Browsing Category
Odisha
ଆସନ୍ତାକାଲିଠାରୁ ଜଗତସିଂହପୁରରେ ସାଧାରଣ ଲୋକଙ୍କୁ ମିଳିବନି ପେଟ୍ରୋଲ
ଜଗତସିଂହପୁର: ଆସନ୍ତାକାଲିଠାରୁ ଜଗତସିଂହପୁର ଜିଲ୍ଲାରେ ସାଧାରଣ ଲୋକଙ୍କୁ ମିଳିବନି ପେଟ୍ରୋଲ । ଆସନ୍ତାକାଲି ଦିନ ୧ଟା ପରେ ଏହି ନିୟମ ଲାଗୁ ହେବ । କେବଳ କରୋନା ମୁକାବିଲା ପାଇଁ ନିୟୋଜିତ ସରକାରୀ ଗାଡ଼ିକୁ ପେଟ୍ରୋଲ ମିଳିବ।…
Read More...
Read More...
କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବଦେନ
ଭୁବନଶେ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଲଢେଇ ପାଇଁ ଦାନ କରିବାକୁ ନିବଦେନ କରିଛନ୍ତି । ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନିବଦେନ କରିଛନ୍ତି ମୁଖ୍ୟମନ୍ତ୍ରୀ । cmrfodisha.gov.inରେ ଦାନ କରିବାକୁ ନିବଦେନ…
Read More...
Read More...
ସମ୍ ହସ୍ପିଟାଲରେ ସବୁଠାରୁ ବଡ଼ କୋଭିଡ୍-୧୯ ହସ୍ପିଟାଲ ଉଦ୍ଘାଟିତ
ଭୁବନେଶ୍ୱର: ସୋମବାର ସମ୍ ହସ୍ପିଟାଲରେ ରାଜ୍ୟ ସରକାର ଆଉ ଏକ ବଡ଼ କୋଭିଡ୍-୧୯ ହସ୍ପିଟାଲ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୫୨୫ ଶଯ୍ୟା ବିଶିଷ୍ଟ ଏହି କୋଭିଡ-୧୯ ହସ୍ପିଟାଲକୁ…
Read More...
Read More...
କିମ୍ସର କୋଭିଡ୍ ହସ୍ପିଟାଲ ହେଲା କାର୍ଯ୍ୟକ୍ଷମ; ୧୪ କରୋନା ରୋଗୀଙ୍କ ଚିକିତ୍ସା ଜାରି
ଭୁବନେଶ୍ୱର: କଟକ ଏସସିବି ଓ ଅଶ୍ୱିନୀ ପରେ ଏବେ ରାଜ୍ୟର ଆଉ ୨ଟି ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ୍। ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। କିମ୍ସ…
Read More...
Read More...
ବିଏମସି ଯୋଗାଇବ ମୋବାଇଲ ଭ୍ୟାନ୍ ଓ ହୋମ ଡେଲିଭର ସୁବିଧା
ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ଜଣ କରୋନା ପଜିଟିଭ ବାହାରିଥିବାବେଳେ ବିଏମସି ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ନିୟମକୁ କଡାକଡି କରାଯାଉଛି ।ଏବେ ବିଏମ୍ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଘରେ…
Read More...
Read More...
ବମିଖାଲରୁ ଚିହ୍ନଟ କରୋନା ଆକ୍ରାନ୍ତ ପ୍ରାୟ ଗୋଟିଏ ପରିବାରର
ଭୁବନେଶ୍ୱର: ରାଜ୍ୟରେ ଗତକାଲି କରୋନା ସଂକ୍ରମଣଙ୍କ ସଂଖ୍ୟା ୩୯ ହୋଇଥିବାବେଳେ ଭୁବନେଶ୍ୱରର ୩୨ଜଣ ଅଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ବାକି ୩୦ଜଣଙ୍କର ଚାଲିଛି ଚିକିତ୍ସା । ତେବେ…
Read More...
Read More...
ଏସସିବି କରୋନା ୱାର୍ଡରେ ଚିକିତ୍ସିତ ହେଉଥିବା ୨ଜଣଙ୍କର ମୃତ୍ୟୁ
କଟକ: ୨୪ଘଂଟା ମଧ୍ୟରେ ଏସସିବି ର ସ୍ୱତନ୍ତ୍ର କରୋନା ୱାର୍ଡରେ ଚିକିତ୍ସିତ ହେଉଥିବା ୨ଜଣ ବ୍ୟକ୍ତିଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ଜଣେ ମୃତବ୍ୟକ୍ତିଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଅଂଚଳରେ ଏବଂ…
Read More...
