Browsing Category

National

ଆସାମ ତିନସୁକିଆ ଜିଲ୍ଲାର ଗ୍ୟାସ କୂଅ ଅଗ୍ନିକାଣ୍ଡ ଘଟଣା : ୨ ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଆସାମ: ଆସାମର ଟିନସୁକିଆଠାରେ ଥିବା ଓଏଲ ଇଣ୍ଡିଆ ଲିଃ(ଓଆଇଏଲ)ର ଗ୍ୟାସ କୂଅ ଅଗ୍ନିକାଣ୍ଡ ଘଟଣା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। କମ୍ପାନୀର ବାଘଜାନ ଓଏଲଫିଲ୍ଡ ସ୍ଥିତ ଗ୍ୟାସ କୂଅରେ ଲାଗିଥିବା ନିଆଁ ଥମିବାରୁ ନାଁ…
Read More...

ଆସାମ ତିନସୁକିଆ ଜିଲ୍ଲାର ଗ୍ୟାସ ପାଇପଲାଇନରେ ଅଗ୍ନିକାଣ୍ଡ

ଆସାମ: ଆସାମ ତିନସୁକିଆ ଜିଲ୍ଲାର ଗ୍ୟାସ ପାଇପଲାଇନରେ ଅଗ୍ନିକାଣ୍ଡ । ଗ୍ୟାସ ପାଇପଲାଇନରେ କୌଣସି କାରଣରୁ ନିଆଁ ଲାଗିବା ପରେ ଏହା ଭୟଙ୍କର ଭାବେ ଜଳିବାରେ ଲାଗିଛି । ଏହାର ପ୍ରଭାବରେ ନିଆଁ ଆଖପାଖ ଅଂଚଳକୁ ମଧ୍ୟ ବ୍ୟାପି…
Read More...

୩ ଜଣ ଆତଙ୍କବାଦୀ ନିପାତ

ସୋପିଆନ: ଜାମ୍ମୁକାଶ୍ମୀରର ସୋପିଆନରେ ସେନାର ଏନକାଉଣ୍ଟର । ସକାଳୁ ସକାଳୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହେଲେଣି । ପ୍ରଥମେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା ଭାରତୀୟ ସେନା । ଶେଷ ଖବର…
Read More...

କରୋନାରେ ସଂକ୍ରମିତ ହୋଇନାହାନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍ଷଣ ପରେ ସେଲଫ ଆଇସୋଲେସନରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କୋଭିଡ-୧୯ ଟେଷ୍ଟ କରାଯାଇଛି। ମଧ୍ୟାହ୍ନରେ କରୋନା ଟେଷ୍ଟ କରାଇଥିବା କେଜ୍ରିୱାଲଙ୍କ ରିପୋର୍ଟ ସନ୍ଧ୍ୟାରେ…
Read More...

ଗାଡି କାଗଜପତ୍ର ବୈଧତା ଅବଧି ବୃଦ୍ଧି

ନୂଆଦିଲ୍ଲୀ : କରୋନା ଭୟାବହତା ପାଇଁ ପୁଣି ବଢିଲା ଗାଡି ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧି । ସେପ୍ଟେମ୍ବର ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଥିବା ନେଇ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ଆଜି ସୂଚନା ପ୍ରଦାନ…
Read More...

ସିବିଆଇ ଡିଆଇଜି ଅଖିଳେଶ ସିଂ ଏବଂ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଏବେ କରୋନା ପଞ୍ଝା ମାରିଛି। ମହାମାରୀ କରୋନା ଭାଇରସରେ ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ଗର୍ଭବତୀ ପତ୍ନୀ ଆକ୍ରାନ୍ତ ହୋଇଛନ୍ତି।ଉଭୟଙ୍କର କୌଣସି…
Read More...

