Browsing Category

Odisha

ସମ୍ ଡାକ୍ତରଙ୍କର ଆପ୍ରାଣ ଉଦ୍ୟମ: ମାତ୍ର ୫୦୫ ଗ୍ରାମ୍‌ର ଶିଶୁ କନ୍ୟା ଏବେ ସଂପୂର୍ଣ୍ଣ ସୁସ୍ଥ

ଭୁବନେଶ୍ୱର: ମାତ୍ର ୫୦୫ ଗ୍ରାମ୍ ଓଜନର ଜନ୍ମ ନେଇଥିବା ଶିଶୁ ଦୁଇ ବର୍ଷ ପରେ ଏବେ ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ । ଗତ ୨୦୧୮ ମେ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ…
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି ।ଏହି ଅବସରରେ ଶ୍ରୀ ପ୍ରଧାନ…
Read More...

ଜୁନ୍ ୮ରେ ଅପରାହ୍ନ ୩ଟା ୩୦ରେ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିବେ ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖ ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର…
Read More...

ମହିଳାଙ୍କ ହାତରେ ତରଳ ବର୍ଜ୍ୟ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଲୋକସେବାଭବନରେ ଆୟୋଜିତ ସ୍ୱଚ୍ଛତା ଶକ୍ତି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ, ପାନୀୟଜଳ ଓ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ରାଜ୍ୟର ୪ଟି ସେପ୍ଟେଜ୍‌…
Read More...

ବିଜେପି ବରଗଡ଼ ଜିଲ୍ଲା ତରଫରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ ,ଆଜି ବିଜେପି ବରଗଡ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସ୍ୱଭାପତିତ୍ୱରେ…
Read More...

ପରିବେଶ ଦିବସରେ ବୃକ୍ଷ ରୋପଣ ଓ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବରଗଡ: ଜିଲ୍ଲା ମୁଖ୍ୟଡାକ୍ତରଖାନା ଖେଦାପାଲି ଠାରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କରାଯାଇଥିଲା । ଶୁକ୍ରବାର ପ୍ରଥମେ କରୋନା ଯୋଦ୍ଧାଭାବେ ସ୍ୱାସ୍ଥ୍ୟକର୍ମି ମାନଙ୍କୁ ପୁଷ୍ପମାଲ୍ୟ ସହ ଉପଢୋକନ ଦେଇ ସମ୍ବର୍ଦ୍ଧନା…
Read More...

ଶନିବାର ଓ ରବିବାର ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର: ଜୁନ ମାସର ଶନିବାର ଓ ରବିବାର ବନ୍ଦ ରହିବ ମୋ ବସ୍‌ ସେବା। ସପ୍ତାହକୁ ୨ ଦିନ ସଟ୍‌ଡାଉନ୍  ଅବସରରେ ବନ୍ଦ ରହିବ ବସ୍‌ ସେବା। ଏନେଇ ମୋ ବସ ଚଳାଚଳ ଦାୟିତ୍ୱ ନେଇଥିବା କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

୧୫ ଦିନରେ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏବେ ବି ଦେଶ ସମେତ ରାଜ୍ୟରେ କରୋନାର ତାଣ୍ଡବ ଜାରି ରହିଛି । ସବୁ ପ୍ରବାସୀ ଏବେ ବି ନିଜ ରାଜ୍ୟକୁ ଫେରିପାରିନାହାନ୍ତି । ଅନକେ ଦୟନୀୟ ଅବସ୍ଥାରେ ସେମାନେ ଦିନ କାଟୁଛନ୍ତି । ତେବେ ପ୍ରବାସୀ ଶ୍ରମିକଙ୍କ କଷଣ ନେଇ…
Read More...

ସଟଡାଉନ୍ ରେ ବିବାହ ଆଦି କାର୍ଯ୍ୟ ପାଇଁ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର: ସଟଡାଉନ ସମୟରେ ବିବାହ ଆଦି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ରହିଛି ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି। ଆସନ୍ତାକାଲିଠୁ ୧୧ଟି ଜିଲ୍ଲା ଶନିବାର ଓ ରବିବାର ସଟଡାଉନ ରହିବ।…
Read More...

ସଟ୍‌ଡାଉନ୍ କଟକଣାରେ ଆଂଶିକ ପରିବର୍ତ୍ତନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗତ ୧ ତାରିଖ ଦିନ ରାଜ୍ୟରେ ଜୁନ୍‌ ମାସ ପାଇଁ ସରକାର ଜାରି କରିଥିବା ସପ୍ତାହନ୍ତ ସଟ୍‌ଡାଉନ୍ କଟକଣାରେ ଆଂଶିକ ପରିବର୍ତ୍ତନ କରାଯାଇଛି। ଏ ସଂକ୍ରାନ୍ତରେ ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ…
Read More...

ଛେରା ପହଁରା ପାଇଁ ଆସିଲେନି ଗଜପତି

ପୁରୀ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜିର ଏହି ଦିନରେ ଶ୍ରୀଜିଉଙ୍କ ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିଛି । କାରଣ ପ୍ରଭୁଙ୍କ ଛେରା ପହଁରା ନୀତି କରିବାକୁ ଆସିଲେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । ତାଙ୍କ…
Read More...

ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିବା ପାଇଁ ଉଦ୍ୟମ କରିବା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନ୍ୟୁୟର୍କ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ସହକାରୀ ମହାସଚିବ ସତ୍ୟ ଏସ. ତ୍ରିପାଠୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ…
Read More...

ଭାଲୁ ଆକ୍ରମଣରେ ୩ ଗୁରୁତର ୩ ଆହତ

ନୀଳଗିରି: ଦୁଇଟି ଭାଲୁ ଗାଁରେ ପଶି ଲୋକଙ୍କୁ ଆକ୍ରମଣ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛିl ଏଥିରେ ଗ୍ରାମର ୩ଜଣ ଗୁରୁତର ହୋଇଥିବା ବେଳେ ୩ଜଣ ଆହତ ହୋଇଥିବାର ଖବର ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର…
Read More...

ଆଜି ଦେବସ୍ନାନ ପୂର୍ଣ୍ଣିମା; ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ : ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ସଂପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ  ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି…
Read More...