Browsing Category
Odisha
ସାଲିଆ ସାହିରେ କରୋନା
ଭୁବନେଶ୍ୱର: ଗତକାଲି ରାତିରେ ସାଲିଆ ସାହିର ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହାକୁ ନେଇ କେହି କେହି ଗୋଷ୍ଠୀ…
Read More...
Read More...
କେରଳରେ ଅନ୍ତଃସତ୍ଵା ହାତୀର ମୃତ୍ୟୁ ଘଟଣା : ହତ୍ୟାକାରୀଙ୍କୁ ଧରାଇ ଦେଲେ ମିଳିବ ୧ଲକ୍ଷ ଟଙ୍କାର ପୁରସ୍କାର
ତିରୁବନନ୍ତପୁରମ୍: ଜଙ୍ଗଲୀ ଅନ୍ତଃସତ୍ଵା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଏଥିସହିତ ଓ୍ଵାଇଲ୍ଡ ଲାଇଫ୍ ଏସ୍ଓଏସ୍ ହତ୍ୟାରେ…
Read More...
Read More...
୧୦ବର୍ଷ ପର୍ଯ୍ୟନ୍ତ ଭାରତକୁ ଆସିପାରିବେନି ତବଲିଗି ଜମାତରେ ସାମିଲ ହୋଇଥିବା ବିଦେଶୀ ନାଗରିକ
ନୂଆଦିଲ୍ଲୀ:ପର୍ଯ୍ୟଟକ ଭିସାରେ ଭାରତକୁ ଆସି ନିଜାମୁଦ୍ଦିନ ମର୍କାଜ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୯୬୦ବିଦେଶୀ ନାଗରିକଙ୍କ ଆସନ୍ତା ୧୦ବର୍ଷ ପର୍ଯ୍ୟନ୍ତ ଭାରତକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ସୂତ୍ରରୁ…
Read More...
Read More...
ଶନିବାର ଓ ରବିବାର ସଟ୍ଡାଉନ୍ ସମୟରେ ଚାଲିବ ବସ୍
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜୁନ୍ ମାସଟି କରୋନା ମହାମାରୀକୁ ରୋକିବା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିବାରୁ…
Read More...
Read More...
ମଧ୍ୟରାତ୍ରୀରେ ଶ୍ରୀଜୀଉଙ୍କ ପହଣ୍ଡି; ରାତି ୧୦ଟାରୁ ଲାଗୁ ହେବ ୧୪୪ ଧାରା
ପୁରୀ: ସ୍ନାନଯାତ୍ରା ଅବ୍ୟବହିତ ପୂର୍ବରୁ ଶ୍ରୀମନ୍ଦିରରେ ଆଜି ତ୍ରୟୋଦାଶୀ ତିଥିରେ ସେନାପଟା ଲାଗି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ…
Read More...
Read More...
୯ ତାରିଖ ଯାଏଁ ରାଜ୍ୟରେ ବର୍ଷା !
ଭୁବନେଶ୍ୱର: ଆସନ୍ତାକାଲିଠୁ ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ଏନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ । ଏପରିକି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ବଜ୍ରପାତ ଓ ପ୍ରବଳ…
Read More...
Read More...
ପୋଖରୀରେ ବୁଡି ଗଲେ ଦୁଇ ଯାଆଁଳା ଭାଇ
କେନ୍ଦୁଝର: ଜିଲ୍ଲାର ତୁରୁମୁଙ୍ଗା ଥାନା ନୂଆଖମଣ ଗାଁର ବାଙ୍କ ସାହିରେ ଖେଳୁ ଖେଳୁ ଘର ନିକଟ ପୋଖରୀରେ ପଡ଼ି ଯାଇଥିଲେ ୬ ବର୍ଷର ଦୁଇ ଜାଆଁଳା ଭାଇ । ଏହା ଦେଖି ଘର ଓ ପଡୋଶୀ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ…
Read More...
Read More...
ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର:ଚଳିତ ବର୍ଷ ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ । ବିହାରରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା । କେରଳରେ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ…
Read More...
Read More...
ଭାଇର ମୃତ୍ୟୁପରେ ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମରେ ମା’ ଓ ସାନ ଝିଅଙ୍କର ମୃତ୍ୟୁ
ଝାରସୁଗୁଡ଼ା: ସାନ ଭାଇର ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଦୁଇଜଣ ହେଲେ ପିଙ୍କି ବିଶ୍ୱାଳ ଓ…
Read More...
Read More...
ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ
ବାଲେଶ୍ୱର : ସଙ୍ଗରୋଧ କେନ୍ଦ୍ରରେ ଯୁବକର ମୃତ୍ୟୁ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଂଚଳରେ । ଖବର ଅନୁସାରେ, ଖଇରା ଥାନା ଅଂଚଳର ଜଣେ ଯୁବକ ମୁମ୍ବାଇରେ ଗତ କିଛି ଦିନ ହେଲା କାମ କରୁଥିଲେ । ଗତ ୨୭…
Read More...
Read More...
ଆଇପିଏସ୍ ସୌମ୍ୟା ମିଶ୍ର ହେଲେ ଅଗ୍ନିଶମ ଏଡିଜି
ଭୁବନେଶ୍ୱର : ଓଡିଶାର ପ୍ରଥମ ମହିଳା ଆଇପିଏସ୍ ଡକ୍ଟର ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଅତିରିକ୍ତ ଡିଜି ଭାବରେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…
Read More...
Read More...
କରୋନାର ଶିକାର ହେଲେ କରୋନା ଯୋଦ୍ଧା
ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ ନର୍ସଙ୍କୁ କରୋନା । ଷ୍ଟାଫ ନର୍ସ କରୋନାରେ ଆକ୍ରାନ୍ତ ନେଇ ସିଡିଏମ୍ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସଂସ୍ପର୍ଶରେ ଆସିଥିବାରୁ କରୋନା ପଜିଟିଭ୍ ବାହାରିଛି ।…
Read More...
Read More...
ସହରାଞ୍ଚଳ ମହିଳାଙ୍କ ରୋଜଗାର ବଢାଇବାପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର: ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଅଧିକ ସକ୍ରିୟ କରିବା ସହିତ ସେମାନଙ୍କ ରୋଜଗାର ବଢାଇବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଲୋକସେବା ଭବନରେ ଗୃହ ଓ ନଗର…
Read More...
Read More...
କଳାହାଣ୍ଡିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ
କଳାହାଣ୍ଡି :କଳାହାଣ୍ଡି ଜିଲ୍ଲାରେ ଆଜି ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଜଣ ସୁସ୍ଥ ହୋଇ ଘରକୁ…
Read More...
Read More...