ତେଲେଙ୍ଗାନା ପରେ ତାମିଲନାଡୁ ସରକାରଙ୍କ ନିଷ୍ପତ୍ତି: ବିନା ପରୀକ୍ଷାରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ପାସ୍

ତାମିଲନାଡୁ: ତେଲେଙ୍ଗାନା ପରେ ତାମିଲନାଡୁ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିନା ପରୀକ୍ଷାରେ ଏବେ ତାମିଲନାଡୁର ସମସ୍ତ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ ହେବେ ବୋଲି…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦେଶ: ୧୫ ଦିନ ଭିତରେସମସ୍ତ ପ୍ରବାସୀଙ୍କୁ ଘରେ ପହଞ୍ଚାଅ

ନୂଆଦିଲ୍ଲୀ: ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରି ଏ ଦିଗରେ ପଦକ୍ଷେପ…
Read More...

କେଜ୍ରିୱାଲଙ୍କର ହେଲା କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର କରୋନା ପରୀକ୍ଷା କରାଯାଇଛି। ମଙ୍ଗଳବାର ତାଙ୍କ ଘରୁ ଏକ ଡାକ୍ତରୀ ଟିମ୍‌ ନମୁନା ସଂଗ୍ରହ କରି ନେଇଛନ୍ତି। ଆସନ୍ତା କାଲି ରିପୋର୍ଟ ଆସିବ ବୋଲି କୁହାଯାଉଛି। ତେବେ…
Read More...

ବିନା ପରୀକ୍ଷାରେ ୧୦ମ ଶ୍ରେଣୀ ପାସ ନେଇ ଘୋଷଣା କଲା ଏହି ରାଜ୍ୟ

ତେଲେଙ୍ଗାନା: କରୋନା ସଙ୍କଟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଚଳିତ ବର୍ଷ ବିନା ପରୀକ୍ଷାରେ ୧୦ମ ଶ୍ରେଣୀର…
Read More...

ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ରାଜ୍ୟରେ ଜାରିଥିବା ଲକଡାଉନ୍‌ ପ୍ରତିବନ୍ଧକକୁ ଆଗାମୀ ୩୦ ଜୁନ୍‌ ପର୍ଯ୍ୟନ୍ତ…
Read More...

ନ୍ୟୁଜିଲ୍ୟାଣ୍ଡ ହେଲା କରୋନା ମୁକ୍ତ

ନ୍ୟୁଜିଲ୍ୟାଣ୍ଡ: ଅନେକ ଦିନ ଧରି କରୋନା ସହ ଲଢ଼ିବା ପରେ ଶେଷରେ କରୋନା ମୁକ୍ତ ହୋଇଛି ନ୍ୟୁଜିଲ୍ୟାଣ୍ଡ । ଦେଶର ଅନ୍ତିମ ରୋଗୀଙ୍କ ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିବା ପରେ ନ୍ୟୁଜିଲ୍ୟାଣ୍ଡ କରୋନା ମୁକ୍ତ ହୋଇଛି। ଏ ନେଇ…
Read More...

ଇଡିର ୫ କର୍ମଚାରୀ କରୋନା ଆକ୍ରାନ୍ତ : ରବିବାର ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟ ସିଲ୍‍

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ୫ ଜଣ କର୍ମଚାରୀ କୋଭିଡ୍‍-୧୯ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀର ଖାନ୍‍ ମାର୍କେଟସ୍ଥିତ ଲୋକନାୟକ ଭବନରେ ଥିବା ଇଡି ମୁଖ୍ୟ କାର୍ଯ୍ୟାଳୟରେ ସେମାନେ କାର୍ଯ୍ୟ…
Read More...

କରୋନା ସଂକ୍ରମିତ ତାଲିକାରେ ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଆଜିକାଲି ଭାରତ ସମେତ ବିଶ୍ୱର ଅନେକ ଦେଶ ମହାମାରୀ କରୋନା ସହ ମୁକାବିଲା କରିବା ନେଇ ସଂଘର୍ଷ କରୁଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଭାରତରେ ଏପର୍ଯ୍ୟନ୍ତ ୨,୩୬,୬୫୭  ଲୋକ କରୋନା…
Read More...