Browsing Category

National

୬ ରାଜ୍ୟରେ ‘ସ୍ୱାମୀତ୍ୱ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଂଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତା ହୋଇଛନ୍ତି । ଏଥିସହିତ ପଂଚାୟତିରାଜ ଦିବସ ଅବସରରେ ମୋଦି ଏକ ନୂଆ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଏବଂ ଏକ…
Read More...

ଜାତୀୟ ପଂଚାୟତିରାଜ ଦିବସରେ ଗାଁକୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ସମସ୍ତ ଗ୍ରାମ ପଂଚାୟତର ମୁଖ୍ୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ପଂଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ…
Read More...

ତିଆରି ହୋଇଥିବା ଭ୍ୟାକସିନ୍ ମାଙ୍କଡ ଉପରେ ପରୀକ୍ଷା ହେଲା ସଫଳ

ବେଜିଂ: ପ୍ରଥମଥର ପାଇଁ ମହାମାରୀ କରୋନା ଭାଇରସକୁ ମାତ ଦେବାର ଆଶା ସଂଚାର ହୋଇଛି। କରୋନାକୁ ହରାଇବା ପାଇଁ ତିଆରି ଚାଲିଥିବା ଏକାଧିକ ଭ୍ୟାକସିନକୁ ପରୀକ୍ଷା ମୂଳକ ଭାବେ ମାଙ୍କଡ଼ ମାନଙ୍କ ଉପରେ ପ୍ରୟୋଗ କରାଯାଇଛି। ଏହି…
Read More...

ମାସ୍କ ଓ ଆରୋଗ୍ୟ ସେତୁ ଆପ୍ ନ ଥିଲେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ଅସମ୍ଭବ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ଲକଡାଉନ ଶେଷ ହେବା ପରେ ଦିଲ୍ଲୀ ମେଟ୍ରୋ ନିଜର ପରିଚାଳନା ଆରମ୍ଭ କରିବ । କିନ୍ତୁ ଏହା ପୂର୍ବରୁ ପରିଚାଳନାକୁ ନେଇ ଦିଲ୍ଲୀ ମେଟ୍ରୋ ନିଜର ପ୍ରସ୍ତୁତି…
Read More...

ଅମରନାଥ ଯାତ୍ରା ବାତିଲ ପ୍ରତ୍ୟାହାର; ଜୁନ୍ ୨୩ରୁ ଆରମ୍ଭ ହୋଇପାରେ

ଜମ୍ମୁ: କରୋନାକୁ ନେଇ ଜୁନ୍ ୨୩ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ବାତିଲ ହୋଇଥିବାବେଳେ ତାହା ପ୍ରତ୍ୟାହାର କରାଯାଇଛି । ପରିସ୍ଥିତି ଖରାପ ଥିବାରୁ ଗତକାଲି ରାଜଭବନରେ ଆୟୋଜିତ ୩୮ତମ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରି…
Read More...

କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବନି ମହଙ୍ଗା ଭତା

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବାକୁ ଥିବା ମହଙ୍ଗା ଭତା(ଡିଏ) ଉପରେ ସରକାର…
Read More...

ପଂଚାୟତିରାଜ ଦିବସ ଦିନ ଦେଶର ସମସ୍ତ ସରପଂଚଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବଢ଼ିବାରେ ଲାଗିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବା ପୂର୍ବରୁ ଦେଶର ସମସ୍ତ ସରପଂଚମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ…
Read More...

ଆମ ସହିତ କରୋନା ଭାଇରସ୍ ରହିବ ଦୀର୍ଘଦିନ

ନୂଆଦିଲ୍ଲୀ: ଆମ ସହିତ କରୋନା ଭାଇରସ ଦୀର୍ଘଦିନ ପର୍ଯ୍ୟନ୍ତ ରହିବ । ଏ ନେଇ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡରସ୍ ଆନ୍ଧାନୋମ୍ ଘେବ୍ରେୟେସସ୍ କହିଛନ୍ତି ।ସେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଆୟୋଜିତ…
Read More...

ମାସ୍କ ତିଆରି କଲେ ଭାରତର ପ୍ରଥମ ମହିଳା

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ତଥା ପ୍ରଥମ ମହିଳା ସବିତା କୋବିନ୍ଦ ରାଷ୍ଟ୍ରପତିଙ୍କ ଇଷ୍ଟେଟ୍‌ରେ ଥିବା ଶକ୍ତି ହାଟରେ ଫେସ୍ ମାସ୍କ୍ ସିଲେଇ କରିଛନ୍ତି।ଦିଲ୍ଲୀ ଅର୍ବାନ୍ ସେଲ୍ଟର୍…
Read More...

କରୋନା ଯୋଦ୍ଧାଙ୍କୁ ଆକ୍ରମଣକାରୀଙ୍କ ଜେଲଦଣ୍ଡ ଅଧ୍ୟାଦେଶ: ରାଷ୍ଟ୍ରପତି ଦେଲେ ସବୁଜ ସଙ୍କେତ

ନୂଆଦିଲ୍ଲୀ: କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଜେଲଦଣ୍ଡ ଓ ଜରିମାନା ଅଧ୍ୟାଦେଶକୁ ରାଷ୍ଟ୍ରପତି ବୁଧବାର ମଞ୍ଜୁରୀ ଦେଇଛନ୍ତି । ମହାମାରୀ ଆଇନ ୧୯୮୭ରେ ସଂଶୋଧନ କରି ଏହି ଆଧ୍ୟାଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କ ପହଂଚିଥିବା…
Read More...

ବିଲେଇ ଦେହରେ କରୋନା ପଜିଟିଭ ଚିହ୍ନଟ

ନ୍ୟୁୟର୍କ: ପ୍ରଥମେ ମଣିଷ, ପରେ ବାଘ ଏବଂ ତା’ ପରେ ବାଦୁଡି; ଆଉ ପୁଣି ଏବେ ବିଲେଇ ଦେହରେ କରୋନା ଚିହ୍ନଟ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକାର ନ୍ୟୁୟର୍କରେ ୨ଟି ପୋଷା ବିଲେଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…
Read More...

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରାକର ଏକ କଠୋର ପ୍ରଣୟନ କରିଛନ୍ତି । ଏଣିିକି କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ  ଜେଲ ଦଣ୍ଡ ସହ ଜରିମାନା ଆଦାୟ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର…
Read More...

୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଂଟରରେ ବୁଧବାର ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ସହିତ ମେଲହୁରା, ଶୋପିଆନରେ ଗୁଳି ବିନିମୟ ହୋଇଥିଲା ବୋଲି ଜମ୍ମୁ…
Read More...

ରାପିଡ ଟେଷ୍ଟ ୨ ଦିନ ପର୍ଯ୍ୟନ୍ତ ନ କରିବାକୁ ରାଜ୍ୟମାନଙ୍କୁ କହିଲା ଆଇସିଏମଆର

ନୂଆଦିଲ୍ଲୀ: ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ରାପିଡ ଟେଷ୍ଟ ନ କରିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର) ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।ଆଇସିଏମଆର ପକ୍ଷରୁ  ଡ. ରମନ ଗଙ୍ଗାଖେଡକର କହିଛନ୍ତି ଯେ …
Read More...