Browsing Category
Odisha
ଆଜି ରଙ୍ଗର ପର୍ବ ହୋଲି
ଭୁବନେଶ୍ୱର: ଆଜିର ରଙ୍ଗର ପର୍ବ ହୋଲି । ଏହି ପର୍ବକୁ ନେଇ ଯୁବପିଢ଼ି ବେଶ୍ ଉତ୍ସାହିତ ଅଛନ୍ତି । ଆଜି ଅପରାହ୍ନ ଯାଏଁ ହୋଲି ଖେଳ ଜାରି ରହିବ। କିନ୍ତୁ ହୋଲି ଖେଳ ସମୟରେ ଯେଭଳି କୌଣସି ଅଘଟଣ ନଘଟେ ସେଥିପାଇଁ ସମସ୍ତେ ସତର୍କ…
Read More...
Read More...
ତାମିଲନାଡୁରେ ମୃତ ଶ୍ରୀ ଦେବେନ୍ଦ୍ର ଭୁକ୍ତାଙ୍କ ମରଶରୀରକୁ ଓଡ଼ିଶା ଆଣିବାରେ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଦଳବଦା ଗ୍ରାମର ଶ୍ରୀ ଦେବେନ୍ଦ୍ର ଭୁକ୍ତାଙ୍କର ତାମିଲନାଡୁ ସ୍ଥିତ ମାଲଗୁଡିଠାରେ ହୃଦଘାତରେ ମାର୍ଚ୍ଚ ୭ ତାରିଖରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ବିଷୟରେ ମାନ୍ୟବର ବାଣିଜ୍ୟ ଓ…
Read More...
Read More...
ପରଲୋକରେ ବିଜୁ ପଟ୍ଟନାୟକଙ୍କ ସାରଥି ପ୍ରହଲ୍ଲାଦ ବେହେରା
ବୌଦ୍ଧ: ହରଭଙ୍ଗା ଅଂଚଳର ଅନ୍ୟତମ ସମାଜସେବୀ ତଥା ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ସୋମବାର ଦେହାନ୍ତ ହୋଇଛି । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅସୁସ୍ଥ ହୋଇ ରବିବାର ଠାରୁ ବୁର୍ଲା ମେଡିକାଲରେ ସେ…
Read More...
Read More...
ସ୍କୁଲ ପିଲାମାନେ ସାମୂହିକ ଭାବେ ହୋଲି ଖେଳନ୍ତୁ ନାହିଁ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: କୋରୋନା ଭାଇରସ୍ ଯୋଗୁଁ ବିଶ୍ୱବ୍ୟାପି ଭୟ ଲାଗି ରହିଥିବାବେଳେ ଆସନ୍ତାକାଲି ହୋଲି ଫିକା ପଡିପାରେ ବୋଲି ଆଶା କରାଯାଉଛି । ଅନ୍ୟପଟେ ହୋଲିକୁ ନେଇ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ପିଲାମାନଙ୍କୁ ସାମୂହିକ ଭାବେ…
Read More...
Read More...
ଆସନ୍ତାକାଲି ବର୍ଷା ଯୋଗୁଁ ଫିକା ପଡିବ ହୋଲି!
ଭୁବନେଶ୍ୱର: ଆସନ୍ତାକାଲି ହୋଲି । ତେବେ ହୋଲି ଦିନ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଈ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।କାଳବୈଶାଖୀ ପ୍ରଭାବରେ ଉତର ଏବଂ ଦକ୍ଷିଣ…
Read More...
Read More...
ଶ୍ରୀକ୍ଷେତ୍ରରେ ପବିତ୍ର ଦୋଳ ପୂର୍ଣ୍ଣିମା: ସୁନାବେଶରେ ଦର୍ଶନ ଦେବେ ମହାବାହୁ
ପୁରୀ: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଜମିଛି ଭକ୍ତଙ୍କ ଖଚାଖଚ ଭିଡ । ମହାପ୍ରଭୁଙ୍କୁ ସୁନାବେଶ ତଥା ରାଜାଧିରାଜ ବେଶରେ ରତ୍ନ ସିଂହାସନରେ ଦେଖିବା ପାଇଁ ଅନେଇ ବସିଛି ଶ୍ରଦ୍ଧାଳୁ ମନ । ଶ୍ରୀମନ୍ଦିରରେ ପାଳନ…
Read More...
