Browsing Category

Odisha

ସଂପୂର୍ଣ୍ଣ ସାନିଟାଇଜ ହେବ କଟକ

କଟକ : ସଂପୂର୍ଣ୍ଣ ସାନିଟାଇଜ ହେବ କଟକ ସହର । କଟକ ସହରକୁ ସଂପୂର୍ଣ୍ଣ ସାନିଟାଇଜ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଙ୍ଗ…
Read More...

ଜଣେ ସଂକ୍ରମିତ ୪୦୦ ଲୋକଙ୍କୁ ସଂକ୍ରମିତ କରିପାରିବେ

ଭୁବନେଶ୍ୱର: ପ୍ରତି କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଯଦି ଆମେ ଧରିପାରିବା ନାହିଁ, ସେ ଜଣେ ସଂକ୍ରମିତ ନିଜର ଅଜାଣତରେ ଗୋଟିଏ ମାସ ମଧ୍ୟରେ ୪୦୦ ଲୋକଙ୍କୁ ସଂକ୍ରମିତ କରିପାରିବେ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନର…
Read More...

କଟକଣାରେ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ

ପୁରୀ: ମହାମାରୀ କରୋନାକୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିନ୍ତତା ଲାଗି ରହିଛି।  ଏହାରି ମଧ୍ୟରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କଟକଣା ମଧ୍ୟରେ ରଥଯାତ୍ରା କରିବାକୁ…
Read More...

ଲକ୍‌ଡାଉନ୍ ପରେ ହେବ ପରୀକ୍ଷା

ଭୁବନେଶ୍ୱର : ଲକ୍‌ଡାଉନ୍ ସରିବା ପରେ ରାଜ୍ୟରେ ହେବ ପରୀକ୍ଷା । ଗତକାଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସିବିଏସଇର ବାକି ଥିବା ପରୀକ୍ଷା କରିବାକୁ ନିଷ୍ପତି ନେବା ପରେ ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା କରିବାକୁ ପଦକ୍ଷେପ…
Read More...

ତିନି ନୂଆ ପଜିଟିଭଙ୍କ ତଥ୍ୟ

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ତିନି ନୂଆ ପଜିଟିଭଙ୍କ ବାବଦରେ ତଥ୍ୟ ଆସିଛି । ଏହି ତିନିଜଣ ପଜିଟିଭ ମଧ୍ୟ କୋଲକାତା ଫେରନ୍ତା ବୋଲି ଜଣାପଡିଛି । ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ଯୁବତୀ ଥିବାର…
Read More...

ସାମ୍ନାକୁ ଆସିଲା ୧୦ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ

ଭୁବନେଶ୍ୱର: ୧୦ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀର ତଥ୍ୟ ଦେଲେ ରାଜ୍ୟ ସରକାର । କେସ୍ ନଂ ୧୦୯ ରୁ ୧୧୮ ପର୍ଯ୍ୟନ୍ତ ତଥ୍ୟ ଦେଲେ ସରକାର । ୧୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କୋଲକାତା ଲିଙ୍କ୍‌ରେ ୬ଜଣ ଅଛନ୍ତି ।…
Read More...

ବଲାଙ୍ଗୀରରେ ଭୁଶୁଡିଲା ପୋଲ; ୨ ମୃତ

ବଲାଙ୍ଗୀର: ପୋଲ ଭୁଶୁଡି ୨ ମୃତ । ପାଟଣାଗଡ ମୁଦଲସର୍ ଗ୍ରାମର ଶୁକ୍ତେଲ୍ ନଦୀ ଉପରେ ଥିବା ବ୍ରିଜ୍ ଭୁଶୁଡି ପଡିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରିଜ୍‌ଟି ମରାମତି ଚାଲିଥିବାବେଳେ ଭୁଶୁଡି ପଡିଥିବା ଜଣାପଡିଛି । ଫଳରେ…
Read More...

