Browsing Category

Odisha

ଦୂରଦର୍ଶନ କରିବ ପ୍ରସାରଣ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଭୁବନେଶ୍ୱର:  ଦିନକ ପରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ଛିଡ଼ା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପାରିବେ ନାହିଁ। ଲୋକଙ୍କୁ ସ୍ନାନଯାତ୍ରା ଦେଖିବାକୁ ହେଲେ ଘରେ ଟିଭି…
Read More...

ନୂଆ ୧୪୩ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୧୪୩ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି ।  ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

ଓଡିଶା ଠାରୁ ୫୦୦କିମି ଦୂରରେ ପଙ୍ଗପାଳ

ଭୁବନେଶ୍ୱର: ଓଡ଼ିଶାଠାରୁ ମାତ୍ର ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଥିବା ସୂଚନା ମିଳିଛି । ଓଡ଼ିଶା ଆସିବାର ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ଅନୁଧ୍ୟାନ…
Read More...

୬୦ ବର୍ଷରୁ କମ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ପାର୍କ ମନା

ଭୁବନେଶ୍ୱର: ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ପାର୍କ ପାଇଁ ନିୟମ ବଦଳିଛି । ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପକ୍ଷରୁ ପାର୍କ ସମୟରେ ପରିବର୍ତନ କରାଯାଇଛି ।…
Read More...

ମଦ କିଣି ଠାକମିର ଶିକାର ହେଲେ ଭୁବନେଶ୍ୱରର ଯୁବକ

ଭୁବନେଶ୍ୱର: ମଦ କିଣି ଠାକମିର ଶିକାର ହେଲେ ଭୁବନେଶ୍ୱରର ଯୁବକ । ଚନ୍ଦ୍ରଶେଖରପୁର ଅଂଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ସୋସିଆଲ ମିଡିଆରେ ଏକ ବିଜ୍ଞାପନକୁ ଦେଖି ଯୁବକ ମଦ କିଣିବାକୁ ପ୍ରୟାସ କରିଥିଲେ । ତେବେ ମଦ କିଣିବା…
Read More...

ଅସ୍ତରଙ୍ଗର ଦେବୀ ମୁହାଁଣରେ ହଜାର ହଜାର ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ

ଅସ୍ତରଙ୍ଗ: ମହାମାରୀ ସମୟରେ ସମୁଦ୍ରକୂଳ ଶୁନଶାନ । ଆଉ ଏହି ସମୟରେ ଅସ୍ତରଙ୍ଗରେ ଦେବୀ ମୁହାଁଣ ଅବବାହିକାରେ ବନବିଭାଗର ଅସ୍ଥାୟୀ ହାଚେରୀରୁ ହଜାର ହଜାର ସଂଖ୍ୟାରେ ଅଲିଭ ରିଡଲେ ଶିଶୁଶାବକ ଜନ୍ମନେଇ ସମୁଦ୍ରମୁହାଁ ହୋଇଛନ୍ତି ।…
Read More...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,: ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି। ଶ୍ରମ ଓ ଇଏସ୍‌ଆଇ ବିଭାଗରେ ଅତିରିକ୍ତ ଶାସନ ସଚିବ ସୁଧାକର ବର୍ଗୀଙ୍କୁ ଓମ୍‌ବାଡ୍‌ସିର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଓରେଡ଼ାର…
Read More...

ଭାଇର ମୃତ୍ୟୁପରେ ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମରେ ବଡ଼ଭାଇର ମୃତ୍ୟୁ

ଝାରସୁଗୁଡା: ସାନ ଭାଇର ମୃତ୍ୟୁରେ ଭାଙ୍ଗିପଡି ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ଶ୍ରୀକାନ୍ତ ବିଶ୍ୱାଳ ହୋଇଥିବାବେଳେ ସେ ପରିବାରର ବଡ…
Read More...

ଉପସାଗରୀୟ ଦେଶ ସମୂହ, ଇଂଲଣ୍ଡ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ଓଡ଼ିଆମାନଙ୍କୁ ସିଧା ଭୁବନେଶ୍ୱର ଆଣିବା ପାଇଁ ଅନୁରୋଧ…

ନୂଆଦିଲ୍ଲୀ/ ଭୁବନେଶ୍ୱର: ବିଭିନ୍ନ ଦେଶରେ ଫସି ରହିଥିବା ଓଡ଼ିଆମାନଙ୍କୁ ସେ ଦେଶରୁ ସିଧା ସିଧା ଭୁବନେଶ୍ୱରକୁ ଆଣିବା ପାଇଁ ବିଦେଶ ମନ୍ତ୍ରୀ ଡା. ଏସ.ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରିଙ୍କୁ ଚିଠି…
Read More...

ଲକ୍ ଡାଉନ୍ ୫.୦ ଗାଇଡଲାଇନ୍ ରେ ସଂଶୋଧନ କଲେ ରାଜ୍ୟ ସରକାର; ଜାଣନ୍ତୁ କେଉଁ ନିୟମ ହେଲା କୋହଳ

ଭୁବନେଶ୍ୱର: କରୋନା ଲକଡାଉନର ୫.୦ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କି କି କଟକଣା ରହିବ ଓ କ’ଣ କୋହଳ ହେବ, ସେ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନ୍ ଗାଇଡଲାଇନ୍ ଜାରି କରିଥିଲେ। ଗତକାଲି ସେହି…
Read More...

ଲକଡାଉନ ୫.୦ ନିୟମରେ ସାମାନ୍ୟ ସଂଶୋଧନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଲକଡାଉନ ୫.୦ ନିୟମ ନେଇ ରାଜ୍ୟ ସରକାର ସାମାନ୍ୟ ସଂଶୋଧନ କରିଛନ୍ତି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ରହିଲେ ବି ପରୀକ୍ଷା ହୋଇପାରିବ ବୋଲି ସରକାର କହିଛନ୍ତି ।…
Read More...

ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ  ପଙ୍ଗପାଳ ଆକ୍ରମଣର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି…
Read More...

୨ଦିନ ଓଡିଶାରେ କାଳବୈଶାଖୀ!

ଭୁବନେଶ୍ୱର: ଓଡ଼ିଶାକୁ ସତର୍କ ଘଣ୍ଟି । କରୋନା ଲଢ଼େଇ ଭିତରେ ଆସନ୍ତା ୨ ଦିନ ଯାଏଁ କାଳବୈଶାଖୀ ନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ । ଏପରିକି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ…
Read More...

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ୧୪୪ ଧାରା ଲାଗୁ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା । ମାର୍କେଟ ଛକଠାରୁ କାକୁଡିଖାଇ ଛକ ଓ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଲାଗୁ ହେବ । ଆସନ୍ତା ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଥିବା ବେଳେ ୪ ତାରିଖରୁ…
Read More...