Read More...
ସଂକ୍ରମିତ ଅଂଚଳରେ ସବୁ ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: କରୋନା ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସଂକ୍ରମିତ ଅଂଚଳରେ ସବୁ ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀରେ କରୋନାର ହଟସ୍ପଟ୍ ପାଲଟିଥିବ। ବମିଖାଲ…
Read More...
Read More...
କରୋନା ପାଇଁ ରାଜ୍ୟର ପ୍ରତି ମେଡିକାଲ କଲେଜ ଓ ହସ୍ପିଟାଲଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶନାମା
କଟକ: କରୋନା ମୁକାବିଲା ପାଇଁ ରାଜ୍ୟର ପ୍ରତି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ।ରାଜ୍ୟର ରାଜ୍ୟର ୭ଟି ମେଡିକାଲ କଲେଜର ଡ଼ିନ୍,…
Read More...
Read More...
ଟ୍ୱିନସିଟିରେ ଜିନିଷ କିଣିବାକୁ ଗଲେ ନେଇ ପାରିବେନି ଗାଡି
ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ପନିପରିବା, ତେଜରାତି ସଉଦା, ଔଷଧ ଇତ୍ୟାଦି କିଣିବାକୁ ଗଲେ ବାଇକ୍ କିମ୍ବା କାର ନେଇପାରିବେନି । ଏ ନେଇ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ଟୁଇଟ କରି କହିଛନ୍ତି ।NO BIKE OR…
Read More...
Read More...
ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକୁ ବରଦାସ୍ତ କରାଯିବନି : ସିଏମ୍
ଭୁୁବନେଶ୍ୱର: ଭୁବନେଶ୍ୱରରେ ଆଜି ଦିନରେ କେବଳ ବମିଖାଲରୁ ୧୬ ଜଣଙ୍କୁ ମିଶାଇ ୧୮ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସାଧାରଣରେ ଭୟ ସୃଷ୍ଟି ହୋଇଛି । ତେବେ ଭୁବନେଶ୍ୱରର ଏକ କଣ୍ଟେଣ୍ଡ ଅଞ୍ଚଳରୁ ଏମାନେ ଚିହ୍ନଟ ହୋଇଛନ୍ତି ଏବଂ…
Read More...
Read More...
ସାମାଜକି ଦରତ୍ୱ ପ୍ରତି ସଚେତନତା ଏବଂ ଏକତା ହିଁ ଆମର ବଜିୟକୁ ସନୁଶ୍ଚିିତ କରିବ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ନୂଆଦଲ୍ଲିୀରେ ପରିବାର ସହ୍ ଦୀପ ଜାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମମେନ୍ଦ୍ର ପ୍ରଧାନ । କରୋନା ମହାମାରୀ ଲଢେଇରେ ଆମ…
Read More...
Read More...
ମାସ୍କ ନ ପିନ୍ଧିଲେ ୧୦୦୦ଟଙ୍କା ଫାଇନ୍
ବ୍ରହ୍ମପୁର: କରୋନା ମୁକାବିଲ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଠୋର ହୋଇଛି । ମାସ୍କ କିମ୍ୱା ରୁମାଲ୍ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେନଂଟାଇନ୍ ରଖାଯିବ ବୋଲି ଗଞ୍ଜାମ…
Read More...
Read More...
ସିଲ୍ ହେଲା ରାଜଧାନୀ ସୁନ୍ଦରପଦା, ଯଦୁପୁର ଅଂଚଳ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦରେ ଜଣେ କରୋନା ରୋଗୀ ଚିହ୍ନଟ କରିବା ପରେ ତତ୍ପର ହୋଇ ଭୁବନେଶ୍ୱର ବିଏମସି । ସଂକ୍ରମଣ ରୋକିବା ପାଇଁ ସୁନ୍ଦରପଦା ଓ ୬୪ ୱାର୍ଡ଼ ନମ୍ୱର ଯଦୁପୁରର…
Read More...
Read More...
