Browsing Category

Odisha

୭ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କଲେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ୭କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକର ୩ ଓ ରାଉରକେଲା ନାଲା ରୋଡ୍‌ର ୪ ଜଣ ରହିଛନ୍ତି। ଭଦ୍ରକର ସମସ୍ତ ୩ ଆକ୍ରାନ୍ତ ପୁରୁଷ ଓ…
Read More...

ଦୁଇଦିନ କାଳବୈଶାଖୀ, ୩୦ରୁ ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଆସନ୍ତା  ଦୁଇଦିନ ଲାଗିରହିବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଉତର ଉପକୂଳ ଓ ଆଭ୍ୟନ୍ତରୀଣ ଉତର ଓଡ଼ିଶାରେ  ମଧ୍ୟମ ଧରଣର ବର୍ଷା ହେବ । ଏଥିସହିତ ଗଜପତି, ଗଞ୍ଜାମ, ରାୟଗଡ଼ା ଓ…
Read More...

୪ଟି ବସ୍ ରେ ସୁରଟରୁ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଗୁଜୁରାଟ ସୁରତରୁ ଓଡିଶା ଅଭିମୁଖେ ବାହାରିଲା ପ୍ରବାସୀ ଓଡିଆ। ୪ ଟି ବସରେ ଓଡିଶା ଫେରୁଥିବା ନେଇ ସୂଚନା। ବସରେ ଫେରୁଥିବା ସମସ୍ତ ଓଡିଶା ଲୋକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା। ତେବେ ସେମାନେ ନିଜ ଖର୍ଚ୍ଚରେ…
Read More...

ସାମ୍ବାଦିକଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କରୋନା ଯୁଦ୍ଧରେ ସାମିଲ ସାମ୍ବାଦିକ ମାନଙ୍କ ମନ ବଳ ବଢାଇବ-ମାନସ…

ଭୁବନେଶ୍ୱର : କରୋନା ଭଳି ସ୍ଥିତିରେ ରାଜ୍ୟର କାର୍ଯ୍ୟକରୁଥିବା ସମ୍ବାଦିକ ମମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି ।  ସାମ୍ବାଦିକମାନେ କରୋନା ଆକ୍ରାନ୍ତ ହୋଇ ମୃତ୍ୟବରଣ କରନ୍ତି ତେବେ ସେ…
Read More...

ରାଜ୍ୟ ସରକାରଙ୍କ ପୋର୍ଟାଲରେ ୨ଦିନରେ ୪.୮୬ ଲକ୍ଷ ପ୍ରବାସୀ କଲେ ପଞ୍ଜିକରଣ

ଭୁବନେଶ୍ୱର: ନିଜ ରାଜ୍ୟକୁ ଫେରିବା ପାଇଁ ହେଲେ ପ୍ରଥମେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକୃତ କରିବା ବାଧ୍ୟତାମୂଳକ । ଲକ୍‌ଡାଉନ ପରେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ…
Read More...

ପୁଣିଥରେ ଡଙ୍ଗା ଭଡା କରି ଜଳପଥରେ ଚେନ୍ନାଇରୁ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ବ୍ରହ୍ମପୁର: ଲକ୍ ଡାଉନ୍ ଯୋଗୁଁ ଚାରିଆଡେ ବନ୍ଦ ଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଅସମ୍ଭବ ହୋଇଛି । ତେବେ ଏହା ମଧ୍ୟରେ ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରୁ ନିଜ ଭିଟାମାଟିକୁ ଆସିବା ପାଇଁ ଅଛନ୍ତି ବ୍ୟାକୁଳ ।…
Read More...

କୋରାପୁଟରେ ହେଲା କଂଟେନମେଂଟ ଘୋଷଣା

କୋରାପୁଟ: ଆଜି କୋରାପୁଟରୁ ଜଣେ ୨୨ ବର୍ଷୀୟ ଯୁବକ କରୋନା ପଜେଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଯୁବକ ଯେଉଁ ଅଂଚଳର ସେହି ଅଂଚଳକୁ ଆଜି କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଦଶମନ୍ତପୁର ବ୍ଲକ ପୋଡାଗଡ ପଂଚାୟତକୁ କଂଟେନମେଂଟ…
Read More...

କଟକରେ ସକାଳ ୭ ରୁ ୧୧ ଖୋଲା ରହିବ ଦୋକାନ

କଟକ: ଲକ୍ ଡାଉନ୍ ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି । ଏହି ମଧ୍ୟରେ ଗତ ୨୦ ତାରିଖରୁ କିଛି ଦୋକାନ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିବାବେଳେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ…
Read More...

କେନ୍ଦୁପତ୍ର ସଂସ୍ଥା ସହ ଜଡିତ ରାଜ୍ୟର ୧୪ ଲକ୍ଷ ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାର ଆଡେ ଗତି କରୁଛି: ବିଜେପି

ଭୁବନେଶ୍ୱର: କେନ୍ଦୁପତ୍ର ଶ୍ରମିକମାନେ ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁ ପାଖାପାଖି ୫୦୦ କୋଟି ଟଙ୍କାର ରାଜସ୍ୱ ଦେଉଛନ୍ତି । ରାଜ୍ୟର ଗରୀବ ଓ ଆଦିବାସୀଙ୍କ ଅର୍ଥନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା କେନ୍ଦୁପତ୍ର ତୋଳାଳୀ…
Read More...

ପୁରୀ ସ୍ୱର୍ଗଦ୍ୱାରରେ ବିଜୟଙ୍କ ହେବ ଶେଷକୃତ୍ୟ, ମିଳିବ ରାଜ୍ୟ ମର୍ଯ୍ୟାଦା

ଭୁବନେଶ୍ୱର: ପ୍ରସିଦ୍ଧ ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ହେବ। ଏଥିସହ ତାଙ୍କୁ ରାଜ୍ୟ ମର୍ଯ୍ୟାଦା ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର। ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ, ନାଟକର ସ୍ରଷ୍ଟା…
Read More...

ଲକ ଡାଉନକୁ ଆହୁରି ମାସେ ବଢାଯାଉ

ଭୁବନେଶ୍ୱର: ଏବେ ବି ଭାରତରେ କରୋନାର ପ୍ରକୋପ ଜାରି ରହିଛି । ଏଥିପାଇଁ ଭାରତରେ ଦ୍ୱିତୀୟ ଥର ପାଇଁ ଲକ ଡାଉନ ଘୋଷଣା କରାଯାଇଛି । ଯାହାର ଅବଧି ମେ ୩ ରେ ସରିବାକୁ ଯାଉଛି । ଏହାପୂର୍ବରୁ ଆଜି ଏହି କରୋନା ମୁକାବିଲା ନେଇ…
Read More...

କରୋନା ମୁକାବିଲା ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କୁ ୩ ଟି ପ୍ରସ୍ତାବ ଦେଲେ ନବୀନ

କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ  ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଏହାରି ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ…
Read More...

ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି କୁ ୧ ଲକ୍ଷ ଟଙ୍କା ପ୍ରଦାନ

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ କରୋନା ର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି କୁ ୧ ଲକ୍ଷ ଟଙ୍କାର ଏକ ଡ୍ରାଫ୍ଟ ପ୍ରଦାନ କରାଯାଇଅଛି।ଏହି…
Read More...

ଟ୍ରେନରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ମତ ରଖିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ ଖୋଲିଲା ପରେ ପ୍ରବାସୀ ଓଡ଼ିଆ ମାନେ ଘରକୁ ଫେରିବେ। ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଟ୍ରେନ କିମ୍ବା…
Read More...