Browsing Category

Odisha

ଡାକ୍ତର ନେଉଥିଲେ ଲାଂଚ, ଭାଇରାଲ ହେଲା ଭିଡିଓ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ସ୍ଥିତପ୍ରଜ୍ଞ ମହାନ୍ତି ନାମକ ଜଣେ ଡାକ୍ତର ଜଣେ ବ୍ୟକ୍ତିଙ୍କଠାରୁ ୧୦୦ ଟଙ୍କା ଲାଂଚ ନେବା ବେଳେ ଭିଡିଓ…
Read More...

ଆଜି ବିଶ୍ୱ କିଡନି ଦିବସ

ଭୁବନେଶ୍ୱର: ଆଜି କିଡନି ଦିବସ । ଓଡ଼ିଶାରେ ଦିନକୁ ଦିନ କିଡନି ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଓଡ଼ିଶାରେ ବର୍ଷକୁ ହାରାହାରି ଭାବେ ୩ ହଜାରରୁ ଅଧିକ ରୋଗୀ କିଡନି ରୋଗରେ ଆକ୍ରାନ୍ତ ହେଉଥିବାବେଳେ ବର୍ତମାନ ସୁଦ୍ଧା ପ୍ରାୟ ୪୦ ହଜାର…
Read More...

ତଥ୍ୟ ଭୁଲ ଦେଲେ ଦେଖାହେବନି ପରୀକ୍ଷା ଖାତା

ଭୁବନେଶ୍ୱର: +୨ ପରୀକ୍ଷା ଶାନ୍ତିଶୃଙ୍ଖଳା ସହ ଚାଲିଛି । ଅନ୍ୟପକ୍ଷରେ ପରୀକ୍ଷାର୍ଥୀ ଉତର ଖାତାରେ ସଠିକ ତଥ୍ୟ ଦେଉ ନଥିବା ପରିଷଦ ନଜରକୁ ଆସିଛି । କିଏ ରୋଲ୍‌ ନମ୍ବର ଭୁଲ୍‌ ଲେଖୁଛନ୍ତି ତ ଆଉ କିଏ ବିଷୟ ଓ ପେପର୍‌କୁ…
Read More...

ଇ.ଏସ.ଆଇ.ସି କ୍ଷେତ୍ରର ନିର୍ଦ୍ଦେଶକଙ୍କ ମାନମାନିକୁ ବିରୋଧ

ଭୁବନେଶ୍ୱର: କର୍ମଚାରୀ ରାଜ୍ୟ ବୀମା ଯୋଜନା(ଇ.ଏସ.ଆଇ.ସି)ର କ୍ଷେତ୍ରୀୟ ନିର୍ଦ୍ଦେଶକଙ୍କ ମନମାନି ଯୋଗୁଁ ସାରା ଓଡ଼ିଶାରେ ପ୍ରାୟ ହିତାଧିକାରୀଙ୍କ ଜୀବନ ଏବେ ଘୋର ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି । ତେଣୁ ଓଡ଼ିଶା ରାଜ୍ୟ…
Read More...

ସୋଆରେ ଫୁଡକୋର୍ଟ “ଫୁଡକୋଲଜିୟମ” ଉଦ୍‌ଘାଟିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଫୁଡକୋର୍ଟ "ଫୁଡକୋଲଜିୟମ" ବୁଧବାର ସୋଆର କ୍ୟାମ୍ପସ-୧ ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଉଦଘାଟିତ ହୋଇଯାଇଛି ।…
Read More...

ମାଲକାନଗିରିରେ କୋରୋନା ସନ୍ଦିଗ୍ଧ

ମାଲକାନଗିରି: ମାଲକାନଗିରିରେ କୋରୋନା ସନ୍ଦିଗ୍ଧ । ଏହି ବ୍ୟକ୍ତି ଜଣଙ୍କ ନିକଟରେ ପଶ୍ଚିମବଙ୍ଗର କୋଲକୋତାସ୍ଥିତ ଇସ୍କନ ମନ୍ଦିରରୁ ଫେରିଥିବା ଜଣାପଡିଛି । ସେ ଇସ୍କନ ମନ୍ଦିରରେ ଥିବା ସମୟରେ ବିଭିନ୍ନ ବିଦେଶୀ ପର୍ଯ୍ୟଟକଙ୍କ…
Read More...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କରେ ଜମା ହୋଇଥିବା ଶ୍ରୀ ଜଗନ୍ନାଥ ମନ୍ଦିରରର୫୪୫କୋଟି ଟଙ୍କା ଫେରାଇ ଆଣିବା ନେଇ ଆଜି ବିଜେଡି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ।  ବୁଧବାର ବିଜେଡିର ଏକ ସଂସଦୀୟ ପ୍ରତିନିଧି…
Read More...

