାଭ କରିହେବ। ଏହି ବିଷୟରେ ଆହୁରି…
Read More...
Read More...
ବିଜେପି ସାଂସଦ ପ୍ରଜ୍ଞା ଠାକୁର ଅସୁସ୍ଥ
ଭୋପାଳ: ଭୋପାଳର ବିଜେପି ସାଂସଦ ସ୍ଵାଧୀ ପ୍ରଜ୍ଞା ସିଂ ଠାକୁର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ହଠାତ ସଭା ମଝିରେ ବେହୋସ…
Read More...
Read More...
ପୁଣିଥରେ ମିଜୋରାମରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ: ମିଜୋରାମରେ ଗତ ୧୨ ଘଣ୍ଟାରେ ଆସିଥିବା ୨ ଭୂକମ୍ପ ଭାରୀ ପଡିଛି । ଭୂକମ୍ପର ତୀବ୍ରତା ଏତେ ଥିଲା ଯେ ଅନେକ ଘର କାନ୍ଥରେ ଫାଟ ହୋଇଯାଇଛି । ଏହା ବ୍ୟତୀତ ଅନେକ ଅଫିସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ଯଦିଓ ଗୋଟେ…
Read More...
Read More...
ଚୀନକୁ ଝଟ୍କା: ୫ ହଜାର କୋଟିର ଚୁକ୍ତିନାମା ଉପରେ ପ୍ରତିବନ୍ଧକ ଲଗାଇଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ: ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚୀନକୁ ନେଇ ଦେଶବ୍ୟାପୀ ଆକ୍ରୋଶ ଦେଖିବାକୁ ମିଳଉଛି। ଲୋକମାନେ ଚୀନ ସାମଗ୍ରୀ ବର୍ଜନ କରୁଛନ୍ତି। ସରକାର…
Read More...
Read More...
ପ୍ରଥମ କରି ସର୍ବବୃହତ୍ ଡିଜିଟାଲ୍ ରଥଯାତ୍ରା ଆୟୋଜନ କରିବ ଇସ୍କନ୍
କୋଲ୍କାତା: ମଙ୍ଗଳବାର ଦିନ ବିଶ୍ୱର ଛଅଟି ମହାଦେଶରେ ‘ଇଣ୍ଟର୍ନ୍ୟାସ୍ନାଲ୍ ସୋସାଇଟି ଫର୍ କ୍ରିଷ୍ଣା କନ୍ସାଇଅସ୍ନେସ୍’ (ଇସ୍କନ୍) ବିଶ୍ୱର ସର୍ବପ୍ରଥମ ଡିଜିଟାଲ୍ ବା ଭର୍ଚ୍ୟୁଆଲ୍ ରଥଯାତ୍ରା ଆୟୋଜନ କରିବ।…
Read More...
Read More...
ମିଜୋରାମରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ: ମିଜୋରାମର ଚମ୍ପଲ ଠାରେ ସୋମବାର ଦିନ ସାମାନ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୫ ମପା ଯାଇଥିଲା । ଆଜି…
Read More...
Read More...
ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ରାଜନାଥ ସିଂହ
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ଯାଉଛନ୍ତି । ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଭିତରେ ପ୍ରତିରକ୍ଷା ମନ୍ତ୍ରୀ ଋଷିଆ ଗସ୍ତରେ ଯାଉଛନ୍ତି । ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ସେ ଯୋଗ…
Read More...
Read More...
୩ ସେନାକୁ ୫୦୦ କୋଟି ଟଙ୍କାର ଏମେରଜେନ୍ସି ଫଣ୍ଡ
ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଉଗ୍ର ହେବାରେ ଲାଗିଛି । ଏହାକୁ ଦେଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ରବିବାର ନେଇଛନ୍ତି । ନରେନ୍ଦ୍ର ମୋଦି ସରକାର ୩ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଯୁଦ୍ଧ ପ୍ରସ୍ତୁତି…
Read More...
Read More...
