Browsing Category
National
ତାଜାକିସ୍ତାନରେ ଭୂକମ୍ପ ଝଟକା
ଜାମ୍ମୁ-କାଶ୍ମୀର : ତାଜାକିସ୍ତାନରେ ମଙ୍ଗଳବାର ଭୂମିକମ୍ପ ସୃଷ୍ଟି ହୋଇଛି। ଭାରତର କିଛି ଅଂଶରେ ଏହାର ଝଟ୍କା ଲାଗିଛି। ଭୂକମ୍ପ ଯୋଗୁ ଜାମ୍ମୁ-କାଶ୍ମୀର ମଧ୍ୟ ଥରିଉଠିଛି। ତାଜାକିସ୍ତାନ ରାଜଧାନୀ ଦୁଶାନ୍ବେଠାରୁ ୩୪୧…
Read More...
Read More...
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି ; ଦେଖିବାକୁ ମିଳିଛି କରୋନା ଲକ୍ଷଣ
ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କୁ ଜ୍ୱର ହୋଇଛି। ତା'ସହିତ ଶ୍ୱାସକ୍ରିୟାରେ ମଧ୍ୟ ସେ କଷ୍ଟ ଅନୁଭବ କରୁଛନ୍ତି।…
Read More...
Read More...
ଜୁଲାଇ ୨ରୁ କୋଲ ଇଣ୍ଡିଆ କର୍ମଚାରୀଙ୍କ ଧର୍ମଘଟ
କୋଲକତା : କୋଇଲା ଖଣି କ୍ଷେତ୍ରକୁ ବ୍ୟବସାୟିକ ଖଣି ଖନନ ପାଇଁ ଖୋଲିଦେବାକୁ ଭାରତ ସରକାରଙ୍କ ନିଷ୍ପତ୍ତିକୁ କୋଲ ଇଣ୍ଡିଆର କର୍ମଚାରୀମାନେ ବିରୋଧ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ କୋଲ ଇଣ୍ଡିଆ…
Read More...
Read More...
ଇସ୍ଲାମାବାଦରେ ଭାରତୀୟ ଅଧିକାରୀ ନିଖୋଜ ଘଟଣା : ଭାରତୀୟ ହାଇକମିଶନ କର୍ମଚାରୀଙ୍କୁ ଗିରଫ କରାଯାଇଛି
ନୂଆଦିଲ୍ଲୀ : ଆଜି ସକାଳୁ ନିଖୋଜ ଥିବା ଇସ୍ଲାମାବାଦରେସ୍ଥିତ ଭାରତୀୟ ହାଇକମିଶନର ଦୁଇଜଣ କର୍ମଚାରୀଙ୍କୁ ସିଲଭାସେସ ପଲ ଓ ଡି. ବ୍ରହ୍ମଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଥିବା ପାକିସ୍ତାନ ଗଣମାଧ୍ୟମ କହିଛି । ଗାଡ଼ି ଦୁର୍ଘଟଣା…
Read More...
Read More...
ପୁଣିଥରେ ଗୁଜରାଟରେ ଭୂକମ୍ପ ଝଟକା
ଅହମଦାବାଦ: ଗୁଜରାଟର ପୁଣିଥରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଜଣାଡ଼ିଛି। ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ଏହା ଦ୍ୱିତୀୟ ଭୂକମ୍ପ। ଗତରାତିରେ ମଧ୍ୟ ଗୁଜରାଟର କୁଚରେ ଭୂକମ୍ପ…
Read More...
Read More...
୨ ଭାରତୀୟ ଦୂତବାସ କର୍ମଚାରୀ ପାକିସ୍ତାନରୁ ନିଖୋଜ
ନୂଆଦିଲ୍ଲୀ: ପାକିସ୍ତାନ ରାଜଧାନୀରେ ଥିବା ଭାରତୀୟ ଦୂତବାସର ୨ ଅଫିସର ନିଖୋଜ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସକାଳ ୮ଟା ୩୦ ମିନିଟ ସମୟରୁ ୨ଜଣ ଅଫିସର ନିଖୋଜ ଅଛନ୍ତି। ଏନେଇ ପାକିସ୍ତାନ ନିକଟରେ ଅଭିଯୋଗ…
Read More...
Read More...
