Browsing Category

National

ଗରିବ କଲ୍ୟାଣ ଯୋଜନାରେ ୧୧୬ ଜିଲ୍ଲାର ୨୯ ଲକ୍ଷ ଲୋକଙ୍କୁ କାମ ମିଳିବ: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜୁନରେ 'ଗରିବ କଲ୍ୟାଣ ରୋଜଗାର ଅଭିଯାନ'ର ଶୁଭାରମ୍ଭ କରିବେ । ପ୍ରବାସୀଙ୍କ ପାଇଁ ଖୋଲିଲା ରୋଜଗାରର ବାଟ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…
Read More...

କରୋନା ପରୀକ୍ଷା ପାଇଁ ମୋବାଇଲ୍ ଲ୍ୟାବ ଲଞ୍ଚ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ୱାବ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରାଯାଉଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଗୁରୁବାର ଦିନ କେନ୍ଦ୍ର…
Read More...

ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହେଲା ଭାରତ

ୱାଶିଂଟନ୍: ବୁଧବାର ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି ଭାରତ। ଜାତିସଂଘ ସାଧାରଣ ପରିଷଦର ୧୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ୧୮୪ ରାଷ୍ଟ୍ରର ଭୋଟ୍‌ ପାଇବା ପରେ ଭାରତ ନିର୍ବାଚିତ…
Read More...

ଶାନ୍ତି ପାଇଁ ଫୋନ୍‌ରେ ୱାଙ୍ଗ ୟିଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ: ଲଦାଖରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମଥର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ତାଙ୍କ ଚାଇନା ପ୍ରତିପକ୍ଷ ୱାଙ୍ଗ ୟି ପରସ୍ପର ସହ କଥା ହୋଇଛନ୍ତି। ଫୋନ ଯୋଗେ ଉଭୟ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି…
Read More...

ଲଦାଖରେ ସଂଘର୍ଷକୁ ନେଇ ଶୁକ୍ରବାର ସର୍ବଦଳୀୟ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲଦାଖରେ ଭାରତୀୟ ଓ ଚୀନ୍‌ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦ ଜଣ ଯବାନ ପ୍ରାଣ ହରାଇବା ପରେ ଭାରତ- ଚୀନ୍‌ ସୀମାନ୍ତରେ ଉତ୍ତେଜନା ପ୍ରକାଶ ପାଇବା ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ପନ୍ନ ସ୍ଥିତି…
Read More...

୨୦ଜଣ ଭାରତୀୟ ସୈନିକଙ୍କ ତାଲିକା ପ୍ରକାଶ

ନୂଆଦିଲ୍ଲୀ: ସୋମବାର ରାତିରେ ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍‌ୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ୨୦ଜଣ ଭାରତୀୟ ସୈନିକଙ୍କ ନାମ ଆଜି ଭାରତୀୟ ସେନାବାହିନୀ ପ୍ରକାଶ କରିଛି। ନିମ୍ନରେ…
Read More...

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ବିଧାୟକ ଅତିସୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅତିସୀ କୋଭିଡ-୧୯ ସଂକ୍ରମିତ ଥିବା ଜାଣିବାକୁ ମିଳିଛି। କୋଭିଡ୍‌-୧୯ ବା ନୋଭେଲ କରୋନା ଭାଇରସ୍‌ର ପରୀକ୍ଷା ପାଇଁ ଏମାନଙ୍କର ଯେଉଁ…
Read More...

ମୁମ୍ବାଇରେ ଭୂକମ୍ପ

ମୁମ୍ବାଇ: ମୁମ୍ବାଇରେ ବୁଧବାର ପୂର୍ବାହ୍ନ ୧୧ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିବା ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ମୁମ୍ବାଇର ୧୦୩ କିମି ଦୂରରେ…
Read More...

ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ବେତନ ପ୍ରଦାନ ବିଷୟରେ ରାଜ୍ୟମାନଙ୍କୁ ନିର୍ଦେଶାବଳୀ ଜାରି କର

ନୂଆଦିଲ୍ଲୀ: କୋଭିଡ୍-୧୯ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କର ବେତନ ପ୍ରସଙ୍ଗରେ ରାଜ୍ୟମାନଙ୍କୁ ଏକ ନିର୍ଦେଶନାମା ଜାରି କରିବାକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର…
Read More...

ଚୀନ୍-ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ: ଭାରତର ୨୦ ଯବାନ ସହିଦ, ଚୀନ୍‌ର ୪୩ ମୃତ

ନୂଆଦିଲ୍ଲୀ: ବିଶ୍ୱ ମହାମା‌ରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ନିନ୍ଦିତ ହେଉଥିବା ଚୀନ୍‌ ଏବେ ଦୃଷ୍ଟି ହଟାଇବ‌ା ଲାଗି ଭାରତକୁ ଟାର୍ଗେଟ୍ କରିଛି। ସବୁ ଠିକ୍‌ଠାକ୍‌ ଚାଲିଥିବା ବେଳେ ଚୀନ୍ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି।…
Read More...

ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ବିଭିନ୍ନ ରାଜ୍ୟର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି ।…
Read More...

ଅଣ୍ଡରୱାଲ୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ: ଅଣ୍ଡରୱାଲ୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀ ହମିଦାଙ୍କ ମଙ୍ଗଳାବାର କରୋନାଜନିତ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ହମିଦା ମହାରାଷ୍ଟ୍ରର ଠାଣେରେ ରହୁଥିବା ବେଳେ ଗତ କିଛି…
Read More...

ଚୀନ୍-ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ: ଚୀନର ୫ ସୈନିକ ମୃତ, ୧୧ ଆହତ

ନୂଆଦିଲ୍ଲୀ : ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଚୀନ ପକ୍ଷର ୫ ସୈନିକ ମୃତ୍ୟୁବରଣ କରିଥିବା ଚୀନ ଗଣମାଧ୍ୟମ ପ୍ରକାଶ କରିଛି । ଚୀନ ପକ୍ଷର କେତେକ ସୈନ୍ୟ…
Read More...

ଚୀନ୍-ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ: ଜଣେ ସେନା ଅଧିକାରୀ, ଦୁଇଜଣ ସୈନିକ ସହିଦ

ନୂଆଦିଲ୍ଲୀ: ଗଲ୍‌ୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ‌ଘଟି ଭାରତୀୟ ସେନାର ଜଣେ କର୍ଣ୍ଣେଲ୍ ପାହ୍ୟାର ଅଧିକାରୀ ଏବଂ ଦୁଇଜଣ ଯବାନ ସହିଦ ହୋଇଥିବା କଥା ମଙ୍ଗଳବାର ଦିନ ପ୍ରତିରକ୍ଷା…
Read More...