Browsing Category

Odisha

ରାଜ୍ୟର ପ୍ରଥମ କାଡାଭାରିକ୍ ପ୍ରତ୍ୟାରୋପଣ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୪ତାରିଖ ଦିନ ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାବର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡନୀ ୨ଟି ସଫଳତାର ସହ ପ୍ରତ୍ୟାରୋପଣ କରି ଦୁଇଜଈଙ୍କ ଜୀବନ ରକ୍ଷା କରିଥିବା ଏସସିବି ମେଡିକାଲ କଲେଜ, କଟକ ଏବଂ ଆପୋଲ…
Read More...

ଓଡ଼ିଶା ଜୁନିୟର ଟପ୍ ମଡେଲ୍ସ ଓ କଳିଙ୍ଗ ମହାରାଣୀ ପ୍ରତିଯୋଗୀତା

ଭୁବନେଶ୍ୱର: ସ୍ଥାନୀୟ ରୋଟାରୀ ଭବନଠାରେ ଓଡ଼ିଶା ଫେସନଭିଲ୍ଲା ତରଫରୁ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଜୁନିୟର ଟପ୍ ମଡେଲ୍ସ ଓ କଳିଙ୍ଗ ମହାରାଣୀ ପ୍ରତିଯୋଗିତା ।ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୮୦ ରୁ ଅଧିକ ବାଳକ, ବାଳିକା…
Read More...

ନୋଇଡାରୁ ମୃତ ଓଡ଼ିଆ ଶ୍ରମିକଙ୍କୁ ଜନ୍ମମାଟି ଆଣିଲା ‘ମୋ ପରିବାର’

ଭୁବନେଶ୍ୱର: ‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ…
Read More...

ରାଜଧାନୀରେ ଫୁଟିଲା ଗୁଳି; ଆହତ ହେଲେ ଫ୍ୟାଶନ ଡିଜାଇନିଂ ଛାତ୍ରୀ

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି। ଏଥର ଦୁର୍ବୃତଙ୍କ ଟାର୍ଗେଟରେ ଫ୍ୟାଶନ ଡିଜାଇନର ଛାତ୍ରୀ । ଗୁଳିମାଡର ଶିକାର ହୋଇଥିବା ଯୁବତୀ ଜଣକ ନିଫ୍ଟର ଫ୍ୟାଶନ ଡିଜାଇନିଂ ଛାତ୍ରୀ ଅଟନ୍ତି।ସୂଚନା ଅନୁସାରେ, ଇନଫୋସିଟି…
Read More...

ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ୬ କିମି ଚାଲିଲେ ବିଧାୟକ

ନବରଙ୍ଗପୁର: ପୁଣି ମହାନତା ଦେଖାଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଜଣେ ଗର୍ଭବତୀ ମହିଳାଙ୍କୁ ପାହାଡ଼ ଓ ଜଙ୍ଗଲ ରାସ୍ତା ଦେଇ କାନ୍ଧରେ ବୋହି ବୋହି ୬ କିମି ଚାଲିଲେ ବିଧାୟକ । ପରେ ସେ ଉକ୍ତ…
Read More...

ଆଜିଠାରୁ ରେଳ ଷ୍ଟେସନରେ ଛେପ ପକାଇଲେ ଦେବେ ଜରିମାନା

ଭୁବନେଶ୍ୱର: ଆଜିଠାରୁ ରେଳ ଷ୍ଟେସନରେ ଛେପ ପକାଇଲେ ଦେବେ ଜରିମାନା । କେବଳ ରେଳ ଷ୍ଟେସନ ନୁହେଁ, ପ୍ଲାଟଫର୍ମ, ଟ୍ରେନକୁ ଅପରିଷ୍କାର କଲେ ଯାତ୍ରୀମାନଙ୍କୁ ଦେବାକୁ ପଡିବ ଜରିମାନା । ଛେପ ପକାଇବା ସହ ଆବର୍ଜନା କରିବା, ବାହାରେ…
Read More...

ଆଜି ଶପଥ ନେବେ ହାଇକୋର୍ଟର ନୂଆ ବିଚାରପତି

କଟକ: ଓଡିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀ ଆଜି ଶପଥ ଗ୍ରହଣ କରିବେ । ହାଇକୋର୍ଟର ପୁରୁଣା କୋଠରୀରେ ଥିବା ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ହାଇକୋର୍ଟର…
Read More...

ଭୁବନେଶ୍ୱରରେ ହେବ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଆଞ୍ଚଳିକ କର୍ମଶାଳା

ଭୁବନେଶ୍ୱର : ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌.ଡି.ଏମ୍‌.ଏ) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ.ଏସ୍‌.ଡି.ଏମ୍‌.ଏ.)ଙ୍କ ମିଳିତ ସହଯୋଗରେ ତା.୧୦.୦୨.୨୦୨୦ରିଖ ଏବଂ ତା.…
Read More...

ବର୍ଷା ପରେ ଓଡ଼ିଶାକୁ ଥରାଇବ ଶୀତ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ ପାଗ କୋହଲା ରହିବା ସହ ସ୍ୱଳ୍ପ ବର୍ଷା ଲାଗି ରହିଛି । ଯାହା ଆସନ୍ତାକାଲି ଠାରୁ ପାଗରେ ପରିବର୍ତନ ଦେଖାଯିବ । ବର୍ଷା ପରେ ଶୀତ ବଢ଼ିବ ବୋଲି ଜଣାପଡିଛି ।ଆଂଚଳିକ ପାଣିପାଗ ବିଭାଗ…
Read More...

ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାର ତଦନ୍ତ…
Read More...

ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ବର : ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶକରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  Tweet ରେ ଲେଖିଛନ୍ତି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାର ମେଣ୍ଡରାଜପୁର…
Read More...

ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର : ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର…
Read More...

ଗଞ୍ଜାମ ଗୋଳନ୍ଥରାରେ ଅଘଟଣ  : ଚଳନ୍ତା ବସରେ ନିଆଁ ଲାଗି ୯ ମୃତ, ୩୦  ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା- ତୁଲୁ ରାସ୍ତାରେ ଏକ ବଡ ଧରଣ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ବସ ଜଳିଯାଇଛି। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୬ ଜଣଙ୍କ…
Read More...

ଜାପାନରୁ ଦୁଇ ଓଡ଼ିଆଙ୍କ ଶବ ଆଣିବାରେ ସହଯୋଗ କଲା ‘ମୋ ପରିବାର’

ଭୁବନେଶ୍ୱର: ଜାପାନ ଟୋକିଓ ସହରର ଏକ ହୋଟେଲରେ ରୋଷେୟା କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍ ବାହାରୁଦ୍ଦିନ୍ ।…
Read More...