ବିଧାନସଭା କର୍ମଚାରୀଙ୍କୁ ବାୟୋମେଟ୍ରିକ୍ ଉପସ୍ଥାନ ମନା

ଭୁବନେଶ୍ୱର: କୋରୋନାକୁ ନେଇ ବିଶ୍ୱବ୍ୟାପି ଚିନ୍ତିତ ଥିବାବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି କୋରୋନାକୁ କିଭଳି ପ୍ରତିହତ କରିହେବ ସେଥିପାଇଁ ଆଡଭାଇଜରି ମଧ୍ୟ ଜାରି…
Read More...

ନଦୀରେ ବୁଡି ଦୁଇ ନାବାଳିକା ମୃତ

ନବରଙ୍ଗପୁର: ନଦୀକୁ ଯାଇଥିବା ବେଳେ ଗୋଡ ଖସିଯାଇ ଦୁଇ ନାବାଳିକା ମୃତ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରୁନିଗୁଡା ଗାଁର ଘଟଣା । ତେବେ ନଦୀକୁ ଗଧୋଇବାକୁ ଯାଇଥିବାବେଳେ ଗୋଡଖସିଯାଇ ମୃତ୍ୟୁ ବରଣ କରୁଥିବା ସନ୍ଦେହ…
Read More...

ଆଜିଠୁ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଠାରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ରାଜ୍ୟସଭା ନିର୍ବାଚନ ସହ…
Read More...

ହୋଲିରେ ଅଘଟଣ, ନଦୀରେ ବୁଡି ୩ ମୃତ

କଟକ: ହୋଲିରେ ଅଘଟଣ। କଟକର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ନଦୀରେ ବୁଡି ୩ ମୃତ । ୪୨ ମୌଜାସ୍ଥିତ କାଠଯୋଡି ନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ନରାଜସ୍ଥିତ ମହାନଦୀରେ ବୁଡି ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ…
Read More...

ଇମାମୀ ପେପର ମିଲ୍ ଷ୍ଟକରୁମରେ ଅଗ୍ନିକାଣ୍ଡ

ବାଲେଶ୍ଵର: ଜିଲ୍ଲା ରେମୁଣା ଠାରେ ଥିବା ଇମାମୀ ପେପର ମିଲର ଷ୍ଟକରୁମରେ ଅଗ୍ନିକାଣ୍ଡ । ଏହି ପେପର ମିଲ୍‌ର ପଶ୍ଚିମପଟର ଷ୍ଟକରୁମରେ ଲାଗିଛି ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସଟସର୍କିଟରୁ ନିଆଁ ଲାଗିଥିବା…
Read More...

ଭୋଜିରୁ ଘରକୁ ଫେରିଲାବେଳେ ଗଛରେ ପିଟି ହୋଇ ୩ସାଙ୍ଗଙ୍କ ମୃତ୍ୟୁ

ଢ଼େଙ୍କାନାଳ: ହୋଲି ଖେଳସାରି ଭୋଜି କରି ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ଗଛରେ ପିଟି ହୋଇ ୩ ଜଣ ସାଙ୍ଗ ପ୍ରାଣ ହରାଇଛନ୍ତି । ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲାର କାଇମାଟି ଛକରେ ।  ମୃତକମାନେ ହେଲେ ଟାଉନଥାନା…
Read More...

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହୋଲି ଶୁଭେଚ୍ଛା

ଭୁବନେଶ୍ବର: ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଟ୍ବିଟ କରି ସୁରକ୍ଷିତ ହୋଲି ପାଳିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ବିଟର…
Read More...