Browsing Category

Odisha

ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ମଙ୍ଗଳବାର ଇସ୍ପାତ ମନ୍ତ୍ରଣାଳୟ ଏବଂ ଫିକି ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...

ଆଜି ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇଲେ ଭୁବନେଶ୍ୱରରେ କରୋନା…
Read More...

ବଢିଲା ବସ୍ ଭଡା

ଭୁବନେଶ୍ୱର: ରାଜ୍ୟରେ ଘରୋଇ ବସ୍‌ ଭଡ଼ା ବୃଦ୍ଧି ପାଇଥିବା ନେଇ ମଙ୍ଗଳବାର ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ସରକାର ତୈଳ ଦର ବୃଦ୍ଧି ଯୋଗୁଁ ବସ୍‌ ଭଡ଼ା ବଢ଼ାଇଛନ୍ତି। ଅର୍ଡିନାରି ଓ…
Read More...

ଭାତରେ ମିଶାଇଲେ ବିଷ ବାପା; ଭାତ ଖାଇ ପରିବାରର ୫ ଅସୁସ୍ଥ

ମାଲକାନଗିରି: ବାପା ଭାତରେ ବିଷ ଦେବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କାଳିଆନାୟକଗୁଡା ଗାଁରେ। ନିଶାଗ୍ରସ୍ତ ବାପା ନର୍ସିଙ୍ଗ…
Read More...

୧୯ରେ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭବନା । ୧୮ତାରିଖରୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା…
Read More...

ଖୋର୍ଦ୍ଧାରେ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏ ଖୋଲିବ ଦୋକାନ

ଖୋର୍ଦ୍ଧା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ ଛୁଇଁଥିବା ବେଳେ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲାରେ କେବଳ ଆକ୍ରାନ୍ତଙ୍କ ସଂଖ୍ୟା ୩୬୯ରେ ପହଞ୍ଚିଥିବା ବେଳେ ଏହା ଉପରେ ଅଙ୍କୁଶ…
Read More...

ମାଲେସିଆ ଓଡ଼ିଆ କମ୍ୟୁନିଟି ତରଫରୁ ରଜ ମଉଜ -୨୦୨୦ ପାଳନ

ମାଲେସିଆ: ମାଲେସିଆ ଓଡ଼ିଆ କମ୍ୟୁନିଟି ତରଫରୁ ରଜ ମଉଜ -୨୦୨୦ ପାଳନ କରା ଯାଇଅଛି । ସାମ୍ପ୍ରତିକ କୋଭିଡ-୧୯ ଲକଡାଉନକୁ ଦେଖି ଏହାକୁ ଭରଚୁଆଲି ଜୁମ ମାଧ୍ୟମରେ ପାଳନ କରାଯାଇଥିଲା । ପ୍ରାୟ ୫୦ରୁ ଅଧିକ ପରିବାର ଏହାକୁ ଘରେ ବସି…
Read More...

ଆଜିଠୁ ଘର ଘର ବୁଲିବେ ଏଏନଏମ୍, ଆଶାଦିଦି

ଭୁବନେଶ୍ୱର : ରାଜ୍ୟରେ ଯେଭଳି ଜଣେ ହେଲେ ବି କରୋନା ଲକ୍ଷଣଧାରୀ ବାଦ୍ ନ ପଡ଼ନ୍ତି, ତାକୁ ସରକାର ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ଆଜି ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଘରକୁ ଘର ଏବଂ ସହରାଞ୍ଚଳରେ ବସ୍ତିର ପ୍ରତି…
Read More...

ଆସନ୍ତାକାଲିଠୁ ଘର ଘର ବୁଲି କରୋନା ଲକ୍ଷଣ ଖୋଜିବେ ଆଶା ଓ ଏଏନ୍ଏମ୍ କର୍ମୀ

ଭୁବନେଶ୍ୱର:କାଲିଠୁ ରାଜ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର କରୋନା ଅଭିଯାନ । ୧୬ ଜୁନରୁ ୩୧ଜୁଲାଇ ପର୍ଯ୍ୟନ୍ତ ସହର ଓ ଗାଁର ସବୁ ଘର ଏବଂ ବସ୍ତି ବୁଲିବେ ଆଶା ଦିଦି ଓ ଏଏନଏମ କର୍ମୀ । ଲକ୍ଷଣ ଥିବା ଲୋକଙ୍କ ପାଖରେ ପହଚିଂ ସେମାନଙ୍କ…
Read More...

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ଉପାନ୍ତବର୍ତ୍ତୀ ତିରିଂ ଥାନା ଅନ୍ତର୍ଗତ ଗୀତିଲତା ଗ୍ରାମରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଚିହ୍ନଟ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି ।ସୂଚନାଯୋଗ୍ୟ, ଆଜି ଉଭୟ ଯୁବକଯୁବତୀଙ୍କୁ ଗାଁ ପାଖ…
Read More...

ଭୁବନେଶ୍ୱର ପିଏନ୍‌ବି ଠକେଇ ମାମଲା, ଇଡିର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପଂଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)ରୁ ୩୪ କୋଟି ଟଙ୍କା ଠକେଇ ମାମଲାର ଖୋଲତାଡ କରିବ ଇଡି । ବେଆଇନ ଅର୍ଥ କାରବାର ଆଇନ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ…
Read More...

ପୁଣି ଭୁବନେଶ୍ୱରରେ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ସହରରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୫ଜଣଙ୍କ ମଧ୍ୟରୁ ୩ଜଣ ହୋମ୍ କ୍ୱାରେଣ୍ଟାଇନରୁ ଓ ଅନ୍ୟ ୨ ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଲୋକାଲ୍ କେସ ଚିହ୍ନଟ ହୋଇଥିବା ଦୁଇ ଜଣ…
Read More...

୫ ଦିନ ବର୍ଷିବ

ଭୁବନେଶ୍ୱର:ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବା ପରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା…
Read More...

ସ୍ୱତନ୍ତ୍ର ଓଜେଇ ଅନ୍‌ଲାଇନ୍ ଆବେଦନ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ମହାମାରୀ ଦୃଷ୍ଟିରେ ରଖି ବି.ଟେକ୍ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇ ଅନ୍‌ଲାଇନ୍ ଆବଦେନ ତାରିଖ ଘୁଞ୍ଚାଇ ଦିଆଯାଇଛି।…
Read More...