Browsing Category

National

ଉତରପ୍ରଦେଶରେ ୨ ସାଧୁଙ୍କୁ ହତ୍ୟା

ବୁଲନ୍ଦସହର: ଉତରପ୍ରଦେଶର ବୁଲନ୍ଦସହର ଅନ୍ତର୍ଗତ ଅନୁପସହରରେ ଦୁଇ ସାଧୁଙ୍କୁ ହତ୍ୟା କରାଯାଇଛି। ସାଧୁ ଦୁଇଜଣ ମନ୍ଦିର ପରିସରରେ ରାତିରେ ଶୋଇଥିବାବେଳେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହାଣି ହତ୍ୟା କରିଛି। ଘଟଣା…
Read More...

ଆମେରିକାରେ ୫୬ ହଜାର ଟପିଲା କରୋନା ମୃତକଙ୍କ ସଂଖ୍ୟା

ନ୍ୟୁୟର୍କ : ସାରା ବିଶ୍ୱରେ କରୋନା ଭୂତାଣୁ ମହାମାରୀର ପ୍ରଭାବ ବଢ଼ିବାରେ ଲାଗିଛି। ଏହି ମହାମାରୀର ସବୁଠାରୁ ଭୟଙ୍କର ବିସ୍ଫୋରଣ ମହାଶକ୍ତି ଦେଶ ଭାବେ ପରିଗଣିତ ଆମେରିକାରେ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଆମେରିକାରେ କରୋନା…
Read More...

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ପହଂଚିଲା କରୋନା

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ପହଂଚିଛି ମହାମାରୀ କରୋନା ଭାଇରସ । ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ୪ ଜଣ କର୍ମଚାରୀ କରୋନା ଭାଇରସରେ ସଂକ୍ରମିତ ଥିବା…
Read More...

୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଗତକାଲି ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଅଞ୍ଚଳରେ ନିରାପତା ବଳଙ୍କ ସହ ଗୁଳିବିନିମୟ କରି ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନଙ୍କ ପରିଚୟ ପାଇବାକୁ ଉଦ୍ୟମ କରାଯାଉଛି। ଏହି…
Read More...

ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଏବଂ ସଚେତନତା କରିବାର ଦାୟିତ୍ୱ ନେଉ ଓଡିଆ ସମାଜ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଏବଂ ସଚେତନତା କରିବାର ଦାୟିତ୍ୱ ନେଉ ଓଡିଆ ସମାଜ - ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି ଆହ୍ୱାନ ।  ବର୍ତମାନ ଲକ୍ ଡାଉନ୍ ସମୟରେ ଓଡିଆ ସମାଜ ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ, ସୁରକ୍ଷା…
Read More...

ପ୍ରତ୍ୟେକ ସମସ୍ୟା, ପ୍ରତ୍ୟେକ ଯୁଦ୍ଧ କିଛି ନା କିଛି ଶିକ୍ଷା ଦେଇଥାଏ

ନୂଆଦିଲ୍ଲୀ: ସାରା ଦେଶ ଲକ୍‌ଡାଉନ୍‌ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ଟା ବେଳେ ‘ମନ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରତି ମାସ ଶେଷ ରବିବାର…
Read More...

୧୦୬ ବର୍ଷୀୟ ମହିଳାଙ୍କ ଆଗରେ ହାର ମାନିଲା କରୋନା

ନୂଆଦିଲ୍ଲୀ: ବେଳେବେଳେ ଅତି ଚମତ୍କାର ଘଟଣା ଘଟେ। କିନ୍ତୁ ସମସ୍ତଙ୍କ ଜୀବନରେ ଏହି ସୌଭାଗ୍ୟ ନଥାଏ। ଏମିତି ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି ସ୍ପେନ୍‌ର ଜଣେ ୧୦୬ ବର୍ଷୀୟା ମହିଳାଙ୍କ କ୍ଷେତ୍ରରେ। ସ୍ପେନ୍‌ର ରୋଣ୍ଡାର…
Read More...