୬ ଆଇଏଏସଙ୍କ ଦାୟିତ୍ୱରେ ଦିଲ୍ଲୀ
ନୂଆଦିଲ୍ଲୀ: ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତି ଜଟିଳ ହେଉଥିବା ଦେଖି କେନ୍ଦ୍ର ସରକାର ୬ ଆଇଏଏସ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି। ଏଯାବତ ୩୮ ହଜାର ଆକ୍ରାନ୍ତ ଦିଲ୍ଲୀରୁ ଚିହ୍ନଟ…
Read More...
Read More...
ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣାସ୍ଥଳ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ
ଆସାମ: ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ରାଜ୍ୟର ବାଗଜାନରେ ହୋଇଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବା ପରେ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ସମୀକ୍ଷା…
Read More...
Read More...
କରୋନା ସଂକ୍ରମିତ ରୋଗୀଙ୍କ ବୃଦ୍ଧିକୁ ଦେଖି ଦିଲ୍ଲୀକୁ ୫୦୦ଟି ରେଳ କୋଚ୍ ଦେବ କେନ୍ଦ୍ର
ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ…
Read More...
Read More...
କୋଭିଡ-୧୯ର ନୂତନ ଲକ୍ଷଣ: ହଠାତ୍ ଆଘ୍ରାଣ ଓ ସ୍ୱାଦ ଶକ୍ତି ହରାଇବା
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ରେଫରେନ୍ସ ଭାବରେ ପ୍ରକାଶିତ ଏକ ଦଲିଲରେ କେନ୍ଦ୍ର କୋଭିଡ-୧୯ର ନୂତନ ଲକ୍ଷଣ ଯୋଡିଛି। “କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍: କୋଭିଡ-୧୯” ଦଲିଲରେ ଅନ୍ୟ ସାତୋଟି ଲକ୍ଷଣର…
Read More...
Read More...
ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୬ଷ୍ଠ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୭ ପଇସା ଓ ୫୯ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ…
Read More...
Read More...
କରୋନା ସଂକ୍ରମିତ ତାଲିକାରେ ୪ର୍ଥ ସ୍ଥାନରେ ଭାରତ
ନୂଆଦିଲ୍ଲୀ: ଭାରତ କରୋନା ଭାଇରସ ସଂକ୍ରମିତ ଦୃଷ୍ଟିରୁ ଗୁରୁବାର ଦୁଇ ଦେଶ- ସ୍ପେନ ଓ ବ୍ରିଟେନକୁ ଅତିକ୍ରମ କରିଛି । କରୋନା ଭାଇରସରେ ସର୍ବାଧିକ ସଂକ୍ରମିତ ଦେଶଗୁଡ଼ିକର ତାଲିକାରେ ୪ର୍ଥ ସ୍ଥାନରେ ପହଞ୍ଚିଛି । ଭାରତରେ…
Read More...
Read More...
ଆମର ଦୃଢ଼ ନିଷ୍ପତ୍ତି ଏବଂ ବଦ୍ଧପରିକରତା ହିଁ ଆମ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ
ନୂଆଦିଲ୍ଲୀ: ଗୁରୁବାର ‘ଇଣ୍ଡିଆନ୍ ଚାମ୍ବର୍ ଅଫ୍ କମର୍ସ’ର (ଆଇସିସି) ୯୫ତମ ବାର୍ଷିକ ପୂର୍ଣ୍ଣ ଅଧିବେଶନରେ ଉଦ୍ଘାଟନୀ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ସମଗ୍ର ଦେଶ କୋଭିଡ୍-୧୯ ବିପକ୍ଷରେ ସଂଗ୍ରାମ…
Read More...
Read More...
ବିଶ୍ୱର ୨୬ ଦେଶ କରୋନା ମୁକ୍ତ
ଲଣ୍ଡନ : ଆମେରିକା, ଭାରତ ସମେତ ବହୁ ରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହୋଇ ପଡିଥିବା ବେଳେ ବିଶ୍ବର ୨୬ଟି ଦେଶ ତଥା ଦ୍ବୀପ କରୋନାମୁକ୍ତ ହୋଇଛନ୍ତି। ଏ ଦେଶଗୁଡିକ ମଧ୍ୟରେ ଅଛି ନ୍ୟୁଜିଲାଣ୍ଡ, ଆଇଲ ଅଫ ମ୍ୟାନ,…
Read More...
Read More...
