Browsing Category

Odisha

ପବିତ୍ର ଇଦ-ଉଲ-ଜୁହା, ବାଲୁକାକଳାରେ ସୁଖ ସମୃଦ୍ଧି କାମନା କଲେ ସୁଦର୍ଶନ

ଭୁବନେଶ୍ୱର: ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ଇଦ-ଉଲ-ଜୁହା । ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆନନ୍ଦ ଉଲ୍ଲାସରେ ଭାଇଚାରାର ଏହି ପର୍ବକୁ ପାଳନ କରୁଛନ୍ତି। ଏହି ଅବସରରେ ବାଲୁକା କଳାରେ ଦେଶବାସୀଙ୍କୁ ଶୁଭେଚ୍ଛା…
Read More...

ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ

ଗଞ୍ଜାମ: ଚଳିତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କମୁଛି । ଜିଲ୍ଲାବାସୀ କୋଭିଡ୍ କଟକଣାକୁ ମାନୁଥିବାରୁ ପଜିଟିଭ୍ ସଂଖ୍ୟା ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ ।…
Read More...

ପବିତ୍ର ଇଦ-ଉଲ-ଜୁହା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଇଦ-ଉଲ-ଜୁହା ତଥା ବକ୍ରି ଇଦ୍‌ । ମୁସଲମାନ ସମ୍ପ୍ରଦାୟ ପାଇଁ ଏହା ପବିତ୍ର ଦିନ । ଆଜିର ଦିନରେ ସମସ୍ତ ମୁସଲମାନ ଭାଇମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ନମାଜ ପାଠ କରିଥାନ୍ତି । ଏହି…
Read More...

୪ଟି ଜିଲ୍ଲା ଓ ରାଉରକେଲା ମ୍ୟୁନିସପାଲଟିରେ ସାପ୍ତାହିକ ସଟ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସପାଲଟିରେ ଜାରି ହୋଇଛି ସାପ୍ତାହିକ ସଟଡାଉନ୍ । ଖୋର୍ଦ୍ଧା, ଗଂଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ଏନେଇ…
Read More...

କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ରକୁ ଧରି ହସ୍ପିଟାଲରୁ ବାପା-ମା’ ଫେରାର

କଟକ: କଟକ ଶିଶୁ ଭବନରେ ଜଣେ କରୋନା ଆକ୍ରାନ୍ତ ଶିଶୁର ମୃତ୍ୟୁ ଘଟିଛି। ତେବେ ମେଡିକାଲ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମୃତ ଶିଶୁଟିକୁ ଧରି ତା'ର ବାପା-ମା' ଚମ୍ପଟ ମାରିଛନ୍ତି। ଏନେଇ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ…
Read More...

ରାଜ୍ୟରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: କେନ୍ଦ୍ର ସରକାର ଅନଲକ-୩ରେ ରାତ୍ରକାଳୀନ କର୍ଫ୍ୟୁକୁ ସଂପୂର୍ଣ୍ଣ ଭାବେ ହଟାଇ ଦେଇଥିଲେ ହେଁ ଓଡ଼ିଶା ସରକାର କିନ୍ତୁ ନାଇଟ କର୍ଫ୍ୟୁକୁ ବଳବତ୍ତର ରଖିଛନ୍ତି। ପୂର୍ବଭଳି ସମଗ୍ର ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏ…
Read More...

ରାଜ୍ୟ ସରକାର ଜାରି କଲେ ନୂଆ ନିର୍ଦ୍ଦେଶନାମା; ଜାଣନ୍ତୁ କ’ଣ ରହିଛି

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଏବେ ଉଲ୍ଲଙ୍ଘନକାରୀଙ୍କୁ ସାବାଡ କରିବା ପାଇଁ ଫାଇନ…
Read More...

ଓ.ଏଚ୍. ପି.ସି ପକ୍ଷରୁ ଓଡ଼ିଶା ସରକାରଙ୍କୁ ତିରିଶ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶାର  ଅଗ୍ରଣୀ ସାଧାରଣ ଉଦ୍ୟୋଗ  ଓଡ଼ିଶା ଜଳ ବିଦ୍ୟୁତ  ନିଗମ (ଓ.ଏଚ୍. ପି.ସି) ଲିମିଟେଡ  ୨୦୧୯-୨୦ ଆର୍ଥିକ ବର୍ଷ  ପାଇଁ ୩୦ କୋଟି ଟଙ୍କାର  ଅନ୍ତରୀଣ ଲାଭାଂଶ ଓଡ଼ିଶା ସରକାରଙ୍କୁ  ପ୍ରଦାନ କରିଛନ୍ତି ।…
Read More...

ବୌଦ୍ଧରେ ପୁଣି ସଟ୍‌ଡାଉନ୍

ବୌଦ୍ଧ: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ବୌଦ୍ଧ ଜିଲ୍ଲା ବ୍ୟାପି ପୁଣି ଦୁଇଟି ପର୍ଯ୍ୟାୟରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର। ଶୁକ୍ରବାର ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ…
Read More...

ଅଗଷ୍ଟ ୩ରୁ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୌସୁମୀ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ପାଣିପାଗରେ ପରିବର୍ତନ…
Read More...

ଆଜି ଭୁବନେଶ୍ୱରରୁ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରୁ ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୫ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୩ ଲୋକାଲ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରି ସୂଚନା…
Read More...

ଏଣିକି ରାଜ୍ୟରେ ଦୈନିକ କରୋନା ୨୦ହଜାର ପରୀକ୍ଷା କରାଯିବ

ଭୁବନେଶ୍ୱର: ରାଜ୍ୟରେ ଏଣିକି ଦୈନିକ କରୋନା ୨୦ହଜାର କୋଭିଡ୍-୧୯ ପରୀକ୍ଷା କରାଯିବ। ଏ ନେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ୍)ର  ନିର୍ଦେଶକ ଡା.ଅଜୟ ପରିଡ଼ା ସୂଚନା ଦେଇଛନ୍ତି।ତାଙ୍କର ସୂଚନା ଅନୁଯାୟୀ,…
Read More...

ଟାଇମ୍‌ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ ସର୍ଭେରେ ଦେଶରେ ୨୩ତମ ସ୍ଥାନରେ ଆଇଟିଇଆର୍

ଭୁବନେଶ୍ୱର: ଶୁକ୍ରବାର ପ୍ରକାଶିତ ଟାଇମ୍ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ ସର୍ଭେ ୨୦୨୦ ଅନୁଯାୟୀ ଦେଶରେ ୨୩ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଫ୍ୟାକଲ୍ଟି ଅଫ୍‌ ଇଞ୍ଜିନିୟରିଂ…
Read More...

ଆଜି କଟକରୁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରୁ ଆଜି ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୭ଟି ଲୋକାଲ କେସ୍। ଏନେଇ କଟକ ମହାନଗର ନିଗମ (ସିଏମ୍‌ସି) ଟ୍ୱିଟ୍‌ କରିଛି।#COVID19…
Read More...