ଏସି, କୁଲର ଓ ଫ୍ୟାନ୍ ଚଲାଇବା ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ: କରୋନାକୁ ନେଇ ଏୟାର କଣ୍ଡିସନର(ଏସି), କୁଲର ଓ ଫ୍ୟାନ୍ ଚଲାଇବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ ରେଫ୍ରିଜରେଟିଂ ଏବଂ ଏୟାର କଣ୍ଡିସନର ଇଞ୍ଜିନିୟର୍ସ…
Read More...

ଜୁଲାଇ ନୁହେଁ ସେପ୍ଟେମ୍ବର ମାସରେ କଲେଜ ପାଠପଢ଼ା ଆରମ୍ଭ କରିବାକୁ ୟୁଜିସିର ସୁପାରିସ

ନୂଆଦିଲ୍ଲୀ:କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ଉଚ୍ଚଶିକ୍ଷା ପାଇଁ ବଦଳିପାରେ ଶିକ୍ଷାବର୍ଷ । ଏହା ଜୁଲାଇରୁ ଆରମ୍ଭ ନ ହୋଇ ସେପେଟେମ୍ବରରେ ଆରମ୍ଭ ହୋଇପାରେ ।ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)…
Read More...

ସଞ୍ଜୟ କୋଠାରି ହେଲେ କେନ୍ଦ୍ରୀୟ ଭିଜିଲାନ୍ସ କମିସନର

ନୂଆଦିଲ୍ଲୀ: ଆଜି ସଞ୍ଜୟ କୋଠାରିଙ୍କୁ କେନ୍ଦ୍ରୀୟ ଭିଜିଲାନ୍ସ କମିସନର ଭାବେ ନିଯୁକ୍ତି ମିଳିଥିବା ରାଷ୍ଟ୍ରପତି ଭବନରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି ।୨୦୧୭ ଜୁଲାଇରୁ କୋଠାରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ…
Read More...

ଆଜିଠୁ ସର୍ତମୂଳକ ଭାବେ ଖୋଲିବ ଦୋକାନ ବଜାର

ନୂଆଦିଲ୍ଲୀ: ମହାମାରୀ କୋରୋନା ସହ ଲଢେଇ କରୁଛି ଦେଶ । ଏଥିରୁ କିଛି ରାଜ୍ୟ ଆଶ୍ୱସ୍ତି ମିଳିଛି ସତ, ଅନ୍ୟ କେତେକ ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ଏଭଳି ପରିସ୍ଥିତି ଦେଶର ଆର୍ଥିକ ସ୍ଥିତି ଓ ଲୋକଙ୍କ ଆବଶ୍ୟକତା…
Read More...

୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲୱାମା ଜିଲତଲାର ଅବନ୍ତୀପୋରା ସହରରେ ଏନକାଉଂଟରରେ ୨ ଜଣ ଆତଙ୍କବାଦୀ ଓ ତାଙ୍କର ଜଣେ ସହଯୋଗୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି।ଭାରତୀୟ…
Read More...

କରୋନା ଭାଇରସ୍ ର ନୂଆ ଲକ୍ଷଣ ଦେଖିବାକୁ ମିଳିଲା ପିଲାଙ୍କଠାରେ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂଆ ଲକ୍ଷଣ ଦେଖିବାକୁ ମିଳିଛି ଶିଶୁ ଓ ତରୁଣଙ୍କଠାରେ । ସେ ଲକ୍ଷଣଟି ହେଉଛି ଗୋଡଆଙ୍ଗୁଠି ଓ ପାଦରେ ପ୍ରଦାହ ହୋଇ ବିବର୍ଣ୍ଣ ଦିଶିବା ।ଇଟାଲିର କେତେକ ଚର୍ମରୋଗ ବିଶେଷଜ୍ଞ ଗତ ମାର୍ଚ…
Read More...