ରାଜଧାନୀରେ ଖୋଲିବ ଦୋକାନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର‌ରେ ଖୋଲିବ ଦୋକାନ। କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ଖୋଲିବନି ବିଏମ୍‌ସି ପକ୍ଷରୁ ତାଲିକା ପ୍ରସ୍ତୁତ ହୋଇଛି ।  ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଆଉ କିଛି ଆବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ…
Read More...

ଅସହାୟଙ୍କୁ ଖାଦ୍ୟ ବଣ୍ଟନ କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା

ଭୁବନେଶ୍ୱର : ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର କାନ୍ତଲ ପଂଚାୟତ ଅନ୍ତର୍ଗତ ଚାରୋଟି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏକୁଲ, ସେକୁଲ, କୋଟପାଡ ଏବଂ କୋଟ ଗ୍ରାମକୁ ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପଧକ୍ଷ ସଞ୍ଜୟ କୁମାର ଦାସ…
Read More...

ସୁରେଶ ମହାପାତ୍ର କୃଷି ଉତ୍ପାଦନ କମିଶନର, ରାହୁଲ ପିଆର ଝାରସୁଗୁଡ଼ା ଏସପି

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ମଧ୍ୟରେ ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ କେତେକ ଅଦଳବଦଳ କରିଛନ୍ତି। ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ…
Read More...

୫ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣ କରୋନା ଆକ୍ରାନ୍ତଙ୍କ ବିବରଣୀ ସାମ୍ନାକୁ ଆସିଛି । ଏମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାର ନେଳିଆବାଗ ଅଂଚଳର । ରାଜ୍ୟର ୬୧ ତମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪ ଜଣ ଆସିଛନ୍ତି ।…
Read More...

ଖୁବ ଶୀଘ୍ର ୩ ମେଡିକାଲ କଲେଜରେ କୋବାସ ମେସିନ

ଭୁବନେଶ୍ୱର: କରୋନା ଟେଷ୍ଟ ପାଇଁ ୩ଟି ମେଡିକାଲ କଲେଜରେ ବସିବ ମେସିନ । ତେବେ ରାଜ୍ୟର ୩ଟି ମେଡିକାଲ କଲେଜରେ କୋବାସ ମେସିନ ସ୍ଥାପନ ହେବା ନେଇ ସୂଚନା ପ୍ରଦାନ କରାଯାଇଛି । କୋରାପୁଟ, ବଲାଙ୍ଗୀର ଓ ବାଲଶ୍ୱର ମେଡିକାଲରେ ଏହା…
Read More...

ସର୍ଭିଲାନ୍ସ ଜୋନରେ ଭଦ୍ରକର ୩୨ ପଂଚାୟତ

ଭଦ୍ରକ : କରୋନା ସତର୍କତାକୁ ନେଇ ଭଦ୍ରକର ୩୨ଟି ପଂଚାୟତ କୁ ସର୍ଭିିଲାନ୍ସ ଜୋନ ଘୋଷଣା କରାଯାଇଛି । ୩୨ଟି  ପଂଚାୟତ ରେ କଲିକତା ଫେରନ୍ତା ରହିଥିବା ନେଇ ସୂଚନା ମିଳିଛି । ପ୍ରତି ପଂଚାୟତ ରେ ଅତି କମରେ ୧୦ରୁ ଅଧିକ ଲୋକ…
Read More...

ପ୍ରବାସୀ ଓଡ଼ିଆଙ୍କ ପାଇଁ ହେଲପ୍ ଲାଇନ୍ ପୋର୍ଟାଲ ଆରମ୍ଭ କଲେ ରାଜ୍ୟ ସରକାର

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକଡାଉନ ଜାରି କରାଯାଇଛି। ଇତିମଧ୍ୟରେ  ବହୁ କୁଶଳୀ ତଥା ଅଣ-କୁଶଳୀ ଶ୍ରମିକ କାମଧନ୍ଦା ଲାଗି  ବାହାର ରାଜ୍ୟକୁ ଯାଇଥିବା ବେଳେ ଅଟକି ରହିଛନ୍ତି । ସେମାନଙ୍କ…
Read More...