Browsing Category
Odisha
ଖାନନଗରରେ ପ୍ରତିଷ୍ଠା ହେବ ବସଷ୍ଟାଣ୍ଡ; ପ୍ରସ୍ତାବିତ ଅଂଚଳ ପରିଦର୍ଶନ କଲେ କଟକ ଜିଲ୍ଲାପାଳ
କଟକ: ବାଦାମବାଡି ବସଷ୍ଟାଣ୍ଡ ଉଠି ଖାନନଗରରେ ନୂତନ ବସଷ୍ଟାଣ୍ଡ ହେବା ନେଇ ପୂର୍ବରୁ ଘୋଷଣା ହୋଇଥିଲା । ଯାହାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନୀ,…
Read More...
Read More...
ଗିରଫ ହେଲା କୋରୋନା ଗୁଜବକାରୀ ଯୁବକ
ରାୟଗଡ଼ା: ସୋସିଆଲ ମିଡିଆରେ କୋରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରସାରଣ କରି ଯୁବକ ଗିରଫ । ସମ୍ପୃକ୍ତ ଯୁବକ ହେଲେ ସତ୍ୟନାରାୟଣ ସାମଲ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳର ବୋଲି ଜଣାପଡିଛି । ଉକ୍ତ ଯୁବକକୁ ଅମ୍ବାଦଳା ପୋଲିସ…
Read More...
Read More...
୧୮ରୁ ବର୍ଷିବ
ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଏହାପରେ ବର୍ଷାର ପରିମାଣ କମିବା ସହ ତାପମାତ୍ରା ବଢ଼ିବ କିନ୍ତୁ ପୁଣି ୧୮ରୁ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ…
Read More...
Read More...
ହାତ ଧୋଇଲେ, ସଚେତନତା ବାର୍ତା ଦେଲେ
ଭୁବନେଶ୍ୱର: କୋରୋନା ଭାଇରସ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହାତ ଧୋଇ ସଚେତନତା ବାର୍ତା ଦେଇଛନ୍ତି । ବିଧାନସଭା ସମ୍ମିଳନୀକକ୍ଷରେ ସମସ୍ତ ବିଧାୟକ ଓ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ…
Read More...
Read More...
୩୧ ଯାଏଁ ପ୍ଲାନେଟୋରିୟମ୍ ବନ୍ଦ
ଭୁବନେଶ୍ୱର: କୋରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଆଜି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମାହଲ, ସୁଇମିଂପୁଲ ଓ ଜନଗମାଗମସ୍ଥଳୀ ବନ୍ଦ…
Read More...
Read More...
ୟେସ ବ୍ୟାଙ୍କରେ ଜଗା ଟଙ୍କା ପ୍ରସଙ୍ଗ; ଗଠନ ହେଲା ଗୃହ କମିଟି
ଭୁବନେଶ୍ୱର: ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ୟେସ ବ୍ୟାଙ୍କରେ ରଖିବା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ପରେ ଗୃହ କମିଟି ଗଠନ କରିଛନ୍ତି ବାଚସ୍ପତି । ବିରୋଧୀ ତଦନ୍ତ ପାଇଁ ଗୃହ କମିଟି ଦ୍ୱାରା ତଦନ୍ତ…
Read More...
Read More...
କୋରୋନା ସଂକ୍ରମଣକୁ ରୋକିବାକୁ କମିସନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: କୋରୋନା ସଂକ୍ରମଣ ରୋକିବା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପ୍ରଥମ ପଦକ୍ଷେପ ଭାବେ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଚାଲିଥିବା ଧାରଣାକୁ ବନ୍ଦ କରିଛି । ଏହାବ୍ୟତୀତ…
Read More...
Read More...
ଭିଡିଓ ଟୁଇଟ୍ କରି ଲୋକଙ୍କୁ କରୋନା ସଚେତନତା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: କୋରନା ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରାଜ୍ୟସରକାର ରାଜ୍ୟବାସୀଙ୍କ ଲାଗି ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏଥିସହ ଆଜି…
Read More...
Read More...
କୋରୋନା ସଚେତନତା ନେଇ ବାଲୁକା କଳା
ପୁରୀ: କୋରୋନା ଭାଇରସ ଭାରତରେ ବ୍ୟାପିବା ଆରମ୍ଭ କରିଛି। ତେବେ ଏଥିରେ ଅତ୍ୟଧିକ ଭୟଭୀତ ନ ହୋଇ ସଚେତନ ହେଲେ କୋରୋନା କବଳରୁ ମୁକ୍ତ ହୋଇ ପାରିବା ବୋଲି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ…
Read More...
Read More...
ଭୁବନେଶ୍ୱରଠାରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ର ୭ମ ବାର୍ଷିକ ଶାମ୍ଭବୀ ପୁରସ୍କାର ସମାରୋହ
ଭୁବନେଶ୍ୱର: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍(ବିଆଇପିଏଫ୍) ର ଗତକାଲି ଭୁବନେଶ୍ୱରସ୍ଥିତ କ୍ରାଉନ୍ ହୋଟେଲରେ ୭ମ ଶାମ୍ଭବୀ ପୁରସ୍କାର ସମାରୋହର ଆୟୋଜନ ହୋଇଯାଇଛି ।ଏହି ସମାରୋହରେ ଶ୍ରୀ ହୀରାଧର ସାହୁଙ୍କୁ…
Read More...
Read More...
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର: ୟେସ ବ୍ୟାଙ୍କରୁ ଶ୍ରୀଜଗନ୍ନାଥଙ୍କ ୫୪୫କୋଟି ଟଙ୍କା ଫେରସ୍ତକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି । କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ କହିଛନ୍ତି ଯେ,…
Read More...
Read More...
ପୁଣିଥରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ
ଭୁବନେଶ୍ୱର: ଦ୍ୱିତୀୟଥର ପାଇଁ ଅର୍ଥାତ୍ ଗୁରୁବାର ବିଜେଡି ଦଳର ସାଂସଦମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାରରେ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ୧୧୪ଟି ସ୍ୱାୟତ…
Read More...
Read More...
ଲାଲବାହିନୀଙ୍କ ଲଙ୍କାକାଣ୍ଡ;ଡିୟୁଟିରୁ ଫେରୁଥିବା ଡିଆରଜି ଯବାନଙ୍କୁ କଲେ ହତ୍ୟା
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଅର୍ଗଟା ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ଜଣେ ଡିଆରଜି ଯବାନ ଡିୟୁଟିରୁ ଫେରୁଥିବା ସମୟରେ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।…
Read More...
Read More...
ନେମାଳୋ ପୀଠର ବିକାଶ ନେଇ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର: ପ୍ରସିଦ୍ଧ ନେମାଳୋ ପୀଠର ବିକାଶ ସଂପର୍କରେ ପଂଚାୟତିରାଜ, ପାନିୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା…
Read More...
Read More...
