Browsing Category

Odisha

ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ଲଦ୍ଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ଘୋମାଘୋଟ ଲଢ଼େଇରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍‌ଙ୍କ ପାର୍ଥିବ ଶରୀରରେ ରାଜ୍ୟପାଲ ପ୍ରଫେସର ଗଣେଶୀ ଲାଲ ଓ…
Read More...

ଭୁବନେଶ୍ୱରରେ ପହଁଚିଲା ସହିିଦ ୨ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଲଢ଼େଇରେ ଗତ ସୋମବାର-ମଙ୍ଗଳବାର ରାତି ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ…
Read More...

ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ:ସମୀର ମହାନ୍ତି

ଭୁବନେଶ୍ୱର: ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ବିଜେପି…
Read More...

ମହିଳା ଏସ୍‌ଆଇଙ୍କୁ କରୋନା

ପୁରୀ: ବ୍ରହ୍ମଗିରି ଥାନାର ମହିଳା ଏସ୍‌ଆଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚୋରି ଘଟଣାରେ ଗିରଫ ହୋଇଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ଜଣେ ମୁଖ୍ୟ ଅଭିଯୁକ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ତେବେ ଏହି…
Read More...

ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ସଂପନ୍ନ ହେବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡାଯିବ : ଗଜପତି ମହାରାଜ

ଭୁବନେଶ୍ୱର: ଆଜି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସ୍ଥଗିତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ଯଦିଓ ସୁପ୍ରିମକୋର୍ଟଙ୍କ ରାୟ ଦେଶର ସମସ୍ତ ନାଗରିକଙ୍କ ଲାଗି…
Read More...

ପୁଣି ଭୁବନେଶ୍ୱରରୁ ୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟ ପାଇଁ ପୁଣି ଏକ ଚିନ୍ତାଜନକ ଖବର । ଆଜି ରାଜଧାନୀ ଭୁବନେଶ୍ୱରରୁ ଆୁ ନୂଆ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହୋମ୍ କ୍ୱାରେଣ୍ଟାଇନକୁ ୪ ଟି କେସ ରହିଥିବା ବେଳେ ୩ ଜଣ କୋଭିଡ…
Read More...

ବଣାଇ ବିଧାୟକଙ୍କ ପିଏସଓଙ୍କ ଆତ୍ମହତ୍ୟା

ବଣାଇ: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସଓ ଡମ୍ବରୁଧର ସାହୁଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ନିଜ ସର୍ଭିସ ରିଭରଭଲରୁ ଗୁଳି କରି ପିଏସଓ ଆତ୍ମହତ୍ୟା…
Read More...

୨୧ରେ ସୂର୍ଯ୍ୟ ପରାଗ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଭାରତରେ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ଏକ ମିନିଟ…
Read More...

ସୁସ୍ଥ ହେଲେ ଶ୍ରୀଜୀଉ; ଗଜପତି ମହାରାଜାଙ୍କୁ ଦିଆଗଲା ଖବର

ପୁରୀ: ଅଣସର ଘରେ ଜରରେ ପଡିଥିବା ଶ୍ରୀଜୀଉ ଗତକାଲି ବିଳମ୍ବିତ ରାତିରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଆଜି ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି। ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ।…
Read More...

ବନ୍ଦ ହେଲା ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା

କେନ୍ଦ୍ରାପଡ଼ା : କରୋନା ମହାମାରୀ ପାଇଁ ଏଥର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ । ରଥଯାତ୍ରା ବନ୍ଦ ସତ୍ତ୍ୱେ ମନ୍ଦିରରେ ଠାକୁରଙ୍କ ରୀତିନୀତି ହେବ ବୋଲି ସୂଚନା ମିଳିଛି । ଏ ନେଇ ସୂଚନା ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ…
Read More...

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ରାତି ୭ଟା ୪୫ରୁ ୮ଟା ମଧ୍ୟରେ ବସିବାକୁ ଥିବା ଏହି ବୈଠକରେ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଚଳିତ ବର୍ଷ ରଥଯାତ୍ରା ହେବ କି…
Read More...

ଆଜି ଭୁବନେଶ୍ୱରରେ ପହଞ୍ଚିବ ସହିଦ ୨ ଯବାନଙ୍କ ମରଶରୀର

ଭୁବନେଶ୍ୱର: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିବ । ଅପରାହ୍ନ ୨ଟା ବେଳେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ…
Read More...

ନୟାଗଡରେ ଠାବ ୫୦୦ ବର୍ଷ ତଳ ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନାନ୍ତରଣ ପାଇଁ ପତ୍ର : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୟାଗଡ ଜିଲ୍ଲାର ମହାନଦୀ ଗର୍ଭରେ ଠାବ ହୋଇଥିବା ୫୦୦ ବର୍ଷ ତଳ ପ୍ରାଚୀନ ଗୋପିନାଥ ମନ୍ଦିରର ପୁନଃଉଦ୍ଧାର କରାଯିବା ସହ ମନ୍ଦିରକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ…
Read More...