Read More...
ମହାପ୍ରଭୁଙ୍କର ଅର୍ଥକୁ ଲୁଟ କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ପର୍ଦ୍ଦାଫାଶ ହେଉ: ବିଜେପି
ଭୁବନେଶ୍ୱର: ଓଡିଶାବାସୀଙ୍କୁ ବାରମ୍ବାର ପ୍ରବଂଛନା ଓ ଅପମାନିତ କରିଥିବା ରାଜ୍ୟ ସରକାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବି ଦୁର୍ଦ୍ଦିନରେ ପକାଇବାକୁ ମଧ୍ୟ ପଛାଇନାହାନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଦିନଠୁ ରାଜ୍ୟ…
Read More...
Read More...
ୟେସ୍ ବ୍ୟାଙ୍କ ପ୍ରସଙ୍ଗକୁ ନେଇ ଏଭଳି କହିଲେ ଅର୍ଥ ସଚିବ
ଭୁବନେଶ୍ବର: ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଜମା ପ୍ରସଙ୍ଗରେ ଅର୍ଥ ସଚିବ ଅଶୋକ ମିନାଙ୍କ ସୂଚନା । ଜଗନ୍ନାଥଙ୍କ ଟଙ୍କା ନେଇ ଆରବିଆଇ ସହ କଥା ହୋଇଛି ଓ ଚିଠି ମଧ୍ୟ ଲେଖିଛି । ନିଗମ ଭଳି କିଛି ସଂସ୍ଥା ତାଲିକାଭୁକ୍ତ…
Read More...
Read More...
ମହିଳା ଟି-୨୦ ବିଶ୍ୱକପ ପାଇଁ ବେଟିଂ କରି ୩ ଗିରଫ
ଗୁଣପୁର: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଥିପାଇଁ ବେଟିଂ କରିବା ଅଭିଯୋଗରେ ୩ ଜଣ ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ଗୁଣପୁର ପୋଲିସ ଗିରଫ କରିଛି। ସେମାନେ…
Read More...
Read More...
ଓଡିଶା ସାମାଜିକ ଜୀବନରେ ବିରାଟ ବଡ କ୍ଷତି: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବିୟୋଗରେ ଓଡିଶା ସାମାଜିକ…
Read More...
Read More...
ମହିଳା ଟି-୨୦ ବିଶ୍ବକପ ଫାଇନାଲ: ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ବିଶ୍ବ ମହିଳା ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ମହିଳା ଟି-୨୦ ବିଶ୍ବକପର ଫାଇନାଲ ଫାଇଟ । ପ୍ରଥମ ଫାଇନାଲିଷ୍ଟ ଭାରତୀୟ ମହିଳା ଦଳର ସାମ୍ନା ୭ଥରର ଚମ୍ପିଆନ ଅଷ୍ଟ୍ରେଲିଆ ସହ ହେବ । ତେବେ…
Read More...
Read More...
ସମସ୍ତ ବାଧାବିଘ୍ନକୁ ସାମ୍ନା କରିବାକୁ ଆହ୍ୱାନ : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ଇସ୍ପାତ୍ ମନ୍ତ୍ରଣାଳୟର ପିଏସୟୁ ଏବଂ ସହଯୋଗୀ ସଂସ୍ଥାର ମହିଳା କର୍ମଚାରୀ ମାନଙ୍କୁ ବ୍ୟକ୍ତିଗତ ପତ୍ର ଲେଖିଛନ୍ତି ।…
Read More...
Read More...
ଆଜି ଅନ୍ତର୍ଜାତୀୟ ମହିଳା ଦିବସ; ମାଗଣାରେ “ମୋ ବସ୍” ରେ ଯାତ୍ରା କରିବେ ମହିଳା
ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଯେଉଁ କାରଣରୁ ଆଜି “ମୋ ବସ୍” ରେ ମାଗଣାରେ ମହିଳାମାନେ ଯାତ୍ରା କରିପାରିବେ । ସେମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ‘ମୋ ବସ୍’ ପରିଚାଳନା କରୁଥିବା କ୍ୟାପିଟାଲ…
Read More...
Read More...
ପ୍ରଫେସର ଅଶୋକ ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି
ଭୁବନେଶ୍ୱର: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ)ର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ସୋଆର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ…
Read More...
Read More...
